ASHA Association for Social Health Advancement

ASHA Association for Social Health Advancement Contact information, map and directions, contact form, opening hours, services, ratings, photos, videos and announcements from ASHA Association for Social Health Advancement, Non-Governmental Organization (NGO), Basta, Balasore.

10/01/2023

Special Children Needs Special

ଆଜି ତା ୧୨.୧୨.୨୦୨୨ରିଖ   #ଇମାମି_ପେପର_ମିିଲ ଏବଂ ଇଣ୍ଡଷ୍ଟ୍ରିଜ୍ ,ବାଲଗୋପାଲପୁର  ବାଲେଶ୍ଵର ତରଫରୁ   #ଆଶା ସ୍ବେଛାସେବୀ ସଂଗଠନ ଅଧିନରେ ଥିବ...
12/12/2022

ଆଜି ତା ୧୨.୧୨.୨୦୨୨ରିଖ #ଇମାମି_ପେପର_ମିିଲ ଏବଂ ଇଣ୍ଡଷ୍ଟ୍ରିଜ୍ ,ବାଲଗୋପାଲପୁର ବାଲେଶ୍ଵର ତରଫରୁ #ଆଶା ସ୍ବେଛାସେବୀ ସଂଗଠନ ଅଧିନରେ ଥିବା ଲକ୍ଷ୍ମୀ ବାସନ୍ତୀ ମୂକ ଓ ବଧିର ସ୍ଵତନ୍ତ୍ର ଆବାସିକ ବିଦ୍ୟାଳୟ , ଏଲିନା ଏଲିଶା ମନସିକ ଅନଗ୍ରସର ବିଦ୍ୟାଳୟ ଏବଂ ଆଶା Physiotherapeutic ସେଣ୍ଟର ରେ ଥିବା ଦିବ୍ୟାଙ୍ଗ ପିଲାମାନଙ୍କୁ #ଶୀତବସ୍ତ୍ର (ଚାଦର) ପ୍ରଦାନ କରିଥିବାରୁ ଆମ ଆଶା ସ୍ବେଛାସେବୀ ସଂଗଠନ ପରିବାର ତରଫରୁ ଢେର୍ ସାରା ଭଲପାଇବା ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ମଙ୍ଗଳ କାମନା କରୁଅଛୁ। 🙏

ଆଜି ତା ୧୦.୧୨.୨୦୨୨ରିଖ  ଆଡଭୋକେଟ୍ ବିନୟ କେତନ ପରିଡ଼ା ଏବଂ ଧର୍ମପତ୍ନୀ ଅନିତା ପରିଡ଼ା, ବାଲେଶ୍ଵର ତରଫରୁ  ଆଶା ସ୍ବେଛାସେବୀ ସଂଗଠନ ଅଧିନରେ ...
10/12/2022

ଆଜି ତା ୧୦.୧୨.୨୦୨୨ରିଖ ଆଡଭୋକେଟ୍ ବିନୟ କେତନ ପରିଡ଼ା ଏବଂ ଧର୍ମପତ୍ନୀ ଅନିତା ପରିଡ଼ା, ବାଲେଶ୍ଵର ତରଫରୁ ଆଶା ସ୍ବେଛାସେବୀ ସଂଗଠନ ଅଧିନରେ ଥିବା ଲକ୍ଷ୍ମୀ ବାସନ୍ତୀ ମୂକ ଓ ବଧିର ସ୍ଵତନ୍ତ୍ର ଆବାସିକ ବିଦ୍ୟାଳୟ , ଏଲିନା ଏଲିଶା ମନସିକ ଅନଗ୍ରସର ବିଦ୍ୟାଳୟ ଏବଂ ଆଶା Physiotherapeutic ସେଣ୍ଟର ରେ ଥିବା ଦିବ୍ୟାଙ୍ଗ ପିଲାମାନଙ୍କୁ ମିଷ୍ଟାନ୍ନ ପ୍ରଦାନ କରିବାସହ ଦିବ୍ୟାଙ୍ଗ ପିଲାମାନଙ୍କୁ ଶୀତ ବସ୍ତ୍ର (କମ୍ବଳ) ପ୍ରଦାନ କରିଥିବାରୁ ଆମ ଆଶା ସ୍ବେଛାସେବୀ ସଂଗଠନ ପରିବାର ତରଫରୁ ଢେର୍ ସାରା ଭଲପାଇବା ଓ ଆଶୀର୍ବାଦ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ମଙ୍ଗଳ କାମନା କରୁଅଛୁ। 🙏

10/12/2022

ଆଜି ତା ୧୦.୧୨.୨୦୨୨ରିଖ ଆଡଭୋକେଟ୍ ବିନୟ କେତନ ପରିଡ଼ା ଏବଂ ଧର୍ମପତ୍ନୀ ଅନିତା ପରିଡ଼ା, ବାଲେଶ୍ଵର ତରଫରୁ ଆଶା ସ୍ବେଛାସେବୀ ସଂଗଠନ ଅଧିନରେ ଥିବା ଲକ୍ଷ୍ମୀ ବାସନ୍ତୀ ମୂକ ଓ ବଧିର ସ୍ଵତନ୍ତ୍ର ଆବାସିକ ବିଦ୍ୟାଳୟ , ଏଲିନା ଏଲିଶା ମନସିକ ଅନଗ୍ରସର ବିଦ୍ୟାଳୟ ଏବଂ ଆଶା Physiotherapeutic ସେଣ୍ଟର ରେ ଥିବା ଦିବ୍ୟାଙ୍ଗ ପିଲାମାନଙ୍କୁ ମିଷ୍ଟାନ୍ନ ପ୍ରଦାନ କରିବାସହ ଦିବ୍ୟାଙ୍ଗ ପିଲାମାନଙ୍କୁ ଶୀତ ବସ୍ତ୍ର (କମ୍ବଳ) ପ୍ରଦାନ କରିଥିବାରୁ ଆମ ଆଶା ସ୍ବେଛାସେବୀ ସଂଗଠନ ପରିବାର ତରଫରୁ ଢେର୍ ସାରା ଭଲପାଇବା ଓ ଆଶୀର୍ବାଦ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ମଙ୍ଗଳ କାମନା କରୁଅଛୁ। 🙏

ଆଜି ଶ୍ରୀ ସତ୍ୟସାଇ ସେବା ସମିତି , ବାଲେଶ୍ଵର ତରଫରୁ  ଆଶା ସ୍ବେଛାସେବୀ ସଂଗଠନ ଅଧିନରେ ଥିବା ଲକ୍ଷ୍ମୀ ବାସନ୍ତୀ ମୂକ ଓ ବଧିର ଆବାସିକ ବିଦ୍ୟାଳ...
20/11/2022

ଆଜି ଶ୍ରୀ ସତ୍ୟସାଇ ସେବା ସମିତି , ବାଲେଶ୍ଵର ତରଫରୁ ଆଶା ସ୍ବେଛାସେବୀ ସଂଗଠନ ଅଧିନରେ ଥିବା ଲକ୍ଷ୍ମୀ ବାସନ୍ତୀ ମୂକ ଓ ବଧିର ଆବାସିକ ବିଦ୍ୟାଳୟ ଏବଂ ଏଲିନା ଏଲିଶା ମନସିକ ଅନଗ୍ରସର ବିଦ୍ୟାଳୟ ରେ ଦିବ୍ୟାଙ୍ଗ ପିଲାମାନଙ୍କୁ ଟିଫିନ୍ ପ୍ରଦାନ କରିବାସହ ସତ୍ୟସାଇ ବାବାଙ୍କ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ଆୟୋଜନ କରି ପିଲାମାନଙ୍କୁ ବିଭୁତି ପ୍ରଦାନ କରିଥଲେ ।

28/09/2022
ସ୍ଵୟଂ ସହାୟିକା ଗୋଷ୍ଠୀ ର ଫିନାଇଲ ପ୍ରଶିକ୍ଷଣGRLTP Programme for women S. H. G. Menbers supported by NABARD, Organized by ASHA
28/09/2022

ସ୍ଵୟଂ ସହାୟିକା ଗୋଷ୍ଠୀ ର ଫିନାଇଲ ପ୍ରଶିକ୍ଷଣ

GRLTP Programme for women S. H. G. Menbers supported by NABARD,
Organized by ASHA

25/09/2022

International Deaf week 2022

𝐖𝐨𝐫𝐥𝐝 𝐒𝐈𝐆𝐍 𝐋𝐀𝐍𝐆𝐔𝐀𝐆𝐄 𝐃𝐚𝐲 𝙲𝚎𝚕𝚎𝚋𝚛𝚊𝚝𝚎𝚍 𝚋𝚢 𝐋𝐀𝐗𝐌𝐈 𝐁𝐀𝐒𝐀𝐍𝐓𝐈 𝐒𝐏𝐄𝐂𝐈𝐀𝐋 𝐒𝐂𝐇𝐎𝐎𝐋 𝐅𝐎𝐑 𝐇𝐈  𝚊𝚝 𝙰𝚂𝙷𝙰 𝚌𝚊𝚖𝚙𝚘𝚞𝚜, 𝚂𝚊𝚗𝚊𝚔𝚑𝚞𝚍𝚒, 𝙱𝚊𝚜𝚝𝚊, 𝙱𝚊𝚕𝚊𝚜𝚘𝚛𝚎. ...
23/09/2022

𝐖𝐨𝐫𝐥𝐝 𝐒𝐈𝐆𝐍 𝐋𝐀𝐍𝐆𝐔𝐀𝐆𝐄 𝐃𝐚𝐲 𝙲𝚎𝚕𝚎𝚋𝚛𝚊𝚝𝚎𝚍 𝚋𝚢 𝐋𝐀𝐗𝐌𝐈 𝐁𝐀𝐒𝐀𝐍𝐓𝐈 𝐒𝐏𝐄𝐂𝐈𝐀𝐋 𝐒𝐂𝐇𝐎𝐎𝐋 𝐅𝐎𝐑 𝐇𝐈 𝚊𝚝 𝙰𝚂𝙷𝙰 𝚌𝚊𝚖𝚙𝚘𝚞𝚜, 𝚂𝚊𝚗𝚊𝚔𝚑𝚞𝚍𝚒, 𝙱𝚊𝚜𝚝𝚊, 𝙱𝚊𝚕𝚊𝚜𝚘𝚛𝚎. 𝚆𝚒𝚝𝚑 𝚝𝚑𝚎 𝙲𝚘-𝙾𝚛𝚍𝚒𝚗𝚊𝚝𝚒𝚘𝚗 𝚘𝚏 sᴛᴀғғ ᴏғ ᴛʜᴇ ʟ.ʙ sᴘᴄʟ sᴄʜᴏᴏʟ ғᴏʀ ʜɪ , ᴀʟɪɴᴀ ᴀʟɪsʜᴀ sᴄʜᴏᴏʟ ғᴏʀ ᴍ. ʀ 𝓪𝓷𝓭 ᴀsʜᴀ ᴘʜʏsɪᴏᴛʜᴇʀᴀᴘᴇᴜᴛɪᴄ ᴄᴇɴᴛᴇʀ ᴏʀɢᴀɴɪsᴇᴅ ʙʏ 🅐🅢🅗🅐 .

Dt-23.09.2022

https://youtu.be/iMjdNSflTpU
15/08/2022

https://youtu.be/iMjdNSflTpU

ଆଶା ସେଛା ସେବି ସଂଗଠନ ଲକ୍ଷ୍ମୀ ବାସନ୍ତି ମୂକ ବଧିର ସ୍ବତନ୍ତ୍ର ଆବାଶିକ ବିଦ୍ଯାଳୟରେ ୭୫ତମ ସ୍ବାଧିନତା ଦିବସ ପାଳିତ

Flag hosting for AAZADI KA AMRIT MAHATSOV 2022 in L. B. SPL. School for Hearing Impaired organised by ASHA , Sanakhudi, ...
13/08/2022

Flag hosting for AAZADI KA AMRIT MAHATSOV 2022 in L. B. SPL. School for Hearing Impaired organised by ASHA , Sanakhudi, Mathani, Basta, Balasore.

Address

Basta
Balasore
756029

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm
Sunday 9am - 5pm

Telephone

+917978361128

Alerts

Be the first to know and let us send you an email when ASHA Association for Social Health Advancement posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ASHA Association for Social Health Advancement:

Share