01/03/2025
ରୁଦ୍ର ଚାରିଟେବୁଲ ଟ୍ରଷ୍ଟ କୁ 2025 ବର୍ଷ ର ପ୍ରଥମ ସମ୍ମାନ
✨ଜୟ ବାବା ରୁଦ୍ରେଶ୍ଵର 🙏
ଏ ଭଲ ପାଇବା ସବୁବେଳେ ଆମ ପ୍ରତି ଏମିତି ଥାଉ
ତା:- 28-02-2025
ସଂଯୋଗ ଟୁଡେ ତରଫରୁ "ରୁଦ୍ର ଚାରିଟେବୁଲ" ଟ୍ରଷ୍ଟ କୁ ସଂଯୋଗ ସେବା ରତ୍ନ ସମ୍ମାନ -2025 ରେ ସମ୍ମାନିତ କରାଯାଇଛି
ଅଶେଷ ଅଶେଷ ଧନ୍ୟବାଦ ସୁଧୀର ସାହୁ
ଅସହାୟ ମୁହଁରେ ଟିକିଏ ହସ ହିଁ ଆମର ପ୍ରୟାସ
ମିଡ଼ିଆ ପାର୍ଟନର :- ସଂଯୋଗ ଟୁଡେ
ଜୟ ସମାଜ 🙏