Kalinga Nirvika Seva Sangathan

Kalinga Nirvika Seva Sangathan ଆହ୍ୱାନକୁ ସମ୍ଭାବନାରେ ପରିଣତ କରିବା ଦିଗରେ
କଳିଙ୍ଗ ନିର୍ଭୀକ ସେବା ସଙ୍ଗଠନ ର ଏକ ଛୋଟିଆ ପ୍ରୟାସ ।

Today news paper
15/01/2020

Today news paper

ଅସହାୟ ଅବସ୍ଥାରେ ରାଜଧାନୀର ରାଜରାସ୍ତାରେ ପଡିରହିଥିବା କିଛି କଅଁଳ ଶିଶୁ ଆଉ କିଛି ଗରିବ ଭୋକିଲା ଲୋକଙ୍କ ସହାୟତା ନିମନ୍ତେ ଆଜି ସଂଗଠନ ତରଫରୁ ...
13/01/2020

ଅସହାୟ ଅବସ୍ଥାରେ ରାଜଧାନୀର ରାଜରାସ୍ତାରେ ପଡିରହିଥିବା କିଛି କଅଁଳ ଶିଶୁ ଆଉ କିଛି ଗରିବ ଭୋକିଲା ଲୋକଙ୍କ ସହାୟତା ନିମନ୍ତେ ଆଜି ସଂଗଠନ ତରଫରୁ ଶିତରୁ ରକ୍ଷା ପାଇବା ପାଇଁ କମ୍ବଳ ଆଉ କିଛି ଶୁଖିଲା ଖାଦ୍ୟ ର ବନ୍ଦବସ୍ତ କରାଗଲା ।

Odisha Express news paper 12/01/2020
13/01/2020

Odisha Express news paper 12/01/2020

ଆଜି  #କଳିଙ୍ଗ_ନିର୍ଭୀକ_ସେବା_ସଂଗଠନ ତରଫରୁ ପୁରୀ ଜିଲ୍ଲା ଗୋପ ବ୍ଲକ ସ୍ଥିତ ବସ୍ତି ରେ ଥିବା କିଛି ଅସହାୟ ମଉସା ମାଉସୀ ଙ୍କୁ ଜରୁରୀ କାଳୀନ ଖା...
13/01/2020

ଆଜି #କଳିଙ୍ଗ_ନିର୍ଭୀକ_ସେବା_ସଂଗଠନ ତରଫରୁ ପୁରୀ ଜିଲ୍ଲା ଗୋପ ବ୍ଲକ ସ୍ଥିତ ବସ୍ତି ରେ ଥିବା କିଛି ଅସହାୟ ମଉସା ମାଉସୀ ଙ୍କୁ ଜରୁରୀ କାଳୀନ ଖାଦ୍ୟ ସାମଗ୍ରୀ ସାଙ୍ଗକୁ କିଛି ରାସନ ଏବଂ ଶିତରୁ ରକ୍ଷା ନିମନ୍ତେ କମ୍ବଳ ପ୍ରଦାନ କରାଗଲା ।।।

13/01/2020 pragati badi news paper
13/01/2020

13/01/2020 pragati badi news paper

ବିଗତ ଦିନରେ ନିମାପଡା ମହାବିଦ୍ୟାଳୟ ର କିଛି ସମାଜିକ କାର୍ଯ୍ୟକ୍ରମ କଳିଙ୍ଗ ନିର୍ଭୀକ ସେବା ସଂଗଠନ ଦ୍ଵାରା କରାଯାଇଥିଲା👏👏👏
12/01/2020

ବିଗତ ଦିନରେ ନିମାପଡା ମହାବିଦ୍ୟାଳୟ ର କିଛି ସମାଜିକ କାର୍ଯ୍ୟକ୍ରମ କଳିଙ୍ଗ ନିର୍ଭୀକ ସେବା ସଂଗଠନ ଦ୍ଵାରା କରାଯାଇଥିଲା👏👏👏

ପୁରି ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ରେ ଏକ ଗରିବ ବସ୍ତି ରେ କଳିଙ୍ଗ ନିର୍ଭୀକ ସେବା ସଙ୍ଗଠନ ପକ୍ଷରୁ ଅସହାୟ ଏବଂ ଗରିବ ଲୋକମାନଙ୍କୁ...
12/01/2020

ପୁରି ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ରେ ଏକ ଗରିବ ବସ୍ତି ରେ କଳିଙ୍ଗ ନିର୍ଭୀକ ସେବା ସଙ୍ଗଠନ ପକ୍ଷରୁ ଅସହାୟ ଏବଂ ଗରିବ ଲୋକମାନଙ୍କୁ କିଛି ଶୁଖିଲା ଖାଦ୍ୟ ଏବଂ କମ୍ବଳ ବଣ୍ଟା ଯାଇଛି ।

12/01/2020

ସହଯୋଗିତା ଓ ସମର୍ପଣ ର ଶକ୍ତିରେ ବଳିୟାନ ହେଉ ଯୁବଶକ୍ତି ର ସୁଦୃଢ଼ ସଂଗଠନ #କଳିଙ୍ଗ_ନିର୍ଭୀକ_ସେବା_ସଂଗଠନ

Address

Bhubaneswar

Telephone

+919178194865

Website

Alerts

Be the first to know and let us send you an email when Kalinga Nirvika Seva Sangathan posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Kalinga Nirvika Seva Sangathan:

Share