ଓଡ଼ିଶା ସେବା

ଓଡ଼ିଶା ସେବା ଓଡ଼ିଶା ସେବା
ଆପଣଙ୍କ ସେବାରେ ସବୁ ସମୟରେ

ନମସ୍କାର,ଓଡ଼ିଶା ସେବା ପରିବାର ତରଫରୁ ଆମର ସମସ୍ତ ମା ମାନଙ୍କୁ ମାତୃ ଦିବସ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ। ମାତୃ ଦିବସଓଡ଼ିଶା ...
10/05/2026

ନମସ୍କାର,

ଓଡ଼ିଶା ସେବା ପରିବାର ତରଫରୁ ଆମର ସମସ୍ତ ମା ମାନଙ୍କୁ ମାତୃ ଦିବସ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ।

ମାତୃ ଦିବସ
ଓଡ଼ିଶା ସେବା










ନମସ୍କାର,ଓଡ଼ିଶା ସେବା ପରିବାର ତରଫରୁ ଆପଣଙ୍କୁ ଓ ଆପଣଙ୍କ ପରିବାର ର ସମସ୍ତ ସଦସ୍ୟ ଙ୍କୁ ପବିତ୍ର ଅକ୍ଷୟ ତୃତୀୟା ର ଅନେକ ଅନେକ ଶୁଭେଚ୍ଛା ଓ ଅ...
20/04/2026

ନମସ୍କାର,

ଓଡ଼ିଶା ସେବା ପରିବାର ତରଫରୁ ଆପଣଙ୍କୁ ଓ ଆପଣଙ୍କ ପରିବାର ର ସମସ୍ତ ସଦସ୍ୟ ଙ୍କୁ ପବିତ୍ର ଅକ୍ଷୟ ତୃତୀୟା ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ସବୁବେଳେ ଆପଣଙ୍କ ଉପରେ ତାଙ୍କ ଆଶୀର୍ବାଦ ବର୍ଷା କରୁଥାନ୍ତୁ। ଆପଣଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛୁ।

ପବିତ୍ର ଅକ୍ଷୟ ତୃତୀୟା
ଓଡ଼ିଶା ସେବା












ନମସ୍କାର,ଓଡ଼ିଶା ସେବା ପରିବାର ତରଫରୁ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ଙ୍କୁ ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ର ...
14/04/2026

ନମସ୍କାର,

ଓଡ଼ିଶା ସେବା ପରିବାର ତରଫରୁ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ଙ୍କୁ ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଏହି ନୂଆ ବର୍ଷ ସମସ୍ତଙ୍କ ପାଇଁ ନୂଆ ସୁଯୋଗ ଓ ସମ୍ଭାବନା ନେଇ ଆସୁ।

ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ
ଓଡ଼ିଶା ସେବା













#ବନ୍ଦେଉତ୍କଳଜନନୀ

ଦେଶ ଭିତରେ ଭାରତ, ରାଜ୍ୟ ଭିତରେ ଓଡ଼ିଶା।ଭାଷା ଭିତରେ ଓଡ଼ିଆ ସବୁଠୁ ବଢିଆ। ଗରବେ କୁହ ମୁଁ ଓଡ଼ିଆ।ନମସ୍କାର,ଓଡ଼ିଶା ସେବା ପରିବାର ତରଫରୁ ଆପଣଙ...
01/04/2026

ଦେଶ ଭିତରେ ଭାରତ, ରାଜ୍ୟ ଭିତରେ ଓଡ଼ିଶା।
ଭାଷା ଭିତରେ ଓଡ଼ିଆ ସବୁଠୁ ବଢିଆ।
ଗରବେ କୁହ ମୁଁ ଓଡ଼ିଆ।

ନମସ୍କାର,

ଓଡ଼ିଶା ସେବା ପରିବାର ତରଫରୁ ଆପଣଙ୍କୁ ଓ ଆପଣଙ୍କ ପରିବାର ର ସମସ୍ତ ସଦସ୍ୟ ଙ୍କୁ ଉତ୍କଳ ଦିବସ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ।

ବନ୍ଦେ ଉତ୍କଳ ଜନନୀ
ଉତ୍କଳ ଦିବସ
ଓଡ଼ିଶା ସେବା












#ଉତ୍କଳଦିବସ
#ବନ୍ଦେଉତ୍କଳଜନନୀ






ନମସ୍କାର,ଓଡ଼ିଶା ସେବା ପରିବାର ତରଫରୁ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ଙ୍କୁ ପବିତ୍ର ଶ୍ରୀ ରାମ ନବମୀ ର ଅନେକ ଅନେକ ଶୁଭେଚ୍ଛା ଓ ଅ...
27/03/2026

ନମସ୍କାର,

ଓଡ଼ିଶା ସେବା ପରିବାର ତରଫରୁ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ଙ୍କୁ ପବିତ୍ର ଶ୍ରୀ ରାମ ନବମୀ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ। ପ୍ରଭୁ ଶ୍ରୀ ରାମ ସବୁବେଳେ ଆପଣଙ୍କ ଉପରେ ତାଙ୍କର ଆଶୀର୍ବାଦ ବର୍ଷା କରୁଥାନ୍ତୁ। ଆପଣଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରଭୁ ଶ୍ରୀ ରାମଙ୍କ ପାଖରେ ପ୍ରାର୍ଥନା କରୁଛୁ।

ଜୟ ଶ୍ରୀ ରାମ
ପବିତ୍ର ରାମ ନବମୀ
ଓଡ଼ିଶା ସେବା














HAPPY BIRTHDAY TO OUR ଓଡ଼ିଶା ସେବା FOUNDER SHRI.Jitendra Kumar Nath
11/03/2026

HAPPY BIRTHDAY TO OUR ଓଡ଼ିଶା ସେବା FOUNDER SHRI.Jitendra Kumar Nath





ନମସ୍କାର,ଓଡ଼ିଶା ସେବା ପରିବାର ତରଫରୁ ଆମର ସମସ୍ତ ଛୋଟ ବଡ ଭଉଣୀ ମାନଙ୍କୁ ଆନ୍ତର୍ଜାତୀୟ ମହିଳା ଦିବସ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣ...
08/03/2026

ନମସ୍କାର,

ଓଡ଼ିଶା ସେବା ପରିବାର ତରଫରୁ ଆମର ସମସ୍ତ ଛୋଟ ବଡ ଭଉଣୀ ମାନଙ୍କୁ ଆନ୍ତର୍ଜାତୀୟ ମହିଳା ଦିବସ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ।

ଆନ୍ତର୍ଜାତୀୟ ମହିଳା ଦିବସ
ଓଡ଼ିଶା ସେବା












ନମସ୍କାର,ଓଡ଼ିଶା ସେବା ପରିବାର ତରଫରୁ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ଙ୍କୁ ରଙ୍ଗର ପର୍ବ ହୋଲି ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍...
04/03/2026

ନମସ୍କାର,

ଓଡ଼ିଶା ସେବା ପରିବାର ତରଫରୁ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ଙ୍କୁ ରଙ୍ଗର ପର୍ବ ହୋଲି ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ।

ରଙ୍ଗର ପର୍ବ ହୋଲି
ଓଡ଼ିଶା ସେବା













ନମସ୍କାର,ଓଡ଼ିଶା ସେବା ପରିବାର ତରଫରୁ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ଙ୍କୁ ପବିତ୍ର ଦୋଳ ପୂର୍ଣ୍ଣିମା ର ଅନେକ ଅନେକ ଶୁଭେଚ୍ଛା ଓ ...
03/03/2026

ନମସ୍କାର,

ଓଡ଼ିଶା ସେବା ପରିବାର ତରଫରୁ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ଙ୍କୁ ପବିତ୍ର ଦୋଳ ପୂର୍ଣ୍ଣିମା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ।

ପବିତ୍ର ଦୋଳ ପୂର୍ଣ୍ଣିମା
ଓଡ଼ିଶା ସେବା





#ଦୋଳପୂର୍ଣ୍ଣିମା



ନମସ୍କାର,ଓଡ଼ିଶା ସେବା ପରିବାର ତରଫରୁ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ଙ୍କୁ ପବିତ୍ର ମହା ଶିବରାତ୍ରି ତଥା ଜାଗର ର ଅନେକ ଅନେକ ଶୁଭ...
15/02/2026

ନମସ୍କାର,

ଓଡ଼ିଶା ସେବା ପରିବାର ତରଫରୁ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ଙ୍କୁ ପବିତ୍ର ମହା ଶିବରାତ୍ରି ତଥା ଜାଗର ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ। ପ୍ରଭୁ ମହାଦେବ ସବୁବେଳେ ଆପଣଙ୍କ ଉପରେ ତାଙ୍କର ଆଶୀର୍ବାଦ ବର୍ଷା କରୁଥାନ୍ତୁ। ଆପଣଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରଭୁ ମହାଦେବଙ୍କ ପାଖରେ ପ୍ରାର୍ଥନା କରୁଛୁ।

ହର ହର ମହାଦେବ
ପବିତ୍ର ମହା ଶିବରାତ୍ରି ତଥା ଜାଗର
ଓଡ଼ିଶା ସେବା







#ମହାଶିବରାତ୍ରି







Address

Bhubaneswar

Telephone

+916372963632

Website

Alerts

Be the first to know and let us send you an email when ଓଡ଼ିଶା ସେବା posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ଓଡ଼ିଶା ସେବା:

Share