20/09/2026
#ବାଲି_ଉପରେ_ପଡି_ରହି_ଅସହାୟ_ରେ_ଯନ୍ତ୍ରଣା_ହେଉଛନ୍ତି_ଅଜଣାଲୋକ l
ସମସ୍ତେ share କରି ଘର ଲୋକ ପାଖରେ ପହଞ୍ଚେଇ ଦିଅନ୍ତୁ l ଦୀର୍ଘ ଦିନ ହେବ ଭଦ୍ରକ ନଳାଙ୍ଗ ନିକଟରେ NH ପାଖରେ ନୂତନ ଘର ତିଆରି ପାଇଁ ଦୁଇ ତାଲା ଉପରେ ପଡ଼ିଥିବା ବାଲି ରେ ଜଣେ ମାନସିକ ରୋଗୀ ଫୁଙ୍ଗୁଳା ହୋଇ ଦୀର୍ଘ ଦିନ ହେବ ପଡ଼ିଥିଲେ l ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ଭଦ୍ରକ ସେବା ଗ୍ରୁପ ପହଂଚି ସେବା କାର୍ଯ୍ୟ କରି ଆଶ୍ରମ ରେ ଛାଡିଥିଲେ l ଅଧିକ ଜାଣିବା ପାଇଁ youtube କୁ subscribe ଏବଂ like ଦବାଇ ଗରିବ ଙ୍କ ମୁହଁରେ ହସ ଫୁଟାନ୍ତୁ l