Odisha Media Welfare Association -OMA

Odisha Media Welfare Association -OMA Contact information, map and directions, contact form, opening hours, services, ratings, photos, videos and announcements from Odisha Media Welfare Association -OMA, Community Organization, Bhubaneswar.

ସାମ୍ଵାଦିକା ଶୀଲା ପଟ୍ଟନାୟକଙ୍କ ଓ ତାଙ୍କ ବନ୍ଧୁ ଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି ଓଡ଼ିଶା ସାମ୍ୱାଦିକ କଲ୍ୟାଣ ସଂଗଠନ ଭୁବନେଶ...
06/01/2026

ସାମ୍ଵାଦିକା ଶୀଲା ପଟ୍ଟନାୟକଙ୍କ ଓ ତାଙ୍କ ବନ୍ଧୁ ଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି ଓଡ଼ିଶା ସାମ୍ୱାଦିକ କଲ୍ୟାଣ ସଂଗଠନ

ଭୁବନେଶ୍ୱର - ପୁରୀ ରାଜପଥରେ ପଡ଼ିଥିବା ଅବୈଧ ବାଲି ଯୋଗୁଁ ଦୁର୍ଘଟଣାଜନିତ ମୃତ୍ୟୁ।

ଅବୈଧ ବାଲି ଚୋରି ଯୋଗୁଁ ଚାଲିଗଲା ଦୁଇ ମୂଲ୍ୟବାନ ଜୀବନ।

ଚୋରା ବାଲି ସହିତ ଦ୍ରୁତ ଗତିରେ ବସ୍ ଚାଳନା ଯୋଗୁଁ ଦୁର୍ଘଟଣା
#ମିଛପ୍ରତିଶ୍ରୁତି

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଭବାନୀପାଟଣା ର ଯୁବ ସାମ୍ବାଦିକ ସତ୍ୟନାରାୟଣ ଦାସଙ୍କ ଦୁର୍ଘଟଣା ରେ ଅକାଳ ବିୟୋଗ ।  ତାଙ୍କର ଅମର ଆତ୍ମାର ସଦଗତି ପାଇଁ ...
06/11/2025

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଭବାନୀପାଟଣା ର ଯୁବ ସାମ୍ବାଦିକ ସତ୍ୟନାରାୟଣ ଦାସଙ୍କ ଦୁର୍ଘଟଣା ରେ ଅକାଳ ବିୟୋଗ । ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରାଥନା l
ଓଁ ଶାନ୍ତି

ଲିଭର୍ ଜନିତ ରୋଗ ରେ ପୀଡ଼ିତ ସାମ୍ବାଦିକ ତାପସ ଭାଇ ଙ୍କୁ ଓଡିଶା ସାମ୍ବାଦିକ କଲ୍ୟାଣ ସଂଗଠନ ତରଫରୁ ଆର୍ଥିକ ସହାୟତା ପ୍ରଦାନ
25/09/2025

ଲିଭର୍ ଜନିତ ରୋଗ ରେ ପୀଡ଼ିତ ସାମ୍ବାଦିକ ତାପସ ଭାଇ ଙ୍କୁ ଓଡିଶା ସାମ୍ବାଦିକ କଲ୍ୟାଣ ସଂଗଠନ ତରଫରୁ ଆର୍ଥିକ ସହାୟତା ପ୍ରଦାନ

19/09/2025
ଓଡ଼ିଆ ସାମ୍ବାଦିକତା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା। ଆଜିର ଦିନରେ ଓଡ଼ିଶାର ପ୍ରଥମ ଖବରକାଗଜ 'ଉତ୍କଳ ଦୀପିକା' ପ୍ରକାଶ ପାଇଥିଲା। ସତ୍ୟ ଓ ନିରପ...
04/08/2025

ଓଡ଼ିଆ ସାମ୍ବାଦିକତା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା। ଆଜିର ଦିନରେ ଓଡ଼ିଶାର ପ୍ରଥମ ଖବରକାଗଜ 'ଉତ୍କଳ ଦୀପିକା' ପ୍ରକାଶ ପାଇଥିଲା। ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ସହ ଓଡ଼ିଆ ସାମ୍ବାଦିକତାକୁ ସମୃଦ୍ଧ କରିଥିବା ସମସ୍ତ ବ୍ୟକ୍ତିଙ୍କ ଅବଦାନ ସର୍ବଦା ସ୍ମରଣୀୟ।

କେନ୍ଦୁଝର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଭୁତି ପଟ୍ଟନାୟକଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ। ଅମର ଆତ୍ମାର ସଦଗତି ହେଉ, ଏତିକି ପ୍ରାର୍ଥନା।
05/06/2025

କେନ୍ଦୁଝର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଭୁତି ପଟ୍ଟନାୟକଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ।
ଅମର ଆତ୍ମାର ସଦଗତି ହେଉ, ଏତିକି ପ୍ରାର୍ଥନା।

24/10/2024

ବାତ୍ୟା ଦାନା ଆସୁଛି । ତଳିଆ ଅଞ୍ଚଳକୁ ଖବର ସଂଗ୍ରହ କରିବାକୁ ଯାଉଥିବା ଆମର ସାମ୍ବାଦିକ ଙ୍କୁ ଅନୁରୋଧ ଯେ, ବାତ୍ୟା ପ୍ରତି ଆତଙ୍କିତ ନ ହୋଇ ନିରାପଦ ଆଶ୍ରୟସ୍ଥଳୀକୁ ଚାଲିଯାଆନ୍ତୁ । ଖବର ସଂଗ୍ରହ କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ। ଆପଣଙ୍କ ସ୍ଥିତି ପ୍ରଶାସନ କୁ ଜଣାଇ ଗ୍ରାଉଣ୍ଡ ଜିରୋ ରିପୋର୍ଟ୍ କରନ୍ତୁ

OMA

Address

Bhubaneswar
751024

Website

Alerts

Be the first to know and let us send you an email when Odisha Media Welfare Association -OMA posts news and promotions. Your email address will not be used for any other purpose, and you can unsubscribe at any time.

Share