Baiganabadi Youth Club

Baiganabadi Youth Club Official account of Baiganabadi Youth Club.Government-accredited voluntary organizations.Our goal is education, health, cultural and economic growth in society

 #ଏକାଦଶାହ_ଉପଲକ୍ଷେ_ଭକ୍ତିପୂତ_ଶ୍ରଦ୍ଧାଞ୍ଜଳୀସମାଜସେବା ଏବଂ ପରପୋକାର ରେ ନିଜର ଜୀବନ ଉତ୍ସର୍ଗୀକୃତ କରିଥିବା ମହାନ୍ ବ୍ୟକ୍ତିତ୍ଵ  #ସ୍ବର୍ଗତ_...
26/06/2024

#ଏକାଦଶାହ_ଉପଲକ୍ଷେ_ଭକ୍ତିପୂତ_ଶ୍ରଦ୍ଧାଞ୍ଜଳୀ
ସମାଜସେବା ଏବଂ ପରପୋକାର ରେ ନିଜର ଜୀବନ ଉତ୍ସର୍ଗୀକୃତ କରିଥିବା ମହାନ୍ ବ୍ୟକ୍ତିତ୍ଵ #ସ୍ବର୍ଗତ_ସୁଧୀର_କୁମାର_ରାଉତଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 🙏🏻 ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଏତିକି ନିବେଦନ ଏହି କି ଯେ, ତାଙ୍କରି ଆମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ ।।

ଆପଣଙ୍କ ଅପେକ୍ଷାରେ ବାଇଗଣବାଡି #ସାଦର_ନମନ୍ତ୍ରଣ 🙏💐।। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ରାମ ହରେ ହ...
23/11/2023

ଆପଣଙ୍କ ଅପେକ୍ଷାରେ ବାଇଗଣବାଡି
#ସାଦର_ନମନ୍ତ୍ରଣ 🙏💐
।। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ରାମ ହରେ ହରେ ।।

ଇଛୁକ ଦଳ ଯଥାଶୀଘ୍ର ଯୋଗଗୋଗ କରନ୍ତୁ।
12/07/2023

ଇଛୁକ ଦଳ ଯଥାଶୀଘ୍ର ଯୋଗଗୋଗ କରନ୍ତୁ।

💪ଜୟ ଜଗନ୍ନାଥ⭕❕⭕ ଜୟ ଓଡ଼ିଶା💪🏻 ଜୟ ଓଡ଼ିଆ💪🏻 ବନ୍ଦେ ଉତ୍କଳ ଜନନୀ
01/04/2023

💪ଜୟ ଜଗନ୍ନାଥ⭕❕⭕ ଜୟ ଓଡ଼ିଶା💪🏻 ଜୟ ଓଡ଼ିଆ💪🏻 ବନ୍ଦେ ଉତ୍କଳ ଜନନୀ

मंगल भवन अमंगल हारी,द्रवहु सुदसरथ अजिर बिहारी,राम सिया राम, सिया राम,जय जय राम...🙏🚩
29/03/2023

मंगल भवन अमंगल हारी,
द्रवहु सुदसरथ अजिर बिहारी,
राम सिया राम, सिया राम,
जय जय राम...🙏🚩

30/01/2023

Amazing proformance by Poonam

30/01/2023

ବାଇଗଣବାଡି ଯୁବକ ସଂଘ ପକ୍ଷରୁ ୭୪ତମ ଗଣତନ୍ତ୍ର ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଛି। ସଂଘର କର୍ମକର୍ତା ଏବଂ ସମାଜସେବୀ ଶ୍ରୀ ସୁଦର୍ଶନ ବିଷୋୟୀ ...
29/01/2023

ବାଇଗଣବାଡି ଯୁବକ ସଂଘ ପକ୍ଷରୁ ୭୪ତମ ଗଣତନ୍ତ୍ର ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଛି। ସଂଘର କର୍ମକର୍ତା ଏବଂ ସମାଜସେବୀ ଶ୍ରୀ ସୁଦର୍ଶନ ବିଷୋୟୀ ଙ୍କ ଉପସ୍ଥିିରେ ସର୍ବପ୍ରଥମେ ଗ୍ରନ୍ଥାଗାର ଠାରେ ପତାକା ଉତୋଳନ କରାଯିବା ପରେ ଅପରାହ୍ନରେ ୨୦ଗୋଟି ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛତ୍ରୀମାନଙ୍କୁ ନେଇ ବକୃତା, କଣ୍ଠ ସଙ୍ଗୀତ, ଚିତ୍ର, ନୃତ୍ୟ ଇତ୍ୟାଦି ବିଷୟରେ ପ୍ରତିଯୋଗିତା କରାଯାଇଥିଲା। ଗ୍ରାମାଞ୍ଚଳ ଶିଶୁ ମାନଙ୍କ ପ୍ରତିଭା ବିକାଶ କରିବା ନିମନ୍ତେ ପ୍ରତି ବର୍ଷ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। କୁକୁଡ଼ାଖଣ୍ଡି ତହସିଲଦାର ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେହିଭଳି ମୁଖ୍ୟବକ୍ତା ଭାବେ ଓଡ଼ିଶା ଅସ୍ଥିଶଲ୍ୟ ସଂଘର ସଭାପତି ଶ୍ରୀଯୁକ୍ତ ଡ. ଶଙ୍କର୍ଷଣ ପାତ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବ ଅଧିକାରୀ(ନେହେରୁ ଯୁବ କେନ୍ଦ୍ର, ବ୍ରହ୍ମପୁର - ଗଞ୍ଜାମ) ଶ୍ରୀ ଅକ୍ଷୟ ନିପାନେ, ବରିଷ୍ଠ ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ଡ.ପ୍ରସନ୍ନ କୁମାର ବିଷୋୟୀ, ଗୋଷ୍ଟି ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମୋନୋଜ କୁମାର ପ୍ରଧାନ, ଅବସର ପ୍ରାପ୍ତ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀଯୁକ୍ତ କାଳନ୍ଦୀ ଚରଣ ନାୟକ, ଅବସର ପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପଣ୍ଡା, ଶ୍ରୀ ସୁଶାନ୍ତ କୁମାର ପଟ୍ଟନାୟକ, ଶ୍ରୀମତୀ ମିତା ପଟ୍ଟନାୟକ, ଶ୍ରୀମତୀ ଲୋପ ସାମଲ, ଶ୍ରୀ ମହମୋଦ ଆଶଲମ୍, ଶ୍ରୀ ଜନକ ପାଣ୍ଡିୟା, ଶ୍ରୀ କିରଣ କୁମାର ମିଶ୍ର, ଶ୍ରୀ ଲୋକେଶ ପଟ୍ଟନାୟକ, ଶ୍ରୀ ଚିତ୍ତରଞ୍ଜନ ଦାସ, ଶ୍ରୀ ସୁକଣ୍ଠ ପଣ୍ଡା, ଶ୍ରୀ ରାମ କୃଷ୍ଣ ସାହୁ, ଶ୍ରୀ ଅରୁଣ କୁମାର ପ୍ରଧାନ, ସମାଜସେବୀ ଶ୍ରୀ ନିରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରକାଶ ପଟ୍ଟନାୟକ, ଶ୍ରୀ ବୃନ୍ଦାବନ କୋଠିଆ, ଶ୍ରୀ କୈଳାଶ ଚନ୍ଦ୍ର ପାତ୍ର ଇତ୍ୟାଦି ଯୋଗ ଦେଇଥିଲେ। ସଂଘର ସଭାପତି ମୃତ୍ୟୁଞ୍ଜୟ ପାତ୍ର, ଉପ ସଭାପତି ନିରଞ୍ଜନ ସାହୁ, ସମ୍ପାଦକ ଦୀପକ କୁମାର ପାତ୍ର, ଯୁଗ୍ମ ସମ୍ପାଦକ ଅମିତ କୁମାର ପାତ୍ର, କୋଷାଧ୍ୟକ୍ଷ ରିଙ୍କୁନ ମହାନ୍ତି ମଧ୍ୟ ମଞ୍ଚାସିନ ଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ କଲ୍ୟାଣୀ ଦେବୀ ଛାତ୍ରଛତ୍ରୀମାନଙ୍କ ନିମନ୍ତେ ଅନେକ ଗୁରୁତ୍ତ୍ୱପୂର୍ଣ ବିଷୟ ରଖିଥିବା ସହିତ ସଂଘକୁ ସାଧୁବାଦ୍ ଜ୍ଞାପନ କରିଥିଲେ ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ନୀଳାଞ୍ଚଳ ସାହୁ, ପ୍ରସନ୍ନ କୁମାର ପାତ୍ର, ସୋରଜ୍ କୁମାର ମହାନ୍ତି, ଦୀପକ କୁମାର ଡାକୁଆ, ଅଲେଖ ମହାନ୍ତି, ସଂଗ୍ରାମ ପାତ୍ର, ସିଦ୍ଧାର୍ଥ କୋଠିଆ, କୃଷ୍ଣ ଚନ୍ଦ୍ର ବିଷୋୟୀ, ଶିବ ଶଙ୍କର ପାତ୍ର, ସୁନିଲ ପାତ୍ର, ମନୋରଞ୍ଜନ ପାତ୍ର, ସ୍ୱେତାରାଣି ବିଷୋୟୀ, ଚୁମକି ବିଷୋୟୀ, ପୂଜା ବିଷୋୟୀ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ। ପରିଶେଷରେ ସଂଘର ସଭାପତି ମୃତ୍ୟୁଞ୍ଜୟ ପାତ୍ର ସାମୁହିକ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ।



Nehru Yuva Kendra Sangathan - NYKS India
Nyks Odisha
CMO Odisha
Ganjam @

28/01/2023

23/01/2023


Address

AT: Baiganabadi
Berhampur

Alerts

Be the first to know and let us send you an email when Baiganabadi Youth Club posts news and promotions. Your email address will not be used for any other purpose, and you can unsubscribe at any time.

Share