Dudnu Foundation Trust

Dudnu Foundation Trust Social Service

ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।🚩ଶ୍ରୀ ଗଣେଶଙ୍କ କୃପାରେ ସମାଜରୁ ବିଘ୍ନ ଦୂର ହେଉ, ଯୁବଶକ୍...
14/09/2026

ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।🚩

ଶ୍ରୀ ଗଣେଶଙ୍କ କୃପାରେ ସମାଜରୁ ବିଘ୍ନ ଦୂର ହେଉ, ଯୁବଶକ୍ତି ଏକତ୍ରିତ ହୋଇ ସେବା, ସଂସ୍କାର ଓ ସମର୍ପଣର ପଥରେ ଆଗେଇ ଯାଉ।

ଆସନ୍ତୁ, ଗଜାନନଙ୍କ ଆଶୀର୍ବାଦ ନେଇ ଏକତା, ବିକାଶ ଓ ଜନସେବାର ସଂକଳ୍ପକୁ ଆହୁରି ଦୃଢ଼ କରିବା।

ଜୟ ଶ୍ରୀ ଗଣେଶ! 🙏🏻🙌🏻




7th annual day celebration’s    29:8:2026,Tuesday at 6:30 pm   #ଡୁଡନୁସମ୍ମାନ୨୦୨୬  #ଡୁଡ୍‌ନୁପ୍ରେରଣାସମ୍ମାନ୨୦୨୬ ଭୁବନେଶ୍ବର ମାନ...
02/09/2026

7th annual day celebration’s

29:8:2026,Tuesday at 6:30 pm


#ଡୁଡନୁସମ୍ମାନ୨୦୨୬

#ଡୁଡ୍‌ନୁପ୍ରେରଣାସମ୍ମାନ୨୦୨୬

ଭୁବନେଶ୍ବର ମାନସିକ ଅନଗ୍ରସରତା ସତ୍ୟେ ସେମାନେ କୋଣସି ଥିରେ ଚେଷ୍ଟା ବଳରେ କମ୍ ନୁହନ୍ତି, ସବୁବେଳେ ସେମାନଙ୍କୁ ଭାଗବାନ ସହାୟ ହୁଅନ୍ତି। ସେମାନେ ସ୍ଵତନ୍ତ୍ର, ନିଷ୍କପଟ, ନିଷ୍ପାପ ତେଣୁ ସେମାନଙ୍କୁ ଜନସାଧାରଣ ରେ ସ୍ଵତନ୍ତ୍ର ଭାବେ ସ୍ନେହ ଶ୍ରଦ୍ଧା ଓ ସମ୍ମାନ କରିବା ଦରକାର ବୋଲି କାଯ୍ୟକ୍ରମ ରେ ବକ୍ତା ମାନେ ମତ ରଖିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ର ଅଡିଟୋରିୟମ ଠାରେ ଡୁଡ୍‌ନୁ ଫାଉଣ୍ଡେସନ ଟ୍ରଷ୍ଟ ର ସପ୍ତମ ବାଷିର୍କ ଉତ୍ସବ ସମାରୋହ ପାଳିତ ହୋଇଯାଇଛି।
ଏହି ଉତ୍ସବରେ ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସଂସାଦ ରାଜ୍ୟସଭା #ଶ୍ରୀଯୁକ୍ତ_ଶୁଭାଶିଷ_ଖୁଣ୍ଟିଆ, ମାନ୍ୟବର ମଧ୍ୟମ ଭୁବନେଶ୍ବର ବିଧାୟକ #ଶ୍ରୀଯୁକ୍ତ_ଅନନ୍ତ_ନାରାୟଣ_ଜେନା, ସାମାଜ ସେବିକା #ମନସ୍ମୀତା_ଜେନା, #ନିବାରିତା_ଶତପଥୀ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ପାଞ୍ଚଜଣ ଭିନ୍ନକ୍ଷମ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ଡୁଡ୍‌ନୁ ସମ୍ମାନ-୨୦୨୬'ରେ ସମ୍ମାନିତ କରାଯାଇଥିଲା। ସେହିପରି ୯ ଗୋଟି ଅଗ୍ରଣୀ ସାମାଜିକ ଅନୁଷ୍ଠାନମାନଙ୍କୁ ‘ଡୁଡନୁ ପ୍ରେରଣା ସମ୍ମାନ-୨୦୨୬' ପ୍ରଦାନ କରାଯାଇଥିଲା । #ନାରାୟଣ_ଚନ୍ଦ୍ର_ଓଝା, #ସୌମ୍ୟଦୀପ_ଘୋଷ ଙ୍କ ସହିତ ବିଶେଷ ମୁହୂର୍ତ୍ତରେ ଅନେକ ମାନ୍ୟତା ପୂର୍ଣ୍ଣ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ପରେ ରଙ୍ଗାରଙ୍ଗ ସାଂସ୍କୃତିକ ସହ ଅନ୍ୟାନ୍ୟ ସୋଲ ନୃତ୍ୟଶିଳ୍ପୀ ଦ୍ୟାରା ନୃତ୍ୟ ଓ ସଙ୍ଗୀତ ର ପରିବେଷଣ କରାଯାଇଥିଲା ଏହି କାର୍ଯ୍ୟକ୍ରମ କୁ ଡୁଡ୍‌ନୁ ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷା ଡ଼ #ବନ୍ଦନା_ହରିଚନ୍ଦନ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ #ସଂଜୀବ_କୁମାର_ହରିଚନ୍ଦନ ପରିଚାଳନା କରିଥିଲେ। ଶ୍ରି ଗଣେଶ _ମହାପାତ୍ର ମଂଚ ସଂଯୋଜନା କରିଥିବା ବେଳେ ଟ୍ରଷ୍ଟ ସମସ୍ତ ସଦସ୍ଯ ସଦସ୍ଯାମାନେ ସହୋଯାଗ କରିଥିଲେ।

ଭିନ୍ନକ୍ଷମ ହୋଇବି ସକ୍ଷମ ଦିବ୍ୟାଙ୍ଗ ମାନଙ୍କୁ " ଡୁଡୁନୁ ସମ୍ମାନ - ୨୦୨୬"
ଓ
ଅନୁଷ୍ଠାନ ମାନଙ୍କୁ ପ୍ରେରଣା ଯୋଗାଇ ପ୍ରୋସାହନ ପାଇଁ "ଡୁଡୁନୁ ପ୍ରେରଣା ସମ୍ମାନ ୨୦୨୬"

ହାରିବା ନୁହେଁ ଲଢି ଲଢି ଜିତବା ହିଁ ଜୀବନର ଲକ୍ଷ୍ଯ 🙏

Dudnu TV Bandana Harichandan Dr.Bandana Harichandan Narayan_jena

Annual Day Celebration's Seventh Edition with Gurukelucharanamahapatra at ORC on August 29, 2025, Tuesday at 6 :30 pm ,V...
02/09/2026

Annual Day Celebration's Seventh Edition with Gurukelucharanamahapatra at ORC on August 29, 2025, Tuesday at 6 :30 pm ,
Voice for DUDNU
#ଡୁଡନୁସମ୍ମାନ୨୦୨୬ Dudnu Foundation Trust Bandana Harichandan Dr.Bandana Harichandan Dudnu TV fans

7th annual day celebration’s    29:8:2026 ,Tuesday at 6:30 pm   #ଡୁଡନୁସମ୍ମାନ୨୦୨୬     ଦିବ୍ଯାଙ୍ଗ ହୋଇ ବି ଜନମାନସରେ ପ୍ରତିଭାବା...
02/09/2026

7th annual day celebration’s

29:8:2026 ,Tuesday at 6:30 pm


#ଡୁଡନୁସମ୍ମାନ୨୦୨୬







ଦିବ୍ଯାଙ୍ଗ ହୋଇ ବି ଜନମାନସରେ ପ୍ରତିଭାବାନ ପ୍ରତିଭା ସମାଜ ପାଇଁ ଉଦାହରଣ....

ଭିନ୍ନକ୍ଷମ ହୋଇବି ସକ୍ଷମ " ଡୁଡୁନୁ ସମ୍ମାନ - 2026"

ହାରିବା ନୁହେଁ ଲଢି ଲଢି ଜିତବା ହିଁ ଜୀବନ🙏❤️

7th annual day celebration’s    29:8:2026, Tuesday at 6:30 pm  #ଡୁଡନୁପ୍ରେରଣାସମ୍ମାନ୨୦୨୬ Mr Rajendra prasad panda  Founder...
02/09/2026

7th annual day celebration’s

29:8:2026, Tuesday at 6:30 pm


#ଡୁଡନୁପ୍ରେରଣାସମ୍ମାନ୨୦୨୬


Mr Rajendra prasad panda
Founder, president


Mr tapan sahu
Founder


President
Ranjuta


Jagatsininghpur
President


President


Founder


Odisha


Founder - Narayan chandra ojha



ଅନୁଷ୍ଠାନ ମାନଙ୍କର ସେବା ଜନମାନସରେ ପ୍ରତିଭାବାନ ପ୍ରତିଭା ଅନୁସରଣ ସମାଜ ପାଇଁ ଉଦାହରଣ....

ଅନୁଷ୍ଠାନ ମାନଙ୍କୁ ପ୍ରେରଣା ଯୋଗାଇ "ଡୁଡ୍‌ନୁ ପ୍ରେରଣା ସମ୍ମାନ - 2026"

ହାରିବା ନୁହେଁ ଲଢି ଲଢି ଜିତବା ହିଁ ଜୀବନ🙏❤️

24/08/2026

Annual Day Celebration's sixth Edition with Gurukelucharanamahapatra at ORC on August 26, 2025, Tuesday at 4 :30 pm ,
Voice for DUDNU
#ଡୁଡନୁସମ୍ମାନ୨୦୨୫ Dudnu Foundation Trust Bandana Harichandan Dr.Bandana Harichandan Dudnu TV fans #ଅରୁନ୍ଧତୀଦେବ # samirranjandash

24/08/2026

Annual Day Celebration's sixth Edition with Gurukelucharanamahapatra at ORC on August 26, 2025, Tuesday at 4 :30 pm ,
Voice for DUDNU
#ଡୁଡନୁସମ୍ମାନ୨୦୨୫ Dudnu Foundation Trust Bandana Harichandan Dr.Bandana Harichandan Dudnu TV fans #ଅରୁନ୍ଧତୀଦେବ

11/08/2026

Annual Day Celebration's sixth Edition with Gurukelucharanamahapatra at ORC on August 26, 2025, Tuesday at 4 :30 pm ,
Voice for DUDNU
#ଡୁଡନୁସମ୍ମାନ୨୦୨୫ Dudnu Foundation Trust Bandana Harichandan Dr.Bandana Harichandan Dudnu TV fans #ଅରୁନ୍ଧତୀଦେବ

ଅନୁଷ୍ଠାନ ର ସପ୍ତମ ବାର୍ଷିକ ଉତ୍ସବ ନିମନ୍ତେ ଅନୁଷ୍ଠିତ ବୈଠକ.... ଉପସ୍ଥିତ ସଭ୍ୟ, ସଭ୍ୟା ଦ୍ୟାରା ଆଲୋଚନା...
01/08/2026

ଅନୁଷ୍ଠାନ ର ସପ୍ତମ ବାର୍ଷିକ ଉତ୍ସବ ନିମନ୍ତେ ଅନୁଷ୍ଠିତ ବୈଠକ.... ଉପସ୍ଥିତ ସଭ୍ୟ, ସଭ୍ୟା ଦ୍ୟାରା ଆଲୋଚନା...

Address

Jharapada, Dolamandap Chaka, Plot No/894
Bhubaneswar
751006

Telephone

+919778887786

Website

Alerts

Be the first to know and let us send you an email when Dudnu Foundation Trust posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share