TUCI Odisha

TUCI Odisha This is the Official page of Trade Union Centre Of India (TUCI) Odisha State Committee

07/09/2026
ସି.ପି.ଆଇ (ଏମ-ଏଲ) ରେଡ୍ ଷ୍ଟାର୍୧୩ତମ ପାର୍ଟି କଂଗ୍ରେସ୧୬ - ୨୦ ସେପ୍ଟେମ୍ବର ୨୦୨୬​ମଖଦୁମ୍ ମୋହିଉଦ୍ଦିନ୍ ନଗର (ପବ୍ଲିକ୍ ଗାର୍ଡେନ୍) ରାୟଚୁର,...
02/09/2026

ସି.ପି.ଆଇ (ଏମ-ଏଲ) ରେଡ୍ ଷ୍ଟାର୍
୧୩ତମ ପାର୍ଟି କଂଗ୍ରେସ
୧୬ - ୨୦ ସେପ୍ଟେମ୍ବର ୨୦୨୬

​ମଖଦୁମ୍ ମୋହିଉଦ୍ଦିନ୍ ନଗର (ପବ୍ଲିକ୍ ଗାର୍ଡେନ୍) ରାୟଚୁର, କର୍ଣ୍ଣାଟକ

​ସର୍ବଭାରତୀୟ ସେମିନାର:
୧୮ ସେପ୍ଟେମ୍ବର ୨୦୨୬,
ଅପରାହ୍ନ ୦୫:୩୦ ରୁ ରାତି ୦୮:୩୦

​ସ୍ଥାନ: ଗୌରୀ ଲଙ୍କେଶ ହଲ୍ (ପଣ୍ଡିତ ସିଦ୍ଧରାମ ଜାମ୍ବଲଦିନ୍ନି ରଙ୍ଗମଣ୍ଡପ)

​ବିଷୟବସ୍ତୁ: ଆର.ଏସ.ଏସ. (RSS) ଫାସିବାଦକୁ ଉତଖାତ କରିବାର କାର୍ଯ୍ୟପନ୍ଥା

​ଉଦ୍‌ଘାଟକ:
ଡଃ ଏସ୍.କ୍ୟୁ.ଆର୍. ଇଲିୟାସ୍, ଜାତୀୟ ଅଧ୍ୟକ୍ଷ, ୱେଲଫେୟାର ପାର୍ଟି ଅଫ୍ ଇଣ୍ଡିଆ

​ମୁଖ୍ୟ ଉପସ୍ଥାପକ:
ପ୍ରଫେସର କେ. ଏସ୍. ଭଗବାନ୍, ବିଶିଷ୍ଟ ଭାରତୀୟ ଲେଖକ ଓ ବାଗ୍ମୀ

​ଭିତ୍ତିପତ୍ର:
କମ୍ରେଡ୍ କବୀର, ପଲିଟ୍ ବ୍ୟୁରୋ ସଦସ୍ୟ, ସିପିଆଇ (ଏମଏଲ) ରେଡ୍ ଷ୍ଟାର୍

​ସଞ୍ଚାଳକ:
କମ୍ରେଡ୍ ତୁହିନ୍, ପୋଲିଟ୍ ବ୍ୟୁରୋ ସଦସ୍ୟ, ସିପିଆଇ (ଏମଏଲ) ରେଡ୍ ଷ୍ଟାର୍
​ଅନ୍ୟାନ୍ୟ ଆଲୋଚକ/ପ୍ୟାନେଲିଷ୍ଟ:

​ଅରୁଣ ମାଜି, ବରିଷ୍ଠ ଆଇନଜୀବୀ, ସୁପ୍ରିମ୍ କୋର୍ଟ, ନୂଆଦିଲ୍ଲୀ

​ଶ୍ରୀ କୋରାନେଶ୍ୱର ସ୍ୱାମୀ, ଶ୍ରୀ ତୋଣ୍ଟଦ ସିଦ୍ଧଲିଙ୍ଗେଶ୍ୱର ଅନୁଭବ ମଣ୍ଟପ ଆଲନ୍ଦ, କଲବୁର୍ଗୀ

​ଭନ୍ତେ ଧମ୍ମ ଦୀପ ଦେବାନାମ୍ ପ୍ରିୟ, ପ୍ରିୟଦର୍ଶିନୀ ବୁଦ୍ଧ ବିହାର, ବିଦର

​ଆର.ଏସ.ଏସ. (RSS) ଫାସିବାଦର ପ୍ରତିରୋଧ ଓ ଏହାକୁ ପରାସ୍ତ କରନ୍ତୁ !

ଇସଲାମୋଫୋବିଆର ପ୍ରତିରୋଧ ଓ ଏହାକୁ ପରାସ୍ତ କରନ୍ତୁ!

​ଯୋଗାଯୋଗ:
ଆର୍. ମାନସୟା, ସାଧାରଣ ଆବାହକ, ସ୍ୱାଗତ ସମିତି: 9880930683

ଏମ୍. ଗଙ୍ଗାଧର, କର୍ଣ୍ଣାଟକ ରାଜ୍ୟ ସମ୍ପାଦକ, ସିପିଆଇ (ଏମଏଲ) ରେଡ୍ ଷ୍ଟାର୍: 9880152070

CPI (ML) Red Star 13th Party Congress 16 - 20 September 2026Makhdoom Mohiuddin Nagar (Public Garden) Raichur KarnatakaIn...
29/08/2026

CPI (ML) Red Star
13th Party Congress
16 - 20 September 2026

Makhdoom Mohiuddin Nagar (Public Garden) Raichur Karnataka

International Seminar: 17 September 2026 from 05.30 PM to 08.30 PM

at Comrades Sivaram - Sharmistha Hall ( Dr B. R. Ambedkar Hall)

Topic: Paradigm Shift in Imperialist Power Balance

Keynote Presentation : Com. P. J. James, General Secretary, CPI (ML) Red Star

Moderator : Com. Kabeer, International Department , CPI (ML) Red Star

Fraternal Delegates from International Parties will be the panelists of the seminar

Down with Imperialism!

Workers and Oppressed Peoples, Unite!

ସିପିଆଇ (ଏମଏଲ୍) ରେଡ୍ ଷ୍ଟାର୍୧୩ତମ ପାର୍ଟି କଂଗ୍ରେସ(ମହାଧିବେଶନ)୧୬ - ୨୦ ସେପ୍ଟେମ୍ବର ୨୦୨୬ସ୍ଥାନ: ମଖଦୁମ୍ ମୋହିଉଦ୍ଦୀନ୍ ନଗର (ପବ୍ଲିକ ଗାର...
27/08/2026

ସିପିଆଇ (ଏମଏଲ୍) ରେଡ୍ ଷ୍ଟାର୍
୧୩ତମ ପାର୍ଟି କଂଗ୍ରେସ(ମହାଧିବେଶନ)
୧୬ - ୨୦ ସେପ୍ଟେମ୍ବର ୨୦୨୬

ସ୍ଥାନ: ମଖଦୁମ୍ ମୋହିଉଦ୍ଦୀନ୍ ନଗର (ପବ୍ଲିକ ଗାର୍ଡେନ), ରାୟଚୁର, କର୍ଣ୍ଣାଟକ

ଉଦ୍‌ଘାଟନୀ ଅଧିବେଶନ:
୧୬ ସେପ୍ଟେମ୍ବର ୨୦୨୬, ପୂର୍ବାହ୍ନ ୧୦.୩୦ ରୁ ରାତି ୦୮.୦୦ ପର୍ଯ୍ୟନ୍ତ

​ସ୍ଥାନ: କମ୍ରେଡ୍ ଚାରୁ ମଜୁମଦାର୍ ହଲ୍ (ପଣ୍ଡିତ ସିଦ୍ଧାରାମ ଜାମ୍ବଲଦିନ୍ନି ରଙ୍ଗ ମନ୍ଦିର)

​ସ୍ୱାଗତ ଭାଷଣ: କମ୍. ରାଘବେନ୍ଦ୍ର କୁଷ୍ଟଗି, ଅଧ୍ୟକ୍ଷ, ସ୍ୱାଗତ ସମିତି

​ଉଦ୍‌ଘାଟନୀ ଭାଷଣ:
କମ୍ରେଡ. ପି. ଜେ. ଜେମ୍ସ
ସାଧାରଣ ସମ୍ପାଦକ,
ସି.ପି.ଆଇ (ଏମ୍-ଏଲ୍) ରେଡ୍ ଷ୍ଟାର୍

​ସଭାପତି: କମ୍ରେଡ ଆର. ମାନସାୟା, ମୁଖ୍ୟ ଆବାହକ, ସ୍ୱାଗତ ସମିତି

​ଭାରତ ଓ ବିଦେଶର ଭ୍ରାତୃପ୍ରତିମ ଦଳର ବିଶିଷ୍ଟ ନେତା ଏବଂ ଜନସଂଗଠନର ନେତୃବୃନ୍ଦ ଏହି ଅଧିବେଶନକୁ ସମ୍ବୋଧିତ କରିବେ।

ଶ୍ରମିକ ଏବଂ ନିର୍ଯ୍ୟାତିତ ଜନସାଧାରଣ, ଏକଜୁଟ ହୁଅନ୍ତୁ !

ସିପିଆଇ (ଏମଏଲ୍) ରେଡ୍ ଷ୍ଟାର୍୧୩ତମ ପାର୍ଟି କଂଗ୍ରେସ(ମହାଧିବେଶନ)୧୬ - ୨୦ ସେପ୍ଟେମ୍ବର ୨୦୨୬​କମ୍ରେଡ୍ ଶିବରାମ୍ - ଶର୍ମିଷ୍ଠା ହଲ୍ (ଡଃ ବି.ଆ...
26/08/2026

ସିପିଆଇ (ଏମଏଲ୍) ରେଡ୍ ଷ୍ଟାର୍
୧୩ତମ ପାର୍ଟି କଂଗ୍ରେସ(ମହାଧିବେଶନ)
୧୬ - ୨୦ ସେପ୍ଟେମ୍ବର ୨୦୨୬

​କମ୍ରେଡ୍ ଶିବରାମ୍ - ଶର୍ମିଷ୍ଠା ହଲ୍ (ଡଃ ବି.ଆର.ଆମ୍ବେଦକର ଅଡିଟୋରିୟମ)

​ସ୍ଥାନ: ମଖଦୁମ୍ ମୋହିଉଦ୍ଦୀନ୍ ନଗର (ପବ୍ଲିକ ଗାର୍ଡେନ), ରାୟଚୁର, କର୍ଣ୍ଣାଟକ

​ପାର୍ଟି କଂଗ୍ରେସ(ମହାଅଧିବେଶନ)କୁ ସଫଳ କରିବା ପାଇଁ ସମର୍ଥନ ଓ ସହଯୋଗ କରନ୍ତୁ !

​ପାର୍ଟି ବ୍ୟାଙ୍କ ଆକାଉଣ୍ଟ ବିବରଣୀ
Account Name: Communist Party of India Marxist Leninist Red Star
Bank: Union Bank
Account #: 510101002779667
IFSC: UBIN0913120
Current Account
Branch: Nawada Branch
New Delhi, India

UPI ID: cpimlredstar@unionbank

GPay Number: 8714336875

​ଶ୍ରମିକ ଏବଂ ନିର୍ଯ୍ୟାତିତ ଜନସାଧାରଣ, ଏକଜୁଟ ହୁଅନ୍ତୁ !

CPI (ML) Red Star 13th Party Congress 16 - 20 September 2026Comrades Sivaram -  Sharmistha Hall (Dr. B. R.Ambedkar Audit...
25/08/2026

CPI (ML) Red Star
13th Party Congress
16 - 20 September 2026

Comrades Sivaram - Sharmistha Hall (Dr. B. R.Ambedkar Auditorium)

At Makhdoom Mohiuddin Nagar (Public Garden) Raichur Karnataka

Support Party Congress

Party Bank account details

Account Name: Communist Party of India Marxist Leninist Red Star
Bank: Union Bank
Account #: 510101002779667
IFSC: UBIN0913120
Current Account
Branch: Nawada Branch
New Delhi, India

UPI ID: cpimlredstar@unionbank

GPay Number: 8714336875

Workers and Oppressed Peoples, Unite!

ସିପିଆଇ (ଏମଏଲ୍) ରେଡ୍ ଷ୍ଟାର୍୧୩ତମ ପାର୍ଟି କଂଗ୍ରେସ(ମହାଧିବେଶନ)୧୬ - ୨୦ ସେପ୍ଟେମ୍ବର ୨୦୨୬ରାୟଚୁର, କର୍ଣ୍ଣାଟକ୧୩ତମ ପାର୍ଟି କଂଗ୍ରେସକୁ ସଫ...
23/08/2026

ସିପିଆଇ (ଏମଏଲ୍) ରେଡ୍ ଷ୍ଟାର୍
୧୩ତମ ପାର୍ଟି କଂଗ୍ରେସ(ମହାଧିବେଶନ)
୧୬ - ୨୦ ସେପ୍ଟେମ୍ବର ୨୦୨୬
ରାୟଚୁର, କର୍ଣ୍ଣାଟକ

୧୩ତମ ପାର୍ଟି କଂଗ୍ରେସକୁ ସଫଳ କରନ୍ତୁ !

​ଶ୍ରମିକ ଏବଂ ନିର୍ଯ୍ୟାତିତ ଜନସାଧାରଣ, ଏକଜୁଟ ହୁଅନ୍ତୁ !

​ସାମ୍ରାଜ୍ୟବାଦ ମୁର୍ଦ୍ଦାବାଦ !
​ଆମେରିକା-ଜିଓନିଷ୍ଟ (US-Zionist) ହିଁସା ଅକ୍ଷକୁ ବିଲୋପ କରନ୍ତୁ!

​ପାଲେଷ୍ଟାଇନ ଏବଂ ଇରାନ ଜନସାଧାରଣଙ୍କ ସହ ସଂହତି ପ୍ରକାଶ କରନ୍ତୁ !
​ଆର.ଏସ.ଏସ (RSS) ଫାସିବାଦର ପ୍ରତିରୋଧଏବଂ ଏହାକୁ ପରାସ୍ତ କରନ୍ତୁ!

​ଅମାନବୀୟ ଜାତିପ୍ରଥାକୁ ନିପାତ କରନ୍ତୁ !
​ଇସଲାମୋଫୋବିଆର (Islamophobia) ପ୍ରତିରୋଧ ଏବଂ ଏହାକୁ ପରାସ୍ତ କରନ୍ତୁ!
​ଲିଙ୍ଗଗତ ସମାନତା ପାଇଁ ପ୍ରୟାସ କରନ୍ତୁ !

ସିପିଆଇ (ଏମଏଲ୍) ରେଡ୍ ଷ୍ଟାର୍୧୩ତମ ପାର୍ଟି କଂଗ୍ରେସ(ମହାଧିବେଶନ)୧୬ - ୨୦ ସେପ୍ଟେମ୍ବର ୨୦୨୬ରାୟଚୁର, କର୍ଣ୍ଣାଟକ୧୩ତମ ପାର୍ଟି କଂଗ୍ରେସକୁ ସଫ...
22/08/2026

ସିପିଆଇ (ଏମଏଲ୍) ରେଡ୍ ଷ୍ଟାର୍
୧୩ତମ ପାର୍ଟି କଂଗ୍ରେସ(ମହାଧିବେଶନ)
୧୬ - ୨୦ ସେପ୍ଟେମ୍ବର ୨୦୨୬
ରାୟଚୁର, କର୍ଣ୍ଣାଟକ

୧୩ତମ ପାର୍ଟି କଂଗ୍ରେସକୁ ସଫଳ କରନ୍ତୁ !

​ଲିଙ୍ଗଗତ ସମାନତା ପାଇଁ ପ୍ରୟାସ କରନ୍ତୁ !

22/08/2026

ସିପିଆଇ (ଏମଏଲ୍) ରେଡ୍ ଷ୍ଟାର୍
୧୩ତମ ପାର୍ଟି କଂଗ୍ରେସ(ମହାଧିବେଶନ)
୧୬ - ୨୦ ସେପ୍ଟେମ୍ବର ୨୦୨୬
ରାୟଚୁର, କର୍ଣ୍ଣାଟକ

୧୩ତମ ପାର୍ଟି କଂଗ୍ରେସକୁ ସଫଳ କରନ୍ତୁ !

​ଲିଙ୍ଗଗତ ସମାନତା ପାଇଁ ପ୍ରୟାସ କରନ୍ତୁ !

ଖବର ପୃଷ୍ଠାରେ
13/02/2026

ଖବର ପୃଷ୍ଠାରେ

Address

Bhubaneswar

Alerts

Be the first to know and let us send you an email when TUCI Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to TUCI Odisha:

Shortcuts

Share

Category