15/08/2022
ରାଜଧାନୀସ୍ଥିତ ଘାଟିକିଆ ଠାରେ ଥିବା ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ନୟୀଦିଶା” ତରଫରୁ ୭୫ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏଥିରେ ବହୁସଂଖ୍ୟାରେ ମହିଳା ଓ ସ୍ବେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ ମହାନ୍ତି, ଭାରତୀ ଗୁପ୍ତା ଙ୍କ ସହ, ଅନୁଷ୍ଠାନ ର ବହୁ ସଦସ୍ୟ ଯୋଗ ଦେଇଥିଲେ ।