Kalakar,Balesore

Kalakar,Balesore a cultural and dramatic organisation of balasore. Adress:-Basanti kutira, Chapolia lane, Bhoi sahi, I.G. Road, Bls. , Odisa

we works on development of odia theatres..we perform odia drma in diffrent places and villages of Odisha...without any profit..by contributing funds among the members of organization

05/07/2026
ନାଟ୍ୟଧାରା  କାର୍ଯ୍ୟକ୍ରମ  ରେ କଳାକାର  ଦ୍ୱାରା  ନାଟକ - " ମହୋଦଧି "ରଚନା - ମନରଞ୍ଜନ  ଦାସ ସଂପାଦନା - ସୁରଞ୍ଜନ  ଦାସମହାପାତ୍ର ସଂଗୀତ  ଏବ...
05/07/2026

ନାଟ୍ୟଧାରା କାର୍ଯ୍ୟକ୍ରମ ରେ କଳାକାର ଦ୍ୱାରା ନାଟକ - " ମହୋଦଧି "
ରଚନା - ମନରଞ୍ଜନ ଦାସ
ସଂପାଦନା - ସୁରଞ୍ଜନ ଦାସମହାପାତ୍ର
ସଂଗୀତ ଏବଂ ନାଟ୍ୟ ନିର୍ଦେଶନା - ଇଂ ଶ୍ରୀତମ କୁମାର ସିଂହ
ତାରିଖ- ୦୩/୦୭/୨୦୨୬
ସ୍ଥାନ - ଭଞ୍ଜକଳା ମଣ୍ଡପ , ଭୁବନେଶ୍ୱର

ଓଡିଶା ସଂଗୀତ ନାଟକ ଏକାଡେମୀ ଏବଂ ନାଟ୍ୟସଂଘ  ର  ମିଳିତ  ଆନୁକୂଲ୍ୟରେ ନାଟ୍ୟକାର  ବିଜୟ  ମିଶ୍ରଙ୍କ  ନାଟକ  କୁ ନେଇ ସୃତି  ନାଟକ  ଉତ୍ସବ  ରେ...
03/07/2026

ଓଡିଶା ସଂଗୀତ ନାଟକ ଏକାଡେମୀ ଏବଂ ନାଟ୍ୟସଂଘ ର ମିଳିତ ଆନୁକୂଲ୍ୟରେ ନାଟ୍ୟକାର ବିଜୟ ମିଶ୍ରଙ୍କ ନାଟକ କୁ ନେଇ ସୃତି ନାଟକ ଉତ୍ସବ ରେ କଳାକାର ଏବଂ ଶୋଭା , ବାଲେଶ୍ୱର ଦ୍ୱାର ପ୍ରସ୍ତୁତ ସୃତି ନାଟକ - " Last Train "
ରଚନା - ବିଜୟ ମିଶ୍ର
ନିର୍ଦେଶନା ଏବଂ ସଂଗୀତ - ଇଂ ଶ୍ରୀତମ କୁମାର ସିଂହ
ସ୍ଥାନ - ସଂସ୍କୃତି ଭବନ aiditurium , ଭୁବନେଶ୍ୱର
ତାରିଖ - ୨୧/୦୬/୨୦୨୭

ନାଟକ -ଲୋ ରେବ ଫକୀର ମୋହନ  ସାହିତ୍ୟ ପରିଷଦ  ତରଫରୁ  ଶାନ୍ତି କାନନ  ରେ .... 15 /01/2026
15/01/2026

ନାଟକ -ଲୋ ରେବ
ଫକୀର ମୋହନ ସାହିତ୍ୟ ପରିଷଦ ତରଫରୁ ଶାନ୍ତି କାନନ ରେ .... 15 /01/2026

୩୬ ତମ  ଜନ୍ମ ଦିନ ପାଳନ  ଅବସରରେ
01/01/2026

୩୬ ତମ ଜନ୍ମ ଦିନ ପାଳନ ଅବସରରେ

Address

Choplia Lane
Balasore
756001

Alerts

Be the first to know and let us send you an email when Kalakar,Balesore posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Kalakar,Balesore:

Shortcuts

Share