31/12/2025
ମହାବୀର ସେବା ସଂଘଠନ ତରପରୁ ଏକ ବିଶାଳ ରକ୍ତଦାନ ଆୟୋଜନ ହେବାକୁ ଯାଉଛି ଆପଣ ମାନେ ବହୁ ମାତ୍ରାରେ ଯୋଗଦାନ ଦେବାକୁ ଅନୁରୋଧ, ରକ୍ତଦାନ ମହତ୍ ଦାନ ଆସନ୍ତୁ ମିଳିମିଶି ରକ୍ତଦାନ କରିବା, ଗୋଟେ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବା
ସ୍ୱାର୍ଥ ନୁହଁ ସେବା ��
Bhadrak
756100
Be the first to know and let us send you an email when Mahaveer Seva Sangathan, Bhadrak posts news and promotions. Your email address will not be used for any other purpose, and you can unsubscribe at any time.