Sakhyam Foundation

Call Directions Website Contact the organization

Sakhyam Foundation ଏଇ ଅଢେ଼ଇ ଦିନର ଜୀବନରେ ଟିକେ ଖୁସି ବାଣ୍ଟିବାର ପ୍ରୟାସ।।🙏🙏🙏

07/09/2026

ଦୁଃଖ ଯେତେବେଳେ ଆସେ ସାଙ୍ଗ ସାଥି ଭାଇ ବନ୍ଧୁ ସମସ୍ତଙ୍କୁ ସାଙ୍ଗରେ ନେଇକି ଆସେ।
Credit-singer D Krishna

05/09/2026

“ଜୀବନରେ କିଛି ସମ୍ପର୍କ ଏମିତି ଥାଏ, ଯାହାର ଅଭାବ କେବେ ବି ପୂରଣ ହୋଇପାରେ ନାହିଁ। ବାପାଙ୍କ ପରେ ମାଆଙ୍କୁ ହରାଇବାର ଦୁଃଖ—ଏହା ଶବ୍ଦରେ କହିବା ସମ୍ଭବ ନୁହେଁ।
ଏହି କଠିନ ସମୟରେ ପରିବାର ପାଖରେ ଠିଆ ହେବା ହିଁ ଆମର ମାନବିକତା। 🙏
ଭଗବାନ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ ଏବଂ ପରିବାରକୁ ଏହି ଦୁଃଖ ସହିବାର ଶକ୍ତି ଦିଅନ୍ତୁ। 🕊️🙏”
Credit-singer Bhashis
#ଦୁଃଖରେସାଥି
#ମାନବିକତା
#ସମାଜସେବା
#ପରିବାର
#ସମବେଦନା
#ସାହାଯ୍ୟରହାତ





#ପାଖରେଠିଆହେବା

31/08/2026

କ୍ୟାନ୍ସର ରୋଗରେ ପୀଡ଼ିତ ଅସହାୟ ଶମ୍ଭୁନାଥ ଭାଇଙ୍କୁ ଛୋଟିଆ ସହାୟତା।ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ସେ ଖୁବଶୀଘ୍ର ସୁସ୍ଥ ହୋଇଯାଆନ୍ତୁ।🙏🙏🙏

 #ସତରେ_ରକ୍ତର_ବିକଳ୍ପ_ନାହିଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ରକ୍ତଭଣ୍ଡାରରେ ଦେଖାଦେଇଥିବା ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଆଉ ରକ୍ତଦାନ ଶିବି...
19/05/2026

#ସତରେ_ରକ୍ତର_ବିକଳ୍ପ_ନାହିଁ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ରକ୍ତଭଣ୍ଡାରରେ ଦେଖାଦେଇଥିବା ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଆଉ ରକ୍ତଦାନ ଶିବିର ଆୟୋଜନ କରାଯାଉଛି।ସମସ୍ତଙ୍କୁ ଅନୁରୋଧ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ସଫଳ କରିବେ।🙏🙏🙏

 #ସତରେ_ରକ୍ତର_ବିକଳ୍ପ_ନାହିଁ।ରକ୍ତ ତିଆରି କରିବା ପାଇଁ କୌଣସି ମେସିନ ନାହିଁ, ଆପଣ ରକ୍ତଦାନ କଲେ ଯାଇ କାହାର ଜୀବନ ରକ୍ଷା ହୁଏ।ତେଣୁ ଆସନ୍ତୁ,...
08/05/2026

#ସତରେ_ରକ୍ତର_ବିକଳ୍ପ_ନାହିଁ।
ରକ୍ତ ତିଆରି କରିବା ପାଇଁ କୌଣସି ମେସିନ ନାହିଁ, ଆପଣ ରକ୍ତଦାନ କଲେ ଯାଇ କାହାର ଜୀବନ ରକ୍ଷା ହୁଏ।
ତେଣୁ ଆସନ୍ତୁ, ରକ୍ତଦାନ ଭଳି ମହାପୁଣ୍ୟ କାର୍ଯ୍ୟ ପାଇଁ ଆଗେଇ ଆସିବା।

ବିଶ୍ଵ ରେଡକ୍ରସ ଦିବସରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା।

02/04/2026

ସର୍ବଶେଷରେ ସମସ୍ତ ରକ୍ତଦାତା ଏବଂ ସହଯୋଗ କରିଥ‌ିବା ସମସ୍ତ ମେମ୍ବର ମାନଙ୍କୁ ହ୍ରଦୟର ସହିତ ଧନ୍ୟବାଦ* । *ଆପଣମାନଙ୍କର ସାହାଯ୍ୟ ସହଯୋଗ ପାଇଁ 133 ୟୁନିଟ ରକ୍ତ ସଂଗ୍ରହ କରି ଆମେ ଆଜି ରକ୍ତଦାନ

ଶିବିରକୁ ସଫଳ କରିପାରିଛୁ ।

ଧନ୍ୟବାଦ ସକାଳ ଖବରକାଗଜ।🙏🙏🙏
31/03/2026

ଧନ୍ୟବାଦ ସକାଳ ଖବରକାଗଜ।🙏🙏🙏

Address

Balasore
756040

Alerts

Be the first to know and let us send you an email when Sakhyam Foundation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Sakhyam Foundation:

Shortcuts

Share