15/04/2026
❤️ ସେବା ହେଉଛି ଆମର ଧର୍ମ ❤️
All Odisha Gig Workers Union ତରଫରୁ
ଆଜି ଜଣେ ହ୍ୟାଣ୍ଡିକ୍ୟାପ୍ ପିଲାଙ୍କୁ
Free Ride ସୁବିଧା ଦିଆଗଲା 🙏
ମାନବତା ହେଉଛି ସବୁଠାରୁ ବଡ଼ ସେବା 💛
ଆମେ ସଦା ସମୟରେ ଲୋକମାନଙ୍କ ପାଇଁ ରହିବୁ 🤝
🙏 ଜୟ ଜଗନ୍ନାଥ 🙏