SEVA Charitable Trust

SEVA Charitable Trust Non Profit Organization

ତା 04.04.2026 ରିଖ ଶନିବାର ଦିନ ଚୈତ୍ର ମାସ ପାଇଁ ବିଶ୍ରି ବୁଢ଼ୀ ଦେବୀ ଙ୍କ ପୂଜା ଉପଲକ୍ଷେ ଚିପଟ ଅସ୍ତିଆ ଠାରେ ସେବା ଚାରିଟେବୁଲ ଟ୍ରଷ୍ଟ ପକ...
04/04/2026

ତା 04.04.2026 ରିଖ ଶନିବାର ଦିନ ଚୈତ୍ର ମାସ ପାଇଁ ବିଶ୍ରି ବୁଢ଼ୀ ଦେବୀ ଙ୍କ ପୂଜା ଉପଲକ୍ଷେ ଚିପଟ ଅସ୍ତିଆ ଠାରେ ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନ୍ନପ୍ରସାଦ ସହିତ ସର୍ବତ ଦିଆଗୋଲା 💞

26 January 2026
26/01/2026

26 January 2026

Dt.19.11.2025
21/11/2025

Dt.19.11.2025

31/10/2025
ଟ୍ରଷ୍ଟ ପକ୍ଷରୁ ତା 19.10.2025 ରିଖ ରବିବାର ସନ୍ଧ୍ୟା 6.30 ଘଟିକା ସମୟ ରେ ଛଉ ପଡ଼ିଆ ପାଖରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ  ଏକ ଜରୁରୀ ବ...
20/10/2025

ଟ୍ରଷ୍ଟ ପକ୍ଷରୁ ତା 19.10.2025 ରିଖ ରବିବାର ସନ୍ଧ୍ୟା 6.30 ଘଟିକା ସମୟ ରେ ଛଉ ପଡ଼ିଆ ପାଖରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଏକ ଜରୁରୀ ବୈଠକ ।

ଆଜି ଚିପଟ ଅସ୍ତିଆ ବିଦ୍ୟାଳୟ ର ଖେଳ ପଡିଆ ଠାରେ ସେବା ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ, ସିନ୍ଦୂର ଗୌରା ସରପଞ୍ଚ ୱାଡ ମେମ୍ୱର, ସ୍ଵୟଂ ସହାୟକ ଗୋଷ୍ଠୀ...
17/09/2025

ଆଜି ଚିପଟ ଅସ୍ତିଆ ବିଦ୍ୟାଳୟ ର ଖେଳ ପଡିଆ ଠାରେ ସେବା ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ, ସିନ୍ଦୂର ଗୌରା ସରପଞ୍ଚ ୱାଡ ମେମ୍ୱର, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ତଥା ଚିପଟ ଅସ୍ତିଆ, ଦୁର୍ଗାପୁର ଗ୍ରାମର ସଦସ୍ୟ ଙ୍କ ଉପସ୍ଥିତି ରେ ବୃକ୍ଷ ରୋପଣ କରା ଯାଇଛି। ତା ସହିତ ବୃକ୍ଷ ର ଯତ୍ନ ନେବା ର ବେବସ୍ତ। ମଧ୍ୟ କରାଯାଇଛି।🙏

ତା 08.09.2025 ରିଖ Monday shyamakhunta ବ୍ଲକ ଅନ୍ତର୍ଗତ ଚିପଟ ଅସ୍ତିଆ ଗ୍ରାମ ର ସ୍ବର୍ଗତ ନିତିଲି ବେହେରା  ଙ୍କ ଅକାଳ ବିୟୋଗ ହୋଇଥିଲା। ତ...
09/09/2025

ତା 08.09.2025 ରିଖ Monday shyamakhunta ବ୍ଲକ ଅନ୍ତର୍ଗତ ଚିପଟ ଅସ୍ତିଆ ଗ୍ରାମ ର ସ୍ବର୍ଗତ ନିତିଲି ବେହେରା ଙ୍କ ଅକାଳ ବିୟୋଗ ହୋଇଥିଲା। ତାଙ୍କ ପରିବାର ଲୋକ ପକ୍ଷ ରୁ ଆମ ସେବା ଟ୍ରଷ୍ଟ କୁ ଖବର ଦେଇଥିଲେ । ଟ୍ରଷ୍ଟ ପକ୍ଷରୁ ସ୍ବର୍ଗତ ନିତିଲି ବେହେରା ଙ୍କ ଆତ୍ମା ର ସଦଗତି ପାଇଁ ପ୍ରାର୍ଥନା କରିବା ସହିତ, ତାଙ୍କ ଶବ ଦାହ ସଂସ୍କାର ପାଇଁ ଶୁଖିଲା କାଠ ର ବେବସ୍ତ। କରା ଗଲା।🙏🙏

ତା 07.09.2025 ରିଖ ରବିବାର shyamakhunta ବ୍ଲକ ଅନ୍ତର୍ଗତ ଚିପଟ ଅସ୍ତିଆ ଗ୍ରାମ ର ସ୍ବର୍ଗତ ରିନା ନାୟକ ଙ୍କ ଅକାଳ ବିୟୋଗ ହୋଇଥିଲା। ତାଙ୍କ ...
08/09/2025

ତା 07.09.2025 ରିଖ ରବିବାର shyamakhunta ବ୍ଲକ ଅନ୍ତର୍ଗତ ଚିପଟ ଅସ୍ତିଆ ଗ୍ରାମ ର ସ୍ବର୍ଗତ ରିନା ନାୟକ ଙ୍କ ଅକାଳ ବିୟୋଗ ହୋଇଥିଲା। ତାଙ୍କ ପରିବାର ଲୋକ ପକ୍ଷ ରୁ ଆମ ସେବା ଟ୍ରଷ୍ଟ କୁ ଖବର ଦେଇଥିଲେ । ଟ୍ରଷ୍ଟ ପକ୍ଷରୁ ସ୍ବର୍ଗତ ରିନା ନାୟକ ଙ୍କ ଆତ୍ମା ର ସଦଗତି ପାଇଁ ପ୍ରାର୍ଥନା କରିବା ସହିତ, ତାଙ୍କ ଶବ ଦାହ ସଂସ୍କାର ପାଇଁ ଶୁଖିଲା କାଠ ର ବେବସ୍ତ। କରା ଗଲା।🙏🙏

ପବିତ୍ର ୭୯ତମ ସ୍ଵାଧୀନତା ଦିବସ ଉପଲକ୍ଷେ ସେବା ଚାରିଟେବଲ ଟ୍ର ଷ୍ଟ ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା।..🙏🏼🙏🏼Dt. 15. 08.2025
15/08/2025

ପବିତ୍ର ୭୯ତମ ସ୍ଵାଧୀନତା ଦିବସ ଉପଲକ୍ଷେ ସେବା ଚାରିଟେବଲ ଟ୍ର ଷ୍ଟ ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା।..🙏🏼🙏🏼
Dt. 15. 08.2025

ରଥଯାତ୍ରା ଉପଲକ୍ଷେ ଆଜି ତା 28.06.2025 ସେବା ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ଓ ସିନ୍ଦୂରର୍ଗୌର। ଗ୍ରାମପଞ୍ଚାୟତ ର ସରପଞ୍ଚ ଆକାଶ ସିଂ ଉପସ୍ଥିତ ...
28/06/2025

ରଥଯାତ୍ରା ଉପଲକ୍ଷେ ଆଜି ତା 28.06.2025 ସେବା ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ଓ ସିନ୍ଦୂରର୍ଗୌର। ଗ୍ରାମପଞ୍ଚାୟତ ର ସରପଞ୍ଚ ଆକାଶ ସିଂ ଉପସ୍ଥିତ ରହି ଚିପଟ୍ ଅସ୍ତିଆ ଗ୍ରାମ ରେ ରାସ୍ତା କଡ଼ରେ ବଲିଚିଂ ଛିଞ୍ଚନ କରାଗଲା।🙏

Address

Baripada
757002

Website

Alerts

Be the first to know and let us send you an email when SEVA Charitable Trust posts news and promotions. Your email address will not be used for any other purpose, and you can unsubscribe at any time.

Share