CAMP- Consumer Advice Mediation & Protection

CAMP- Consumer Advice Mediation & Protection Contact information, map and directions, contact form, opening hours, services, ratings, photos, videos and announcements from CAMP- Consumer Advice Mediation & Protection, Nonprofit Organization, Berhampur.

It's a platform under one roof where you'll get information on Consumer Rights, Mediation to resolve your complain and protection from unscrupulous traders and services providers.

18/06/2023
11/06/2023

ବହୁତ #ଗରମ ! #ଗୁଳୁଗୁଳି ! ବେଳେବେଳେ ତାତି ଏତେ ଅସହ୍ୟ ହେଉଛି ଯେ ସହି ହେଉନି I ଋତୁ ଚକ୍ରର ପରିବର୍ତ୍ତନକୁ ମାନି ନେବାକୁ ପଡିବ ଆମକୁ ଯେମିତି ହେଲେ I ପରିବର୍ତ୍ତନ ହେଉଛି ପ୍ରକୃତିର ଅପରିବର୍ତ୍ତନୀୟ ନିୟମ I ଯେଉଁଥିପାଇଁ ଏ ଋତୁ ପରେ ସେ ଋତୁ, ସେ ଋତୁ ପରେ ସେ, ଋତୁ.... ବେଳେବେଳେ ସମୟ ଅନୁସାରେ ଋତୁ ନ ଆସିଲେ ମଧ୍ୟ #ଋତୁ କିନ୍ତୁ ଆସେ I କେତେବେଳେ ଏହା ଆମକୁ ଏକ #ସୁନ୍ଦର_ଅନୁଭୂତି ଦେଇଥାଏ ତ କେତେବେଳେ #ଅସହ୍ୟ କରିଦେଇଥାଏ I କିନ୍ତୁ ଧୈର୍ଯ୍ୟ ଧରି ସେ ସବୁ ସହିବାକୁ ପଡିବ ଆମକୁ I ସେଇଥିପାଇଁ ତ ଈଶ୍ୱରଙ୍କ #ଶ୍ରେଷ୍ଠ_ସୃଷ୍ଟି ମଣିଷ I ମଣିଷ ପାଖରେ ସବୁ ଅଛି I ଧୈର୍ଯ୍ୟ ଅଛି, ନିଷ୍ଠା ଅଛି, ସାହସ ଅଛି, ସହିବାର ଶକ୍ତି ଅଛି, ପରିସ୍ଥିତିରୁ ମୁକୁଳିବାର ଉପାୟ ଭାବିବା ପାଇଁ ଚିନ୍ତାଶକ୍ତି ଅଛି; ବୁଦ୍ଧି, ବିବେକ, ଜ୍ଞାନ ସବୁ ଅଛି I ସେ ସବୁକୁ ଖଟେଇ ମଣିଷ ମଧ୍ୟ ଅହରହ ଚେଷ୍ଟା ଚଳେଇଚି କେମିତି ଅସହ୍ୟକୁ ସହ୍ୟ କରିବ I ଅହରହ ସେଥିପାଇଁ #କାମ କରିଚାଲିଛି ମଧ୍ୟ I କାମ କରିବା ମଣିଷର #ସହଜାତ ପ୍ରବୃତ୍ତି I କାମ ନ କରି ମଣିଷ ସ୍ଥିର ହେଇ ରହି ପାରେନି I କାମ କରିବାକୁ ହିଁ ପଡିବ I କଥାରେ ଅଛି, 'ପେଟ ପାଇଁ ଏତେ ନାଟ I' ଈଶ୍ୱର ଯେଉଁ ପେଟ ଚାଖଣ୍ଡକ ଦେଇଛନ୍ତି, ତାକୁ ପୂରା କରିବା ପାଇଁ ମଣିଷ କେତେ ପ୍ରକାର କାମ କରିବାକୁ #ବ୍ରତୀ ହୋଇଥାଏ I ତେବେ ବର୍ତ୍ତମାନ ଯେଉଁ ଅସହ୍ୟ ଗରମ ଓ ଗୁଳୁଗୁଳିର ପରିସ୍ଥିତି ଯେତେ କାମ ଥାଉ ପଛେ; ନିହାତି ଯେତିକି କରିବା #ଆବଶ୍ୟକ ସେତିକି କଲେ ଭଲ I କାରଣ ଏଭଳି ଅସହ୍ୟ ଗରମକୁ ସହି ବହୁତ ବେଶୀ କାମ କରି ନିଜକୁ ଅଣନିଶ୍ୱାସୀ ନ କଲେ ଅନ୍ତତଃପକ୍ଷେ ଶରୀର ଭଲ ରୁହନ୍ତା I ଆମକୁ ସେଭଳି କଷ୍ଟ ହୁଅନ୍ତା ନାହିଁ I ପ୍ରବଳ ମାତ୍ରାରେ ପାଣି ପିଅନ୍ତୁ I ମୁଣ୍ଡରେ ଓଦା କନା ଦେଇ ଘରୁ ବାହାରନ୍ତୁ I ଘରେ ଥିଲେ ମଧ୍ୟ ଗରିଷ୍ଠ ଖାଦ୍ୟ ନଖାଇ ଅଧିକ #ଜଳୀୟ ଅଂଶ ମିଳୁଥିବା ଖାଦ୍ୟ ଖାଇଲେ ଭଲ I ଦେହକୁ #ଶାନ୍ତ ରଖିବା ସହିତ #ମନ କୁ ମଧ୍ୟ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ....

04/06/2023
01/06/2023

ରକ୍ତରଞ୍ଜିତ ନହେଉ କେବେ ରାସ୍ତା
ଜୀବନ ସୁନ୍ଦର ଅଟେ ନୁହେଁ ଶସ୍ତା ।

ଆପଣଙ୍କ ଯାତ୍ରା, ଶେଷଯାତ୍ରା ନହେଉ
ଧୀରେ ଗାଡି ଚଲାନ୍ତୁ ଏବଂ ନିଜକୁ ସୁରକ୍ଷିତ ରଖନ୍ତୁ ।

23/05/2023

ଜୀବଜନ୍ତୁଙ୍କ ପ୍ରତି ଦୟାବାନ ହୁଅନ୍ତୁ ଏବଂ ପ୍ରତ୍ୟେକ ସମୟରେ ଗାଡି ଷ୍ଟାର୍ଟ କରିବା ପୂର୍ବରୁ ଗାଡ଼ି ତଳ ଯାଞ୍ଚ କରନ୍ତୁ ।

16/05/2023

Address

Berhampur
760010

Opening Hours

Monday 9am - 8pm
Tuesday 9am - 8pm
Wednesday 9am - 8pm
Thursday 9am - 8pm
Friday 9am - 8pm
Saturday 9am - 4pm

Telephone

+919438041857

Alerts

Be the first to know and let us send you an email when CAMP- Consumer Advice Mediation & Protection posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to CAMP- Consumer Advice Mediation & Protection:

Share