ସାହିତ୍ୟ ପରିଷଦ ଓଡ଼ିଶା

ସାହିତ୍ୟ ପରିଷଦ ଓଡ଼ିଶା Akhil Bharatiya Sahitya Parishad, Odisha sarba bharatiya stharare odia sahityar prachar o pratistha paain samarpita ek sangathan.

01/08/2026
29/01/2026
*ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା*_*ମା ସିଦ୍ଧ ଭୈରବୀ ଶାଖା, ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁର*_ସାପ୍ତାହିକ ଆଭାସୀ ବୈଠକ ନିମନ୍ତେ ଗୁଗୁଲ ମ...
14/01/2026

*ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା*
_*ମା ସିଦ୍ଧ ଭୈରବୀ ଶାଖା, ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁର*_

ସାପ୍ତାହିକ ଆଭାସୀ ବୈଠକ ନିମନ୍ତେ ଗୁଗୁଲ ମିଟ ଲିଙ୍କ:

https://meet.google.com/awr-cwri-pcg

*ମିଟ କୋଡ଼* awr-cwir-pcg

ଏହି ଶାଖା ଦ୍ୱାରା ଆୟୋଜିତ ହୋଇଆସୁଥିବା ଧାରାବାହିକ *ସାପ୍ତାହିକ ଆଭାସୀ ଆଲୋଚନା ଚକ୍ରର ୩୫୭ତମ ଅଧିବେଶନକୁ* ସ୍ୱାଗତ କରୁଛୁ। *ପବିତ୍ର ମକର ସଂକ୍ରାନ୍ତିର ଅଭିନନ୍ଦନ* ଜଣାଉଛୁ।
*ଆଜି ତା ୧୪-୧-୨୦୨୬ ବୁଧବାର ସନ୍ଧ୍ୟା ଘ ୭-୩୦* ରେ ଆଲୋଚ୍ୟ ପ୍ରସଙ୍ଗ ରହିଛି *"ସନ୍ଥ ଅରକ୍ଷିତ ଓ ସଂକ୍ରାନ୍ତି ପୁରୁଷ ଫକୀର ମୋହନ"*_।
ପ୍ରମୁଖ ଆଲୋଚକ:
*ପଣ୍ଡିତ ଅନନ୍ତ ଗୋପାଳ ପଣ୍ଡା, ବରିଷ୍ଠ ସାହିତ୍ୟିକ ତଥା ସମ୍ପାଦକ, ବୈକୁଣ୍ଠ ନାଥ ସ୍ମୃତି ସଂସଦ, ସାଲେପୁର*
ଓ
*ଶ୍ରୀମତୀ ମିନତୀ କର, ବରିଷ୍ଠ ସାହିତ୍ୟିକ, ବାଲେଶ୍ୱର*
ଏହି କାର୍ଯ୍ୟକ୍ରମରେ ଉପରଲିଖିତ ଲିଙ୍କ ମାଧ୍ୟମରେ ଆପଣ ଯୋଗଦେଇ ସକ୍ରିୟ ଅଂଶ ଗ୍ରହଣ କରିବାକୁ ସବିଶେଷ ଅନୁରୋଧ।
ନିବେଦକ:
*ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ,* _ସଂଯୋଜକ, ଗଞ୍ଜାମ ଶାଖା ତଥା ଉପାଧ୍ୟକ୍ଷ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା_

*To join the meeting on Google Meet, click this**link:-https://meet.google.com/gjz-vsxp-sgx**॥ ॐ ଶ୍ରୀ ହରି ॥**ଅଖିଳ ଭାରତୀୟ...
12/01/2026

*To join the meeting on Google Meet, click this*
*link:-https://meet.google.com/gjz-vsxp-sgx*

*॥ ॐ ଶ୍ରୀ ହରି ॥*

*ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା,
ଶାବର ଶ୍ରୀକ୍ଷେତ୍ର, କୋରାପୁଟ ଶାଖା ଆନୁକୂଲ୍ୟରେ ଆୟୋଜିତ ଆଭାସୀ ଆଲୋଚନା :
ତା ୧୨.୦୧.୨୦୨୬ ରିଖ, ସୋମବାର
ସମୟ - ଘ. ୭.୩୦ ମି ରୁ ॥-*

*"ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ।*

*ବିଷୟ :- "ଆମ ସଂସ୍କୃତି"*

*ଆଲୋଚକ :- ଅବସରପ୍ରାପ୍ତ ପ୍ରଫେସର ଡ. ରଘୁନାଥ ପଣ୍ଡା, ପ୍ରାକ୍ତନ ଅଧ୍ୟକ୍ଷ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା।*

*ସଂଯୋଜନା - ଦେବୀପ୍ରସାଦ କର, କୋରାପୁଟ ।*
*ସମ୍ପାଦନା :- ରମେଶଚନ୍ଦ୍ର ସାହୁ, କୋରାପୁଟ ।*
*ସମ୍ପର୍କ - ୭୭୮୯୯୫୦୨୭୧/ ୯୪୩୭୯୦୯୦୪୦*

*🌹🙏🌹 ॐ ଜୟ ଜଗନ୍ନାଥ 🌹*
*🌹 ॐ ନମୋ ଭଗବତେ ବାସୁଦେବାୟ 🌹🙏🌹*

Or open Meet and enter this code: gjz-vsxp-sgx

*🌹🙏🌹 ॐ ନମଃ ଶିବାୟ 🌹*

*ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା*_*ମା ସିଦ୍ଧ ଭୈରବୀ ଶାଖା, ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁର*_ସାପ୍ତାହିକ ଆଭାସୀ ବୈଠକ ନିମନ୍ତେ ଗୁଗୁଲ ମ...
07/01/2026

*ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା*

_*ମା ସିଦ୍ଧ ଭୈରବୀ ଶାଖା, ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁର*_

ସାପ୍ତାହିକ ଆଭାସୀ ବୈଠକ ନିମନ୍ତେ ଗୁଗୁଲ ମିଟ ଲିଙ୍କ:

https://meet.google.com/awr-cwri-pcg

*ମିଟ କୋଡ଼* awr-cwir-pcg

ଏହି ଶାଖା ଦ୍ୱାରା ଆୟୋଜିତ ହୋଇଆସୁଥିବା ଧାରାବାହିକ *ସାପ୍ତାହିକ ଆଭାସୀ ଆଲୋଚନା ଚକ୍ରର ୩୫୬ତମ ଅଧିବେଶନକୁ* ସ୍ୱାଗତ କରୁଛୁ। *କବି ଗୋପାଳକୃଷ୍ଣ ଜୟନ୍ତୀର* ଅଵ୍ୟବହିତ ପୂର୍ବରୁ (ମାଘ କୃଷ୍ଣ ସପ୍ତମୀ) ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ସମ୍ମାନ ଜଣାଉଛୁ। *ଆଜି ତା. ୭-୧-୨୦୨୬ ବୁଧବାର ସନ୍ଧ୍ୟା ଘ. ୭-୩୦* ରେ ଆଲୋଚ୍ୟ ପ୍ରସଙ୍ଗ ରହିଛି:
*"ସଂଗୀତ ଯୁଗ ଓ କବି ଗୋପାଳକୃଷ୍ଣ"*
ପ୍ରମୁଖ ଆଲୋଚକ:
*ଡ. ଶରତ କୁମାର ମହାରଣା, ବରିଷ୍ଠ ଅଧ୍ୟାପକ, ଜଗତସିଂହପୁର ମହାବିଦ୍ୟାଳୟ*
ଏହି କାର୍ଯ୍ୟକ୍ରମରେ ଉପରଲିଖିତ ଲିଙ୍କ ମାଧ୍ୟମରେ ଆପଣ ଯୋଗଦେଇ ସକ୍ରିୟ ଅଂଶ ଗ୍ରହଣ କରିବାକୁ ସବିଶେଷ ଅନୁରୋଧ।
ନିବେଦକ:
*ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ,* _ସଂଯୋଜକ, ଗଞ୍ଜାମ ଶାଖା ତଥା ଉପାଧ୍ୟକ୍ଷ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା_

ଯୋଡ଼ି ହେବା ପାଇଁ ଲିଙ୍କTo join the meeting on Google Meet, click this link: https://meet.google.com/fpp-hwrq-jmz Or open M...
06/01/2026

ଯୋଡ଼ି ହେବା ପାଇଁ ଲିଙ୍କ
To join the meeting on Google Meet, click this link:
https://meet.google.com/fpp-hwrq-jmz
Or open Meet and enter this code: fpp-hwrq-jmz
ଓଁ
ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା, ମା ମାଣିକେଶ୍ଵରୀ ଶାଖା,
ଜିଲ୍ଲା - କଳାହାଣ୍ଡି ନିବେଦିତ
ସାପ୍ତାହିକ ତରଙ୍ଗ ସାହିତ୍ୟ ଆସର

ପ୍ରସଙ୍ଗ - ଶ୍ରୀଧର ପରାଡ଼କର ଲିଖିତ ସାହିତ୍ୟ କା ଧର୍ମ ପୁସ୍ତକ ଆଲୋଚନା

ଅନୁକ୍ରମଣିକା - ୧୬. ଭାଷା ବୋଲି ଔର ଲିପି - ପୃଷ୍ଠା - ୧୦୧ -୧୦୫
*ପୌରୋହିତ୍ୟ ଓ ଆଲୋଚକ - ଜଗଦୀଶ୍ୱର ମୁଣ୍ଡ, ଅଧ୍ୟକ୍ଷ, ଅଭାସାପ, ଓଡ଼ିଶା, ମା ମାଣିକେଶ୍ଵରୀ ଶାଖା, ଜିଲ୍ଲା- କଳାହାଣ୍ଡି - ଆଲୋଚନାର ସମୟ ଅବଧି -୩୦ - ୩୫ ମିନିଟ

ଅନୁକ୍ରମଣିକା - ୩. ରାଷ୍ଟ୍ରୀୟତା ଔର ସାହିତ୍ୟ, ପୃଷ୍ଠା - ୧୯ - ୨୭
*ଆଲୋଚିକା - ମୀନାକୁମାରୀ ମୁଣ୍ଡ୍, ଉପାଧ୍ୟକ୍ଷା, ଅଭାସାପ, ଓଡ଼ିଶା
ମା ମାଣିକେଶ୍ଵରୀ ଶାଖା, ଜିଲ୍ଲା - କଳାହାଣ୍ଡି - ଆଲୋଚନାର ସମୟ ଅବଧି -
୪୦ - ୪୫ ମିନିଟ

ଇଂ. ଦିନାଙ୍କ - ୦୬. ୦୧. ୨୦୨୬, ମଙ୍ଗଳବାର, ସନ୍ଧ୍ୟା ୭ - ୯ ଘଟିକା

*ସଂଯୋଜନା - ମନୋଜ କୁମାର ନାୟକ, ସଂଯୋଜକ - ସମ୍ପର୍କ - ୬୩୭୦୧୮୬୯୯୫

ଯୋଡ଼ି ହେବା ପାଇଁ ଲିଙ୍କTo join the meeting on Google Meet, click this link: https://meet.google.com/fpp-hwrq-jmz  Or open ...
04/01/2026

ଯୋଡ଼ି ହେବା ପାଇଁ ଲିଙ୍କ
To join the meeting on Google Meet, click this link:
https://meet.google.com/fpp-hwrq-jmz

Or open Meet and enter this code: fpp-hwrq-jmz
ଓଁ
ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା
ମା ମାଣିକେଶ୍ଵରୀ ଶାଖା, ଜିଲ୍ଲା - କଳାହାଣ୍ଡି ନିବେଦିତ
ସାପ୍ତାହିକ ତରଙ୍ଗ ସାହିତ୍ୟ ଆସର

ପ୍ରସଙ୍ଗ - ଶ୍ରୀଧର ପରାଡ଼କର ଲିଖିତ ସାହିତ୍ୟ କା ଧର୍ମ ପୁସ୍ତକ ଆଲୋଚନା

*ପୌରୋହିତ୍ୟ - ଜଗଦୀଶ୍ୱର ମୁଣ୍ଡ, ଅଧ୍ୟକ୍ଷ, ଅଭାସାପ, ଓଡ଼ିଶା, ମା ମାଣିକେଶ୍ଵରୀ ଶାଖା, ଜିଲ୍ଲା - କଳାହାଣ୍ଡି

ଅନୁକ୍ରମଣିକା - ୧୩. ପୃଷ୍ଠା. ୮୫- ୯୦
*ଆଲୋଚକ - ଧବଳେଶ୍ୱର ପାତ୍ର - ଉପାଧ୍ୟକ୍ଷ, ଅଭାସାପ, ଓଡ଼ିଶା
ମା ମାଣିକେଶ୍ଵରୀ ଶାଖା,
ଜିଲ୍ଲା - କଳାହାଣ୍ଡି
ଆଲୋଚନାର ସମୟ ଅବଧି - ୨୫ - ୩୫ ମିନିଟ

ଅନୁକ୍ରମଣିକା - ୮. ସ୍ୱତନ୍ତ୍ରୋତ୍ତର ସାହିତ୍ୟକାରୋଁ କା ରଚନା ସଂସାର ପୃଷ୍ଠା - ୫୬ - ୬୦
*ଆଲୋଚକ - ଭୁବନେଶ୍ୱର ପୁରୋହିତ, ସଦସ୍ୟ, ଅଭାସାପ, ଓଡ଼ିଶା, ମା ମାଣିକେଶ୍ଵରୀ ଶାଖା, ଜିଲ୍ଲା - କଳାହାଣ୍ଡି
ଆଲୋଚନାର ସମୟ ଅବଧି - ୨୫ - ୩୫ ମିନିଟ

ଇଂ. ଦିନାଙ୍କ - ୦୪. ୦୧. ୨୦୨୬, ରବିବାର
ସମୟ - ସନ୍ଧ୍ୟା ଘ. ୭ - ୮. ୩୦ ମି.

*ସଂଯୋଜନା - ମନୋଜ କୁମାର ନାୟକ, ସଂଯୋଜକ - ସମ୍ପର୍କ - ୬୩୭୦୧୮୬୯୯୫

ଯୋଡ଼ି ହେବା ପାଇଁ ଲିଙ୍କTo join the meeting on Google Meet, click this link: https://meet.google.com/fpp-hwrq-jmz  Or open ...
03/01/2026

ଯୋଡ଼ି ହେବା ପାଇଁ ଲିଙ୍କ
To join the meeting on Google Meet, click this link:
https://meet.google.com/fpp-hwrq-jmz

Or open Meet and enter this code: fpp-hwrq-jmz
ଓଁ
ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା
ମା ମାଣିକେଶ୍ଵରୀ ଶାଖା, ଜିଲ୍ଲା - କଳାହାଣ୍ଡି ନିବେଦିତ
ସାପ୍ତାହିକ ତରଙ୍ଗ ସାହିତ୍ୟ ଆସର

ପ୍ରସଙ୍ଗ - ଶ୍ରୀଧର ପରାଡ଼କର ଲିଖିତ ସାହିତ୍ୟ କା ଧର୍ମ ପୁସ୍ତକ ଆଲୋଚନା

*ପୌରୋହିତ୍ୟ - ଜଗଦୀଶ୍ୱର ମୁଣ୍ଡ, ଅଧ୍ୟକ୍ଷ, ଅଭାସାପ, ଓଡ଼ିଶା, ମା ମାଣିକେଶ୍ଵରୀ ଶାଖା, ଜିଲ୍ଲା - କଳାହାଣ୍ଡି

ଅନୁକ୍ରମଣିକା - ୧୦. ପୃଷ୍ଠା. ୬୫- ୭୧ -
*ଆଲୋଚକ - ରାମଚନ୍ଦ୍ର ପଟେଲ - ସମ୍ପାଦକ, ଅଭାସାପ, ଓଡ଼ିଶା
ଜିଲ୍ଲା - ବଲାଙ୍ଗୀର
ଆଲୋଚନାର ସମୟ ଅବଧି - ୨୫ - ୩୦ ମିନିଟ

ଅନୁକ୍ରମଣିକା - ୧୨. ସାହିତ୍ୟିକ ପରିଦୃଶ୍ୟ - ପୃଷ୍ଠା - ୭୮ - ୮୪
*ଆଲୋଚକ - ଡ. ଭବାନୀ ଶଙ୍କର ପଟେଲ, ଅଧ୍ୟକ୍ଷ, ଅଭାସାପ, ଓଡ଼ିଶା, ଜିଲ୍ଲା - ବଲାଙ୍ଗୀର
ଆଲୋଚନାର ସମୟ ଅବଧି - ୨୦ - ୨୫ ମିନିଟ

ଇଂ. ଦିନାଙ୍କ - ୦୩. ୦୧. ୨୦୨୬, ଶନିବାର
ସମୟ - ସନ୍ଧ୍ୟା ଘ. ୭ - ୮. ୧୫ ମି.

*ସଂଯୋଜନା - ମନୋଜ କୁମାର ନାୟକ, ସଂଯୋଜକ - ସମ୍ପର୍କ - ୬୩୭୦୧୮୬୯୯୫

ଯୋଡ଼ି ହେବା ପାଇଁ ଲିଙ୍କTo join the meeting on Google Meet, click this link: https://meet.google.com/fpp-hwrq-jmz  Or open ...
02/01/2026

ଯୋଡ଼ି ହେବା ପାଇଁ ଲିଙ୍କ
To join the meeting on Google Meet, click this link:
https://meet.google.com/fpp-hwrq-jmz

Or open Meet and enter this code: fpp-hwrq-jmz
ଓଁ
ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା
ମା ମାଣିକେଶ୍ଵରୀ ଶାଖା, ଜିଲ୍ଲା - କଳାହାଣ୍ଡି ନିବେଦିତ
ସାପ୍ତାହିକ ତରଙ୍ଗ ସାହିତ୍ୟ ଆସର
ପ୍ରସଙ୍ଗ - ଶ୍ରୀଧର ପରାଡ଼କର ଲିଖିତ ସାହିତ୍ୟ କା ଧର୍ମ ପୁସ୍ତକ ଆଲୋଚନା

*ପୌରୋହିତ୍ୟ ଓ ଆଲୋଚକ - ଜଗଦୀଶ୍ୱର ମୁଣ୍ଡ, ଅଧ୍ୟକ୍ଷ, ଅଭାସାପ, ଓଡ଼ିଶା, ମା ମାଣିକେଶ୍ଵରୀ ଶାଖା, ଜିଲ୍ଲା - କଳାହାଣ୍ଡି
ଅନୁକ୍ରମଣିକା - ୧୭. ଅର୍ଥ ଖୋତେ ଶବ୍ଦ - ପୃଷ୍ଠା - ୧୦୬ - ୧୧୩ - ଆଲୋଚନାର ସମୟ ଅବଧି - ୨୦ - ୨୫ ମିନିଟ

*ଆଲୋଚକ - ଧବଳେଶ୍ୱର ପାତ୍ର - ଉପାଧ୍ୟକ୍ଷ, ଅଭାସାପ, ଓଡ଼ିଶା
ମା ମାଣିକେଶ୍ଵରୀ ଶାଖା, ଜିଲ୍ଲା - କଳାହାଣ୍ଡି, ଆଲୋଚନାର ସମୟ ଅବଧି - ୧୫ - ୨୦ ମିନିଟ
ଅନୁକ୍ରମଣିକା - ୧୧. ସାହିତ୍ୟ କା ପାଠକ - ପୃଷ୍ଠା - ୭୨ -୭୭

ଇଂ. ଦିନାଙ୍କ - ୦୨. ୦୧. ୨୦୨୬, ଶୁକ୍ରବାର
ସମୟ - ସନ୍ଧ୍ୟା ଘ. ୭. ୩୦ - ୮. ୧୫ ମି.

*ସଂଯୋଜନା - ମନୋଜ କୁମାର ନାୟକ, ସଂଯୋଜକ - ସମ୍ପର୍କ - ୬୩୭୦୧୮୬୯୯୫

Address

Bhubaneswar
BHUBANESWAR

Alerts

Be the first to know and let us send you an email when ସାହିତ୍ୟ ପରିଷଦ ଓଡ଼ିଶା posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ସାହିତ୍ୟ ପରିଷଦ ଓଡ଼ିଶା:

Shortcuts

Share