ONE STEP For SMILE

Call Directions Contact the organization

ONE STEP For SMILE ✨"Welcome to our page ONE STEP FOR SMILE 😊", where we explore the inspiring and impactful world of social work.

🌈 Together, we can make a difference.

Join with us in this journey. Jay Jagannath 🙏🙏

17/09/2026

16/09/2026

Please follow and share 🙏🙏✨✨

16/08/2026

୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମାନସିକ ବିକୃତ ଆଶ୍ରମ ରେ ଜଳଖିଆ ବଣ୍ଟନ 🇮🇳🇮🇳✨✨🌿🍀🌳

15/08/2026

16/07/2026

📌ନିଶ୍ଚୟ କେବଳ ଗୋଟେ ସେୟାର କରିବେ ମାଆ ଟି ପାଇଁ 🙏ଗୋଟେ ମାଆ ର ବୁକୁ ଫଟା ଚିତ୍କାର 😭😭 Niranjan Acharya ନୀଳଚକ୍ର ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱର Bindubasini Patra Snigdha Bhanja Deo Mohanty ସୁଶ୍ରୀ ଜ୍ୟୋତିର୍ମୟୀ ଓଝା Baijayanti Senapati Priyabrata Nayak Swati Khandai Anita Chaudhury

16/05/2026

Jay jagannath 🙏

09/05/2026

📌PLZ FOLLOW AND SHARE

17/04/2026

📌PLZ FOLLOW AND SHARE ନିଆରା ଢଙ୍ଗ ରେ ନିଆରା ମଣିଷ ଙ୍କ ପାଖରେ ପଣା ସଂକ୍ରାନ୍ତି ପାଳନ 🌄🍂🌼🌸

14/04/2026

ପଣା ସଂକ୍ରାନ୍ତି (ମହାବିଷୁବ ସଂକ୍ରାନ୍ତି) ଓଡ଼ିଆ ନୂଆ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ଆମ ପରିବାର ONE STEP For SMILE ତରଫରୁ ହାର୍ଦ୍ଧିକ ଅଭିନନ୍ଦନ। ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ ।ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ ।

Address

Bhubaneswar
751030

Telephone

+918895147445

Website

Alerts

Be the first to know and let us send you an email when ONE STEP For SMILE posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ONE STEP For SMILE:

Shortcuts

Share