12/08/2026
ଓଡ଼ିଶା ବିଧାନସଭାର ସମ୍ମାନନୀୟ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମହୋଦୟାଙ୍କୁ ସାକ୍ଷାତ କରି ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସାରଗର୍ଭିତ ଆଲୋଚନା କରାଗଲା।
ବିଶେଷକରି ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ଅଧିକାର, ଅନ୍ତର୍ନିବେଶୀ ଶିକ୍ଷାର ସୁଦୃଢ଼ୀକରଣ, ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଏବଂ ନୂତନ ଶିକ୍ଷକ ନିଯୁକ୍ତି ସମ୍ପର୍କିତ ସମସ୍ୟା ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।
ବାଚସ୍ପତି ମହୋଦୟା ସମସ୍ତ ପ୍ରସଙ୍ଗକୁ ଗୁରୁତ୍ୱର ସହ ଶୁଣିବା ସହ ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସକାରାତ୍ମକ ଆଶ୍ୱାସନ ପ୍ରଦାନ କରିଛନ୍ତି।
ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଅଧିକାର, ସମାନ ସୁଯୋଗ ଓ ଶିକ୍ଷା ପାଇଁ ଏହି ପ୍ରୟାସ ଆଗାମୀ ଦିନରେ ନିଶ୍ଚିତ ଭାବେ ଏକ ସକାରାତ୍ମକ ଦିଗ ଦେବ। Surama Padhy EducationOdisha Nityananda Gond Social Security and Empowerment of Persons with Disabilities Department, Government of Odisha Mohan Charan Majhi Bishweswar Tudu CMO Odisha Prithiviraj Harichandan