10/04/2026
ଗତକାଲି ଆମ #ନୀଳ_ସରସ୍ବତୀ_ହେଲ୍ପ_ଲାଇନ୍ ପରିବାରର ସଦସ୍ୟ ବା ଭାବେ ଚାକିରି କରୁଥିବା ମଧୁ ଅପାଙ୍କ ପୁଅ #ଅଂଶୁମାନ ର ଜନ୍ମ ଦିନ ଉପଲକ୍ଷେ ରାଣୀତାଲ ସ୍ଥିତ ବୃଦ୍ଧା ଆଶ୍ରମରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଥିଲେ ତଥା ; ଭାତ, ଡାଲି, mixture, ପାଏସ ,ଖଟା, ଶାଗ, ପାମ୍ପଡ ,ଏବଂ ମିଠା l ଏବଂ
ସମସ୍ତ ବୃଦ୍ଧl ମା ଏବଂ ମଉସା ମାନଙ୍କ ଗହଣରେ ଅଂଶୁମାନ cake କାଟି ନିଜର ଜନ୍ମ ଦିନ ପାଳନ କରିଥିଲେ l
ଆମେ ଗର୍ବିତ ଆମ #ମଧୁ ଅପାଙ୍କ ପାଇଁ ଯେ କି, ସେ ଚାହିଁଥିଲେ ତାଙ୍କ ପୁଅର ଜନ୍ମ ଦିନ ନିଜ ଘରେ ବା କେଉଁ ହୋଟେଲ୍ ରେ ପାଳନ କରି ଥାନ୍ତେ କିନ୍ତୁ ସେୟା ନ କରି ବୃଦ୍ଧl ଆଶ୍ରମରେ ଟିକେ ଆଶୀର୍ବାଦ ପାଇବା ପାଇଁ ପ୍ରତେକ ବର୍ଷ ସେ ପାଳନ କରିଥାନ୍ତି l
Regd.No = 40232404445
ଯୋଗାଯୋଗ = 8249923103