20/10/2025
ଜୟ ଜଗନ୍ନାଥ 🙏🙏
19-10-2025 ରବିବାର 🙏ଭୋକିଲା ପେଟକୁ ମୁଠେ ଅନ୍ନ 🙏
Utkal helping hands foundation ପରିବାର ତରଫରୁ କଟକ SCB ମେଡିକାଲ ପରିସରରେ 600ରୁ 700 ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା | ବହୁତ ବହୁତ ଧନ୍ୟବାଦ ଆମ UTKAL HELPING HANDS FOUNDATION ପରିବାରର ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କୁ |
ମାଧବ ସେବା ହିଁ ମାଧବ ସେବା 🙏🙏🙏ଉତ୍କଳ ହେଲପିଙ୍ଗ୍ ହ୍ୟାଣ୍ଡ୍ସ ଫାଉଣ୍ଡେସନ୍ ପରିବାର ସବୁବେଳେ ଲୋକଙ୍କ ସେବା କରି ଚାଲିଥିବ 🙏
କଥାରେ ଅଛି ଅନ୍ନଦାନ ମହା ପୁର୍ଣ୍ୟ 🙏
ଆମର ଛୋଟ ଏକ ପ୍ରୟାସ ଆଗକୁ ପ୍ରତି ରବିବାର, SCB ମେଡିକାଲ ପରିସରରେ ଖାଦ୍ୟ ବଣ୍ଟନ କରିବାକୁ ଚେଷ୍ଟା ଚାଲିଛି 🙏 🙏🙏🙏(ଯୋଉ ଭାଇ ଓ ଭଉଣୀ ମାନେ ଏମିତି ମହାନ କାମ କରିବା ପାଇଁ ଇଛୁକ ଅଛନ୍ତି ଆମ ସହ ଯୋଗା ଯୋଗ କରନ୍ତୁ )