Youth Icon

Youth Icon Contact information, map and directions, contact form, opening hours, services, ratings, photos, videos and announcements from Youth Icon, Youth Organization, Murgabadi, Baripada.

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
10/10/2024

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

02/10/2024
ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।ଆସନ୍ତୁ; ଆମେ ଆମ ପର୍ଯ୍ୟଟନ କ୍ଷେତ୍ରର ସୁରକ୍ଷା କରିବା ଏବଂ ପରିବେଶକୁ ସୁ...
27/09/2024

ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

ଆସନ୍ତୁ; ଆମେ ଆମ ପର୍ଯ୍ୟଟନ କ୍ଷେତ୍ରର ସୁରକ୍ଷା କରିବା ଏବଂ ପରିବେଶକୁ ସୁସ୍ଥ ରଖିବାର ସଂକଳ୍ପ ନେବା ।

ବନ୍ୟପ୍ରାଣୀ ସଂରକ୍ଷଣକୁ ମିଳୁଛି ପ୍ରାଧାନ୍ୟ15 ତମ ଅର୍ଥ ଆୟୋଗ ଅବଧିରେ 2602.98 କୋଟି ଟଙ୍କା ବ୍ୟୟରେ ୱାଇଲ୍ଡ ଲାଇଫ୍ ହାବିଟାଟ୍ ଡେଭଲପମେଣ୍ଟ ସ...
25/09/2024

ବନ୍ୟପ୍ରାଣୀ ସଂରକ୍ଷଣକୁ ମିଳୁଛି ପ୍ରାଧାନ୍ୟ
15 ତମ ଅର୍ଥ ଆୟୋଗ ଅବଧିରେ 2602.98 କୋଟି ଟଙ୍କା ବ୍ୟୟରେ ୱାଇଲ୍ଡ ଲାଇଫ୍ ହାବିଟାଟ୍ ଡେଭଲପମେଣ୍ଟ ସ୍କିମକୁ ମିଳିଛି କ୍ୟାବିନେଟ୍ ଅନୁମୋଦନ

ପଠାଣ ଙ୍କ ପ୍ରେମରେ ପଡି  ନିଜ ସ୍ଵାମୀ ତଥା ବାପା ମା'ଙ୍କୁ ଭୁଲିଯାଉଥିବା ଝିଅ ଙ୍କ ର ଶେଷ ଅବସ୍ଥା ଏଇଆ ହିଁ ହୋଇଥାଏ।।।ସାବଧାନ ହିନ୍ଦୁ ମାଆ ଭଉ...
24/09/2024

ପଠାଣ ଙ୍କ ପ୍ରେମରେ ପଡି ନିଜ ସ୍ଵାମୀ ତଥା ବାପା ମା'ଙ୍କୁ ଭୁଲିଯାଉଥିବା ଝିଅ ଙ୍କ ର ଶେଷ ଅବସ୍ଥା ଏଇଆ ହିଁ ହୋଇଥାଏ।।।
ସାବଧାନ ହିନ୍ଦୁ ମାଆ ଭଉଣୀ ସାବଧାନ

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଆଜି ଭୁବନେଶ୍ଵରସ୍ଥିତ ଗାଡ଼କଣ ଶବର ସାହିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଅନ୍ତର...
17/09/2024

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଆଜି ଭୁବନେଶ୍ଵରସ୍ଥିତ ଗାଡ଼କଣ ଶବର ସାହିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ପିଏମ୍ ଆବାସ ଗୃହ ଉଦଘାଟନ କରିବା ସହ ସେଠାରେ ଖିରୀ ଖାଇ ଜନ୍ମଦିବସ ପାଳନ କରିଛନ୍ତି ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରଧାନମନ୍ତ୍ରୀଜୀଙ୍କ ସହ ଉପସ୍ଥିତ ରହି ପରିବାର ସହ ସୌହାଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଥିଲେ।

19/06/2024

ରଥଯାତ୍ରା ପରଦିନ ଖୋଲିବ ରତ୍ନଭଣ୍ଡାର,
ସୂଚନା ଦେଲା ASI

Took oath as Prime Minister Narendra Modi Ji at the ceremony earlier this evening.
09/06/2024

Took oath as Prime Minister Narendra Modi Ji at the ceremony earlier this evening.

ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ଙ୍କ ଅନୁରୋଧ  ଯୁବା ବିଧାୟକା ସୁଶ୍ରୀ ସଞ୍ଜଲୀ ମୁର୍ମୁ ଙ୍କୁ ମଧ୍ୟ ମନ୍ତ୍ରୀ ପଦ ଦିଆ ଯାଉ । ଜୟ...
08/06/2024

ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ଙ୍କ ଅନୁରୋଧ ଯୁବା ବିଧାୟକା ସୁଶ୍ରୀ ସଞ୍ଜଲୀ ମୁର୍ମୁ ଙ୍କୁ ମଧ୍ୟ ମନ୍ତ୍ରୀ ପଦ ଦିଆ ଯାଉ । ଜୟ ଶ୍ରୀରାମ ଜୟ ଜଗନ୍ନାଥ ।

🕉️🙏Jay Shree Ram 🟠🚩
06/06/2024

🕉️🙏Jay Shree Ram 🟠🚩

21/05/2024

ଗୋ ମାତା ହତ୍ୟାକାରୀ ଏ ବିଜେଡି ସରକାର କୁ ସଫା କରିବା ସମୟ ଆସିଯାଇଛି
ଜୟ ଶ୍ରୀରାମ
ଜୟ ଗୋ ମାତା

Address

Murgabadi
Baripada
757002

Telephone

+919437121629

Website

Alerts

Be the first to know and let us send you an email when Youth Icon posts news and promotions. Your email address will not be used for any other purpose, and you can unsubscribe at any time.

Share