Astha Foundation Trust

Astha Foundation Trust ସମାଜ ସେବା ହିଁ ଈଶ୍ୱର ସେବା

13/01/2026

ତାରିଖ: 11.01.2026ହାଡ଼ଭଙ୍ଗା ଶୀତରେ ଯେତେବେଳେ ଅନେକ ଗରିବ ପରିବାର ରାତି କାଟିବାକୁ ସଂଘର୍ଷ କରୁଛନ୍ତି, ସେତେବେଳେ ଅଳ୍ପ ସହାୟତା ମଧ୍ୟ ବଡ଼ ...
11/01/2026

ତାରିଖ: 11.01.2026

ହାଡ଼ଭଙ୍ଗା ଶୀତରେ ଯେତେବେଳେ ଅନେକ ଗରିବ ପରିବାର ରାତି କାଟିବାକୁ ସଂଘର୍ଷ କରୁଛନ୍ତି, ସେତେବେଳେ ଅଳ୍ପ ସହାୟତା ମଧ୍ୟ ବଡ଼ ଆଶ୍ୱାସନ ହୋଇଉଠେ।

ଆଜି ଆସ୍ଥା ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠର କିଛି ଆବଶ୍ୟକମନ୍ଦ ଓ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏହି କମ୍ବଳଗୁଡ଼ିକ କେବଳ ଶୀତରୁ ରକ୍ଷା ନୁହେଁ, ବରଂ ମାନବିକତା ଓ ସହାନୁଭୂତିର ଏକ ଉଷ୍ଣ ସନ୍ଦେଶ।

ଏହି ସେବାମୂଳକ କାର୍ଯ୍ୟକ୍ରମକୁ ସଫଳ କରିବାରେ ନୀତେଶ ଭାଇ, ସନ୍ତୋଷ ଭାଇ ଓ ସମସ୍ତ ସହଯୋଗୀମାନଙ୍କ ଅବଦାନ ଅମୂଲ୍ୟ। ସମସ୍ତଙ୍କୁ ହୃଦୟରୁ ଅଶେଷ ଧନ୍ୟବାଦ।

ଜଗତର ନାଥ ଜଗନ୍ନାଥ ଦାତ୍ତାଙ୍କର ମଙ୍ଗଳ କରନ୍ତୁ ଏହା ହିଁ ପ୍ରାର୍ଥନା

ସେବା ହିଁ ସର୍ବୋତ୍ତମ ଧର୍ମ 🙏

ଧନ୍ୟବାଦ 🙏🙏

11/01/2026

ଆଜି ମାନବିକତା ଓ ସେବାର ଏକ ସୁନ୍ଦର ଦିନ… 🌼ଆସ୍ଥା ଫାଉଣ୍ଡେସନ ତରଫରୁ ଭୁବନେଶ୍ୱର ଉପକଣ୍ଠ ରସୁଲଗଡ଼ ସ୍ଥିତ ସ୍ୱପ୍ନ ମନ୍ଦିର (ଜରାଶ୍ରମ) ର ଅନ୍ତ...
01/01/2026

ଆଜି ମାନବିକତା ଓ ସେବାର ଏକ ସୁନ୍ଦର ଦିନ… 🌼

ଆସ୍ଥା ଫାଉଣ୍ଡେସନ ତରଫରୁ ଭୁବନେଶ୍ୱର ଉପକଣ୍ଠ ରସୁଲଗଡ଼ ସ୍ଥିତ ସ୍ୱପ୍ନ ମନ୍ଦିର (ଜରାଶ୍ରମ) ର ଅନ୍ତେବାସୀ ବାବା-ମାଆମାନଙ୍କ ପାଇଁ ମଧ୍ୟାନ୍ନ ଭୋଜନ ବ୍ୟବସ୍ଥା ଆୟୋଜନ କରାଯାଇଥିଲା।

ଏହି ସାଧାରଣ ଭୋଜନ ନୁହେଁ,
ଏହା ଥିଲା ସମ୍ମାନ, ସହାନୁଭୂତି ଓ ଆତ୍ମିକ ଆପଣାପଣର ଏକ ନିର୍ମଳ ପ୍ରୟାସ।
ବାବା-ମାଆଙ୍କ ମୁହଁରେ ଥିବା ହସ ହିଁ ଆମ ସେବାର ସର୍ବୋତ୍ତମ ପୁରସ୍କାର।

ଏହି ପୁଣ୍ୟ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତଙ୍କୁ ହୃଦୟରୁ ଅଶେଷ ଧନ୍ୟବାଦ 🙏🙏

ଜଗତର ନାଥ ଶ୍ରୀଜଗନ୍ନାଥ ଦାତ୍ତା ସମସ୍ତ ସହଯୋଗୀ ଓ ତାଙ୍କ ପରିବାରଙ୍କ ମଙ୍ଗଳ କରନ୍ତୁ — ଏହା ହିଁ ଆମ ପ୍ରାର୍ଥନା 🙏🙏

ସେବା ହିଁ ସର୍ବୋତ୍ତମ ଧର୍ମ 🌸

Wishing you a joyous Dussehra! May this festive spirit bring triumph over challenges, victory over stress, and radiant g...
02/10/2025

Wishing you a joyous Dussehra!

May this festive spirit bring triumph over challenges, victory over stress, and radiant good health.

May the triumph of good over evil inspire positivity and prosperity in your life 🙏🏼🎉

Dt-26.01.2025ଆସ୍ଥା ଫାଉଣ୍ଡେସନ ର ଷଷ୍ଠ ବାର୍ଷିକ ଉପଲକ୍ଷେ ଆଜି  ଭୁବନେଶ୍ଵର ଉପକଣ୍ଠ ରସୁଲଗଡ୍  ସ୍ଥିତ  ସ୍ବପ୍ନ ମନ୍ଦିର(ଜରାଶ୍ରମ)ର ଅନ୍ତେବ...
02/02/2025

Dt-26.01.2025

ଆସ୍ଥା ଫାଉଣ୍ଡେସନ ର ଷଷ୍ଠ ବାର୍ଷିକ ଉପଲକ୍ଷେ ଆଜି ଭୁବନେଶ୍ଵର ଉପକଣ୍ଠ ରସୁଲଗଡ୍ ସ୍ଥିତ ସ୍ବପ୍ନ ମନ୍ଦିର(ଜରାଶ୍ରମ)ର ଅନ୍ତେବାସୀ ତଥା ବାବା-ମାଆଙ୍କ ପାଇଁ ମଧ୍ୟାନ୍ନ ଭୋଜନ ବ୍ୟବସ୍ଥା ଆୟୋଜନ କରିଥିଲୁ l

ଧନ୍ୟବାଦ ବବିତା ମାଡାମ ଙ୍କୁ 🙏ଅଶେଷ ଅଶେଷ ଧନ୍ୟବାଦ
ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ ସହଯୋଗ କରିଥିଲେ ଆଜିର "ଆସ୍ଥା ଫାଉଣ୍ଡେସନ"ର ସୁଶାନ୍ତ ଭାଇ, ମାନସ ଭାଇ ଏଵଂ ସେବା ହି ସେବା ଅନୁଷ୍ଠାନର "ସ୍ବପ୍ନ ମନ୍ଦିର(ଜରାଶ୍ରମ)"ର ମିରାଜ ଭାଇ 💕🙏💕

💐2025💐
🔴♥♥

Dt: 14.01.2025 #ସବୁଜ ସୁନ୍ଦର ପୃଥିବୀ ପାଇଁ ପ୍ରୟାସ.. #ସ୍ୱଚ୍ଛ ସୁନ୍ଦର ପୃଥିବୀ ପାଇଁ ଅଭିଯାନ..ସ୍ୱଚ୍ଛ ନିର୍ମଳ ଏବଂ ସବୁଜ ସୁନ୍ଦର ପରିବେଶ...
02/02/2025

Dt: 14.01.2025

#ସବୁଜ ସୁନ୍ଦର ପୃଥିବୀ ପାଇଁ ପ୍ରୟାସ..
#ସ୍ୱଚ୍ଛ ସୁନ୍ଦର ପୃଥିବୀ ପାଇଁ ଅଭିଯାନ..

ସ୍ୱଚ୍ଛ ନିର୍ମଳ ଏବଂ ସବୁଜ ସୁନ୍ଦର ପରିବେଶ ପ୍ରତେକ ନାଗରିକ ର କର୍ତବ୍ୟ l
ଭୁବନେଶ୍ୱର ଉପକଣ୍ଠ ହଂଶପାଳ ଅଞ୍ଚଳରେ ରାସ୍ତା ଉପରେ ବାଲି ଜମି ବହୁତ ଦୁର୍ଘଟଣା ହେଉଥିଲା, ସେଥିପାଇଁ ସେଠାରେ ବାଲି ସଫେଇ କରାଯାଇଛି ଯାହାଦ୍ୱାରା ଦୁର୍ଘଟଣା କିଛି ମାତ୍ରାରେ ରୋକଯାଇ ହେବ |

୍ନାଥ 🙏🏻

Address

Bhubaneswar
751006

Alerts

Be the first to know and let us send you an email when Astha Foundation Trust posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Astha Foundation Trust:

Share