28/02/2026
“Time to Shine” ✨
Chaitanya Foundation Seva Trust ଙ୍କର ମିଳିତ ଅନୁକୂଳ୍ୟରେ ଆୟୋଜିତ “Mohey Rang Do” ପ୍ରି-ହୋଳି ଉତ୍ସବ 🎨🌸
ହୋଳି ପୂର୍ବରୁ ଟିକେ ହୋଲି ଖେଳିବା,
ରଙ୍ଗରେ ଭରିଦେବା ଭଲପାଇବା, ସମ୍ମାନ ଓ ସେବାର ଅଭିନବ ସନ୍ଦେଶ।
ଆସନ୍ତୁ ସମେସ୍ତେ ମିଶି ଖୁସିର ରଙ୍ଗରେ ରଙ୍ଗାଇଦେବା ଏହି ସୁନ୍ଦର ପ୍ରୟାସକୁ।