SBL NGO

SBL NGO SBL NGO

13/01/2026

CMO Odisha Housing & Urban Development Department, Govt. of Odisha Home Department, Government of Odisha MY Bhubaneswar Stunning Bhubaneswar
Please take immediate legal action to provide essential aid and administrative support to Bhagaban Parida, a leprosy patient in Jaanla, Khorda, who has been left without the basic necessities required for his survival and well-being." X Grievance Link": https://x.com/i/status/2010987240382742903
​Key Elements Included:
1. Staying: Bhagaban Parida (Leprosy patient).
​The Location: Mother Teresa Leprosy Medical, Jaanla, Khorda.
2. ​Problem: Lack of basic necessities and administrative neglect.
​3. Goal is: Enforcement of Fundamental and Human Rights. True democratic progress is measured by the tangible implementation of constitutional provisions and inclusive policies, rather than the curated social media visibility of public servants. Sustainability and inclusive growth cannot be achieved through digital optics; they require the rigorous enforcement of state schemes and the protection of the fundamental rights of the Vulnerable & marginalized.

22/12/2025

ସ୍ଥାୟୀ ବିକାଶ ଲକ୍ଷ୍ୟ କୁ, ଲୋଚପଡ଼ା କାଳୁଆ ନଗର ଚତୁର୍ଥ ଲାଇନ୍ ର ବାସିନ୍ଦା ଲେଖି ଜଣାଇଛନ୍ତି ଏବଂ ଅଭିଯୋଗ ଆଣିଛନ୍ତି ଯେ :
ପୂର୍ବରୁ ଏହି ଚତୁର୍ଥ ଲାଇନ୍ ର ଅଞ୍ଚଳ ଲୋକ ନିଜ ପଇସା ଖର୍ଚ୍ଚ କରି ଏକ ଗଭୀର ଗର୍ତ୍ତ ଥିବା ଯାଗାକୁ ମାଟି ଦ୍ଵାରା ତାକୁ ଭରି ରୋଡ ନିର୍ମାଣ କରିଥିଲେ। ଯାହା ସରକାର କରିବା କଥା ସେଟା ଅଞ୍ଚଳ ବାସି କରିଥିଲେ ନିଜ ପଇସା ରେ।

ସମ୍ପୂର୍ଣ ବିଷୟ ହେଉଛି:
୧. ଗତ ଅଗଷ୍ଟ ମାସ ୨୦୨୫ ରେ, ନୂତନ ରୋଡ ନିର୍ମାଣ କରିବା ପାଇଁ ପଞ୍ଚାୟତ ଅଫିସରେ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।
୨. ସେଠି ଥିବା ସରକାରୀ ଅଧିକାରୀ, ସରପଞ୍ଚ କଥା ଦେଇଥିଲେ ଯେ ଅତି ଶୀଘ୍ର ରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।
୩. ଦୁଇ ଦିନ ପରେ ସରପଞ୍ଚଙ୍କ ଉପସ୍ଥିତିରେ, ଡ୍ରୋଜର ଲଗାଇ ସମସ୍ତଙ୍କ ଘର ବାରଣ୍ଡା ରୁ ୪-୫ ଫୁଟ ଖୋଳି ସେଇ ମାଟି କୁ ନେଇ, ଅନ୍ୟ ଏକ ରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ଯାହା ଦ୍ଵାରା ଆମ ସମସ୍ତଙ୍କ ପାଇପ୍ ଲାଇନ୍ ଫାଟି ଯାଇ ପାଣି ରାସ୍ତାରେ ଭାସୁଛି, ଗୋଟିଏ ରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଇ, ଆମ ସାହି ର ୪-୫ ଫୁଟ ଗାତ କରିଦେଇଛନ୍ତି।
୪. ଏହା ଦ୍ବାରା ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ, କଲେଜ ପଢୁଆ ଛାତ୍ରଛାତ୍ରୀ, ବୃଦ୍ଧ ବୃଦ୍ଧା, ଗର୍ଭବତୀ ମହିଳାମାନଙ୍କ ଯିବା ଆସିବା ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଛି।
୫. ଅଞ୍ଚଳ ବାସି ଅଭିଯୋଗ ସରପଞ୍ଚ, ସମିତି ସଭ୍ୟ, ଏବଂ ସରକାରୀ ଅଧିକାରୀ ବିଡ଼ିଓ ଦେଇଥିବା ସତ୍ତ୍ୱେ, କେହି ବି ଆମ କଥା ଶୁଣୁ ନାହାନ୍ତି।
୬. ଅଞ୍ଚଳ ବାସି ଅଭିଯୋଗ କରିଛନ୍ତି ଯେ, ସେମାନେ ନିଜ ପଇସାରେ ଖର୍ଚ୍ଚ କରି ୬୦ ଫୁଟ ଲମ୍ବ, ୪-୫ ଫୁଟ ଗଭୀର କୁ ନିଜେ ନିର୍ମାଣ କରିଥଲେ କିନ୍ତୁ ତାକୁ ସରପଞ୍ଚ, ସମିତି ସଭ୍ୟ, ଏବଂ ସରକାରୀ ଅଧିକାରୀ ବିଡ଼ିଓ ମିଳିମିଶି ଭାଙ୍ଗି ଦେଇ ସେହି ଯାଗାକୁ ସମ୍ପୂର୍ଣ ନଷ୍ଟ କରି ଦେଇଛନ୍ତି ଯାହା ଏକ ଆଇନ ଅମାନ୍ୟ ଏବଂ ଜନ ବିରୋଧୀ କାର୍ଯ୍ୟ।

ଆମେ ସ୍ଥାୟୀ ବିକାଶ ଲକ୍ଷ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରୁଛୁ ଯେ, ଏହି ବିଷୟକୁ ଗୁରୁତର ସହ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଅନୁସନ୍ଧାନ କରାଯାଉ ଏବଂ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ଯଥାଶୀଘ୍ର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଲେ ଲୋକେ ଚିର ଉପକୃତ ହେବେ। CMO Odisha Housing & Urban Development Department, Govt. of Odisha Dr. Krushna Chandra Mahapatra District Magistrate Ganjam Sub Collector Berhampur SP BERHAMPUR Panchayati Raj & Drinking Water Department, Government of Odisha Ganjam district Kanak Vardhan Singh Deo

CMO Odisha Housing & Urban Development Department, Govt. of Odisha Dr. Krushna Chandra Mahapatra
08/09/2025

CMO Odisha Housing & Urban Development Department, Govt. of Odisha Dr. Krushna Chandra Mahapatra

23/07/2025

To
PMO India Amit Shah News18 Himachal Ministry of Information & Broadcasting, Government of India Ministry of Education Himachal Pradesh University Shimla ADGPI - Indian Army

📢
is strictly prohibited and illegal under Hindu law in India.

According to the Hindu Marriage Act, 1955, only monogamous marriages are valid.

Section 5: Neither party can have a living spouse at the time of marriage.

Section 17: Bigamy and polyandry are punishable offences under the law.

Polyandrous marriages are void, have no legal status, and those involved can face criminal prosecution.

Let’s uphold the law and raise awareness against illegal and unconstitutional practices.

12/06/2025

ସଂସ୍କୃତି ଭବନରେ ଚାଲିଥିବା ଉପମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ରେ ବାରମ୍ବାର ହେଉଛି ବିଦ୍ୟୁତ କାଟ। What is this ?
Kanak Vardhan Singh Deo Energy Department, Government of Odisha CMO Odisha Dr. Pradeep Kumar Panigrahy

Power ମନ୍ତ୍ରୀ ଥାଇ ପାୱାର (ବିଦ୍ୟୁତ୍) ନାହିଁ। ବହୁତ୍ ଦୁଃଖର କଥା

14/05/2025

Heartiest congratulations to Justice Bhushan Ramkrishna Gavai on taking oath as the 52nd Chief Justice of India! Known for his integrity & as the first Buddhist to assume this role, his elevation marks a historic moment and reaffirms India’s commitment to diversity and justice.

11/04/2025
Happy New Year 2025. 🙏
31/12/2024

Happy New Year 2025. 🙏

14/12/2024

Address

Bhimaraopeta
Berhampur
760001

Alerts

Be the first to know and let us send you an email when SBL NGO posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to SBL NGO:

Share