28/09/2025
ରକ୍ତଦାନ ଶିବିର ଆୟୋଜନ କରିବାକୁ ସମସ୍ତୁ ଦୂର୍ଗା ପୂଜା କମିଟି ମାନଙ୍କୁ
ଅନୁରୋଧ। ପଳଟାରେ ଆମେ ଏକ ଦୂର୍ଗାପୂଜା ଭଳି ଆଧ୍ୟାତ୍ମିକ ଓ ସାମାଜିକ
କାର୍ଯ୍ୟ ସମ୍ପାଦନ କରିବା ସହିତ ସହିତ ଆଉ ଏକ ମହତ୍ତ କାର୍ଯ୍ୟକୁ ହାତକୁ
ନେଇ ଅନ୍ୟର ଜୀବନ ବଞ୍ଚିଥିବା। ସମସ୍ତଙ୍କୁ ଶାରୀରିକ ଅଭିନନ୍ଦନ ଓ
ଶୁଭେଚ୍ଛା।
ନିବେଦନ,