Team Humanity ସୁଖ ଦୁଃଖର ସାଥି

Team Humanity ସୁଖ ଦୁଃଖର ସାଥି ସବୁବେଳେ ନିରୀହ ଅସହାୟ ଲୋକ ଓ ପଶୁ ପକ୍ଷୀ ପରିବେଶ ସୁରକ୍ଷା ସେବାରେ

Donate Blood Save Life
16/05/2025

Donate Blood Save Life

ରକ୍ତ ଆବଶ୍ୟକ ସମୟରେ ଲୋକଙ୍କୁ ରକ୍ତ ଦେଇ ଜୀବନ ଦାନ କରିଥିବା ଆପଣଙ୍କ ଭଳି ମହାନ୍ ଭ୍ୟକ୍ତିତଙ୍କୁ କୋଟି ପ୍ରଣାମ🙏
13/05/2025

ରକ୍ତ ଆବଶ୍ୟକ ସମୟରେ ଲୋକଙ୍କୁ ରକ୍ତ ଦେଇ ଜୀବନ ଦାନ କରିଥିବା ଆପଣଙ୍କ ଭଳି ମହାନ୍ ଭ୍ୟକ୍ତିତଙ୍କୁ କୋଟି ପ୍ରଣାମ🙏

"Khoon Dena ek Daan Hai, jo Zindagi Bachata hai. Mene To 31 Baar Ye Kosis Ki Hai Aage Bhi Ye Kosis Jari Rehegi, Raktdaan...
09/05/2025

"Khoon Dena ek Daan Hai, jo Zindagi Bachata hai. Mene To 31 Baar Ye Kosis Ki Hai Aage Bhi Ye Kosis Jari Rehegi, Raktdaan Jeevan Daan 🥰🙏
Team Humanity ସୁଖ ଦୁଃଖର ସାଥି

ଆଜି ଟିମ ହ୍ୟୁମାନିଟି ସୁଖ ଦୁଃଖର ସାଥି ପରିବାର ସଦସ୍ୟ ଏବଂ ଅମା ପ୍ରିୟ ଗଗନ ଭାଇଙ୍କ ସହଯୋଗରେ ଭୁବନେଶ୍ଵର ଉପକଣ୍ଠ ବାରୀମୁଣ୍ଡ ନଦୀ ପଠାରେ ବସବ...
20/04/2025

ଆଜି ଟିମ ହ୍ୟୁମାନିଟି ସୁଖ ଦୁଃଖର ସାଥି ପରିବାର ସଦସ୍ୟ ଏବଂ ଅମା ପ୍ରିୟ ଗଗନ ଭାଇଙ୍କ ସହଯୋଗରେ ଭୁବନେଶ୍ଵର ଉପକଣ୍ଠ ବାରୀମୁଣ୍ଡ ନଦୀ ପଠାରେ ବସବାସ କରୁଥିବା କିଛି ଆଦିବାସୀ ପରିବାରଙ୍କୁ ବସ୍ତ୍ର ଏବଂ ପିଲାଙ୍କୁ କିଛି ଖାତା କଲମ, ବିସ୍କୁଟ ଚକୋଲେଟ୍ ଆଦି ବଣ୍ଟନ କରାଯାଇଥିଲା l ସମସ୍ତ ଦାତା ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଆପଣ ମାନଙ୍କ ସହଯୋଗ ପାଇଁ ଅନେକ ଲୋକ ଖୁସି ପାଉଛନ୍ତି 🥰🙏
Team Humanity ସୁଖ ଦୁଃଖର ସାଥି

ଭୁବନେଶ୍ଵର K7, କଳିଙ୍ଗ ନଗରର ହର୍ବାଲ ଲାଇଫ ଓମ୍ ନ୍ୟୁଟ୍ରିସନ୍ ପଏଣ୍ଟ ତରଫରୁ ଆଜି ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ସେଥିରେ ଟିମ୍ ହ୍ୟୁ...
13/04/2025

ଭୁବନେଶ୍ଵର K7, କଳିଙ୍ଗ ନଗରର ହର୍ବାଲ ଲାଇଫ ଓମ୍ ନ୍ୟୁଟ୍ରିସନ୍ ପଏଣ୍ଟ ତରଫରୁ ଆଜି ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ସେଥିରେ ଟିମ୍ ହ୍ୟୁମାନିଟି ସୁଖ ଦୁଃଖର ସାଥି ଏବଂ ମିଶନ ରକ୍ତଦାନ ଅନୁଷ୍ଠାନର ସହଯୋଗରେ ଶିବିରରୁ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ରକ୍ତ ଭଣ୍ଡାରରେ ରକ୍ତର ଅଭାବ ସମୟରେ ଥାଲାସେମିଆରେ ପୀଡ଼ିତ ଛୋଟ ଛୋଟ ଶିଶୁଙ୍କୁ ସମର୍ପିତ ଏହି ଶିବିରରେ ଯୋଗଦେଇ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ । ବିଶେଷ ଧନ୍ୟବାଦ୍ ଓମ୍ ନ୍ୟୁଟ୍ରିସନ ପଏଣ୍ଟର ସମସ୍ତ କର୍ମକର୍ତ୍ତାଙ୍କୁ ଏହି ମହତ୍ ପ୍ରୟାସରେ ସାମିଲ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ 🙏
Team Humanity ସୁଖ ଦୁଃଖର ସାଥି

MISSION RAKTADAN

ଏଭଳି ଖରାଦିନରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ପାଇଁ ଅନେକ ଥାଲାସେମିଆ ଶିଶୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେସବୁକୁ ଦୂର କରିବା ପାଇଁ ଆମର ଛୋଟ...
12/04/2025

ଏଭଳି ଖରାଦିନରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ପାଇଁ ଅନେକ ଥାଲାସେମିଆ ଶିଶୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେସବୁକୁ ଦୂର କରିବା ପାଇଁ ଆମର ଛୋଟ ପ୍ରୟାସ l ଆସା କରୁଛୁ ଆପଣ ମଧ୍ୟ ଆସିବେ ଜଣେ ରକ୍ତ ଦାତା ହୋଇ ! ରକ୍ତଦାନ ଜୀବନ ଦାନ 🙏
Contact -9090030122
Team Humanity ସୁଖ ଦୁଃଖର ସାଥି

ଗତ 13 ଡିସେମ୍ବରରେ ଭୁବନେଶ୍ୱର ସତ୍ୟ ନଗରରେ ଥିବା NACIN Zonal Campus Bhubaneswar ଏବଂ Mission Raktadan, ଏବଂ Team Humanity, ମିଲତ ...
16/12/2024

ଗତ 13 ଡିସେମ୍ବରରେ ଭୁବନେଶ୍ୱର ସତ୍ୟ ନଗରରେ ଥିବା NACIN Zonal Campus Bhubaneswar ଏବଂ Mission Raktadan, ଏବଂ Team Humanity, ମିଲତ ପ୍ରୟାସରେ ଏକ ବିଶାଳ ରକ୍ତ ଦାନ ଶିବିର ଆୟୋଜନ ହୋଇଯାଇଥିଲ ରାଜ୍ୟରେ ରକ୍ତ ଭଣ୍ଡାର ଅଭାବ ପୂରଣ ପ୍ରୟାସରେ ସାମିଲ ହୋଇ ଅନେକ ରକ୍ତ ଦାତା ଦାନ କରିଥିଲେ ଜରୁରୀ ସମୟରେ ରକ୍ତ ଅଭାବରୁ କାହା ଜୀବନ ନ ଯାଉ, ଆମର ଏକ ରକ୍ତ ବିନ୍ଧୁ କାହା ଜୀବନ ବଞ୍ଚାଇବାରେ ସହାୟ ହେଉ 🙏 ଏହି ବାର୍ତ୍ତା ସମାଜକୁ ଦେଇଥିଲେ l

ରକ୍ତ ଆବଶ୍ୟକ ସମୟରେ ଲୋକଙ୍କୁ ରକ୍ତ ଦେଇ ଜୀବନ ଦାନ କରିଥିବା ଆପଣଙ୍କ ଭଳି ମହାନ୍ ଭ୍ୟକ୍ତିତଙ୍କୁ କୋଟି ପ୍ରଣାମ🙏
27/10/2024

ରକ୍ତ ଆବଶ୍ୟକ ସମୟରେ ଲୋକଙ୍କୁ ରକ୍ତ ଦେଇ ଜୀବନ ଦାନ କରିଥିବା ଆପଣଙ୍କ ଭଳି ମହାନ୍ ଭ୍ୟକ୍ତିତଙ୍କୁ କୋଟି ପ୍ରଣାମ🙏

ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କରି ତାର ଯତ୍ନ ନେଇଥିବା କୁନି କୁନି ପିଲାଙ୍କୁ Team Humanity ସୁଖ ଦୁଃଖର ସାଥି ସମ୍ମାନିତ କରାଗଲା ଗତବର୍ଷ ...
16/08/2024

ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କରି ତାର ଯତ୍ନ ନେଇଥିବା କୁନି କୁନି ପିଲାଙ୍କୁ Team Humanity ସୁଖ ଦୁଃଖର ସାଥି ସମ୍ମାନିତ କରାଗଲା

ଗତବର୍ଷ ନୀଳକଣ୍ଠ ହାଇସ୍କୁଲର କିଛି ପିଲାଙ୍କୁ ବୃକ୍ଷ ରୋପଣ କରିବାକୁ ଦିଆଯାଇଥିଲା ଠିକ୍ ଏକ ବର୍ଷ ପରେ ଭଲ ଭାବରେ ଯତ୍ନ ନେଇ ବଞ୍ଚାଇ ବଡ କରିଥିବା ପିଲାଙ୍କୁ ଆମେ ସମ୍ମାନିତ କରିଥିଲୁ ଏବଂ ସମାଜ ପାଇଁ ବୃକ୍ଷର କଣ ଆବଶ୍ୟକତା ରହିଛି ତାହା ସଚେତନ କରିଥିଲୁ । ପିଲା ମାନେ ମଧ୍ୟ ବେଶ୍ ଉତ୍ସାହିତ ହୋଇଥିଲେ ଏବଂ ଖୁସିରେ 78ତମ ସ୍ଵାଧୀନତା ଦିବସକୁ ପାଳନ କରିଥିଲୁ ଅଶେଷ ଅଶେଷ ଧନ୍ୟବାଦ ନୀଳକଣ୍ଠ ହାଇସ୍କୁଲର ସମସ୍ତ ପିଲା ଏବଂ ଗୁରୁଜୀ ଗୁରୁମା ଙ୍କୁ । ଆପଣଙ୍କ ପାଇଁ ଆମେ ପରିବେଶ ବଞ୍ଚାଇବାକୁ ଏକ ପାଦ ଆଗକୁ ଆସିଛୁ l
Team Humanity (ସୁଖ ଦୁଃଖର ସାଥୀ)


ରକ୍ତ ଆବଶ୍ୟକ ସମୟରେ ଲୋକଙ୍କୁ ରକ୍ତ ଦେଇ ଜୀବନ ଦାନ କରିଥିବା ଆପଣଙ୍କ ଭଳି ମହାନ୍ ଭ୍ୟକ୍ତିତ ଙ୍କୁ କୋଟି ପ୍ରଣାମ 🙏
24/07/2024

ରକ୍ତ ଆବଶ୍ୟକ ସମୟରେ ଲୋକଙ୍କୁ ରକ୍ତ ଦେଇ ଜୀବନ ଦାନ କରିଥିବା ଆପଣଙ୍କ ଭଳି ମହାନ୍ ଭ୍ୟକ୍ତିତ ଙ୍କୁ କୋଟି ପ୍ରଣାମ 🙏

Address

Plot No-773/4494 Panchasakha Nagar Dumduma ITER College Road
Bhubaneswar
751019

Website

Alerts

Be the first to know and let us send you an email when Team Humanity ସୁଖ ଦୁଃଖର ସାଥି posts news and promotions. Your email address will not be used for any other purpose, and you can unsubscribe at any time.

Share