Priya Education Development Council

Priya Education Development Council Today's Reader Can Be Tomorrow's Leader

Education is an instrument for social change

Happy New year 2026
01/01/2026

Happy New year 2026

The Annual Function, Prize Distribution Ceremony, and Great Grand-Together Party were held at Priya Education Developmen...
18/11/2025

The Annual Function, Prize Distribution Ceremony, and Great Grand-Together Party were held at Priya Education Development Council, Agarpada, Bhadrak, on 14-15/11/2025.

ପ୍ରିୟ ଶିକ୍ଷା ବିକାଶ ପରିଷଦ ପକ୍ଷରୁ ୨ ଦିନ ଧରି (୧୪/୧୧/୨୦୨୫ ଓ  ୧୫/୧୧/୨୦୨୫) ବାର୍ଷିକ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି।...
17/11/2025

ପ୍ରିୟ ଶିକ୍ଷା ବିକାଶ ପରିଷଦ ପକ୍ଷରୁ ୨ ଦିନ ଧରି (୧୪/୧୧/୨୦୨୫ ଓ ୧୫/୧୧/୨୦୨୫) ବାର୍ଷିକ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ବର୍ତ୍ତମାନର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଧାୟକ ମାନ୍ୟବର ସଂଜୀବ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଓ ପି ସି ସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ଶିକ୍ଷା ମନ୍ତ୍ରୀ ମାନ୍ୟବର ଜୟଦେବ ଜେନା, ଶ୍ରୀଯୁକ୍ତ ପ୍ରଫୁଲ୍ଲ ଜେନା (ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଭଦ୍ରକ), ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାଶ (ପୁରୁଷଣ୍ଢ ସେବା ସମବାୟ ସମିତି), ଶ୍ରୀଯୁକ୍ତ ରାଜ କିଶୋର ସାଇଁ (ବ୍ଲକ୍ ସଭାପତି), ଡା. ସୁଶ୍ରୀ ସଙ୍ଗୀତ ବିଶ୍ଵାଳ (ଆଗରପଡା ମେଡିକାଲର ଭାର ପ୍ରାପ୍ତ ଅଧିକାରୀ), ଡ. କାର୍ତ୍ତିକେଶ୍ୱର ରାଉଳ (ଅଧ୍ୟକ୍ଷ, ଆଗରପଡା ସି.ଟି. ସ୍କୁଲ୍), ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ପାତ୍ର (ଅଧ୍ୟକ୍ଷ, ଆଗରପଡା ମହାବିଦ୍ୟାଳୟ), ଶ୍ରୀଯୁକ୍ତ ଅମୂଲ୍ୟ ନନ୍ଦ (ମଣ୍ଡଳ ସଭାପତି), ଡ. ଏସ୍. କେ. ଅବଦୁଲ ଜଫର ଅଲି (ଶିକ୍ଷାବିତ), ଶ୍ରୀଯୁକ୍ତ ଡ. ହରିହର ଦାସ, ପୁରୁସଂଧ ଗ୍ରା: ପ ସରପଞ୍ଚ ଶ୍ରୀଯୁକ୍ତ ପ୍ରକାଶ ବିଶ୍ଵାଳ, ପୂର୍ବତନ ସରପଞ୍ଚ ସତ୍ୟ ସାଧନ ବେଜ, ସତ୍ୟବାନ୍ ଦାସ, ପୂର୍ବତନ ସରପଞ୍ଚ କାର୍ତ୍ତିକ ଯେନା, ଯୁବନେତା ଦୀପକ ମହାନ୍ତି ଆଦି ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର, ଟ୍ରଫି ପ୍ରଦାନ ସହ ଉଜ୍ଜଳ ଭବିଷ୍ୟତ କାମନା କରିଥଲେ।
Priya Sir Coaching Center

Annual Function 14/15-11-2025
16/11/2025

Annual Function
14/15-11-2025

Happy Raja
14/06/2025

Happy Raja

Happy Maha Vishuba Sankranti! Let this new year fill your day with Positivity, abundance, and protection.
14/04/2025

Happy Maha Vishuba Sankranti! Let this new year fill your day with Positivity, abundance, and protection.

HAPPY 76TH REPUBLIC DAY
26/01/2025

HAPPY 76TH REPUBLIC DAY

HAPPY 76th REPUBLIC DAY
26/01/2025

HAPPY 76th REPUBLIC DAY

ଓଡ଼ିଶାର_ନୂଆ_ରାଜ୍ୟପାଳଡକ୍ଟର ହରିବାବୁ କମ୍ଭମ୍‌ପତି ଓଡ଼ିଶାର ନୂଆ ରାଜ୍ୟପାଳଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତିମିଜୋର...
24/12/2024

ଓଡ଼ିଶାର_ନୂଆ_ରାଜ୍ୟପାଳ
ଡକ୍ଟର ହରିବାବୁ କମ୍ଭମ୍‌ପତି ଓଡ଼ିଶାର ନୂଆ ରାଜ୍ୟପାଳ
ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି
ମିଜୋରାମ୍‌ ରାଜ୍ୟପାଳ ଥିଲେ ଡକ୍ଟର ହରିବାବୁ କମ୍ଭମ୍‌ପତି
ରଘୁବର ଦାସଙ୍କ ସ୍ଥାନରେ ଦାୟିତ୍ଵ ନେବେ ଡକ୍ଟର ହରିବାବୁ କମ୍ଭମ୍‌ପତି
ମିଜୋରାମ୍ ରାଜ୍ୟପାଳ ହେଲେ ଜେନେରାଲ୍ ଡ. ବିଜୟ କୁମାର ସିଂ
କେରଳ ରାଜ୍ୟପାଳ ହେଲେ ରାଜେନ୍ଦ୍ର ବିଶ୍ଵନାଥ ଆର୍ଲେକର
ବିହାର ରାଜ୍ୟପାଳ ହେଲେ ଆରିଫ୍ ମହମ୍ମଦ ଖାନ୍
ମଣିପୁର ରାଜ୍ୟପାଳ ହେଲେ ଅଜୟ କୁମାର ଭାଲ୍ଲା

Address

Purusandha, Agarpada, Near Agarpada College, Near Priya Sir Coaching Center, Agarpada
Bhadrak
756115

Opening Hours

Monday 7:30am - 6pm
Tuesday 7:30am - 6pm
Wednesday 7:30am - 6pm
Thursday 7:30am - 6pm
Friday 7:30am - 6pm
Saturday 7:30am - 6pm
Sunday 7:30am - 6pm

Telephone

+917750035675

Alerts

Be the first to know and let us send you an email when Priya Education Development Council posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Priya Education Development Council:

Share