Adarsha Juba Parishad, Soro, Balasore

Adarsha Juba Parishad, Soro, Balasore ଆଦର୍ଶ ଯୁବ ପରିଷଦ ସବୁବେଳେ ଅସହାୟଙ୍କ ସେବାରେ.. 🙏🙏🙏

 #ଆଦର୍ଶ_ଯୁବ_ପରିଷଦ ତରଫରୁ ପରିଷଦର  #ମମତା  #ମାଆଙ୍କ  #ଏକାଦଶ କର୍ମରେ ସଦସ୍ୟ ସଦସ୍ୟା ମାନଙ୍କ ଦ୍ୱାରା  #ଶୋକସଭା.. 🙏🙏🙏 ଆମ ପରିଷଦର ମମତା ମ...
22/03/2026

#ଆଦର୍ଶ_ଯୁବ_ପରିଷଦ ତରଫରୁ ପରିଷଦର #ମମତା #ମାଆଙ୍କ #ଏକାଦଶ କର୍ମରେ ସଦସ୍ୟ ସଦସ୍ୟା ମାନଙ୍କ ଦ୍ୱାରା #ଶୋକସଭା.. 🙏🙏🙏
ଆମ ପରିଷଦର ମମତା ମାଆଙ୍କ ଏକାଦଶାହ କର୍ମରେ ପରିଷଦର ପ୍ରତେକ ସଦସ୍ୟ ସଦସ୍ୟା ମାନଙ୍କ ଦ୍ୱାରା ମାଆଙ୍କ ସୋର ପୌରପାଳିକା ଅନ୍ତର୍ଗତ ବଢ଼େଇସାହି ସ୍ଥିତ ବାସଭବନରେ ଉପସ୍ଥିତ ରହି ମାଆଙ୍କ ସ୍ମୃତି ଚାରଣ କରିଥିଲେ।🙏

*ଓଁ ଶାନ୍ତି ଜୟ ଜଗନ୍ନାଥ*🙏🙏🙏





 #ନିସ୍ଵାର୍ଥପର ସେବାକାର୍ଯ୍ୟ ପାଇଁ  #ସମ୍ମାନିତ ହେଲେ  #ଆଦର୍ଶ  #ଯୁବ  #ପରିଷଦ🙏🙏🙏    &  ଆନନ୍ତପୁରର ପ୍ରତିଷ୍ଠିତ କାଂଶବାଂଶ ମହୋତ୍ସବ -୨୦୨...
20/03/2026

#ନିସ୍ଵାର୍ଥପର ସେବାକାର୍ଯ୍ୟ ପାଇଁ #ସମ୍ମାନିତ ହେଲେ #ଆଦର୍ଶ #ଯୁବ #ପରିଷଦ🙏🙏🙏
&
ଆନନ୍ତପୁରର ପ୍ରତିଷ୍ଠିତ କାଂଶବାଂଶ ମହୋତ୍ସବ -୨୦୨୬" ଅବସରରେ ଆଦର୍ଶ ଯୁବ ପରିଷଦର ନିସ୍ଵାର୍ଥପର ସେବାକାର୍ଯ୍ୟ ପାଇଁ ସମ୍ମାନିତ କରିଛନ୍ତି..... ଏହା ପରିଷଦ ପାଇଁ ଏକ କେବଳ ସମ୍ମାନିତ ନୁହଁ, ଆଗକୁ ସେବାକାର୍ଯ୍ୟରେ ବଡ଼ିବା ପାଇଁ ଏକ ପ୍ରେରଣାର ଉତ୍ସ....ସେଥିପାଇଁ କାଂଶବାଂଶ ମହୋତ୍ସବ ପରିବାରର ସମସ୍ତ ସଦସ୍ୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏 ଏହି ସମ୍ମାନ ଆମ ଆଦର୍ଶ ଯୁବ ପରିଷଦର ପ୍ରତେକ ତ୍ୟାଗପୂତ ସଦସ୍ୟ ଯେଉଁ ମାନେ ଦିନରାତି ଏକ କରି ଲଗାତାର ଛଅ ବର୍ଷ ପରିଷଦକୁ ସେବା କାର୍ଯ୍ୟ କ୍ଷେତ୍ରରେ ଓଡ଼ିଶାରେ ଆଗ ଧାଡିରେ ପହଞ୍ଚାଇଥିବାରୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ.. ଜୟ ଜଗନ୍ନାଥ 🙏🙏🙏💐💐💐❤️❤️❤️
#ଆଦର୍ଶ_ଯୁବ_ପରିଷଦ



13/03/2026

#ଆଦର୍ଶ_ଯୁବ_ପରିଷଦ ତରଫରୁ ଅଶ୍ରୁଳ #ଶ୍ରଦ୍ଧାଞ୍ଜଳି 🙏🙏🙏
&
Courtesy Singer - Cosonu Nigam

ଚିର ନିଦ୍ରାରେ ଆଦର୍ଶ ଯୁବ ପରିଷଦର ମାଆ ତଥା ସୋର ମ୍ୟୁନିସପାଲିଟିର ସ୍ୱଚ୍ଛ ସାଥି ମମତା ଦାସ 😭😭😭
ମମତା ଆଉ ନାହାନ୍ତି ଆଦର୍ଶ ଯୁବ ପରିଷଦର ମାଆ ମମତା ମାଆ ତଥା ସୋର ମ୍ୟୁନିସପାଲିଟିରେ କାର୍ଯ୍ୟରତ ସ୍ୱଚ୍ଛ ସାଥି ପ୍ଲାଣ୍ଟ ମ୍ୟାନେଜର ମମତା ଦାସ ୧୨ ମାର୍ଚ୍ଚ ୨୦୨୬ ଗୁରୁବାର ଭୋର ୦୩. ୫୦ ମିନିଟରେ କର୍କଟ ରୋଗରେ ଚିକିତ୍ସିତି ଅବସ୍ଥାରେ ସବୁ ଦିନ ପାଇଁ ଛାଡ଼ି ଚାଲିଯାଇଛନ୍ତି।ଆଦର୍ଶ ଯୁବ ପରିଷଦ ପାଇଁ ଏ ଅପୂରଣୀୟ କ୍ଷତି କାରଣ ସେ ସତରେ ଥିଲେ ମମତା ତାଙ୍କ ସ୍ନେହ ତାଙ୍କ ଭଲପାଇବା କେହି କେବେ ଦେଇ ପାରିବେ ନାହିଁ #ହସ୍ପିଟାଲ ବେଡ଼ରେ ଥାଇ ସବୁ ମାସ ଆଦର୍ଶ ଯୁବ ପରିଷଦରେ ନିଜର ସହଭାଗିତାକୁ ଭୁଲି ନ ଥିଲେ କେବେ ବି ସତରେ ଆପଣ ଆଦର୍ଶ ପାଇଁ ଜଣେ ଆଦର୍ଶ ମମତା ମାଆ ଯାହାଙ୍କୁ ଈଶ୍ୱର ତାଙ୍କ ପାଖକୁ ନେଇଗଲେ ଆପଣଙ୍କ ତ୍ୟାଗ ଭଲପାଇବା ସବୁବେଳେ ମନେ ରଖିବ ଆଦର୍ଶ ଯୁବ ପରିଷଦ ଶେଷରେ ଆପଣ ଯେଉଁଠି ଥାନ୍ତୁ #ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତିରେ ରଖନ୍ତୁ 🙏🙏🙏
ଜୟ ଜଗନ୍ନାଥ 🙏🙏🙏














ଚିର ନିଦ୍ରାରେ ଆଦର୍ଶ ଯୁବ ପରିଷଦର ମାଆ ତଥା ସୋର ମ୍ୟୁନିସପାଲିଟିର ସ୍ୱଚ୍ଛ ସାଥି ମମତା ଦାସ 😭😭😭ମମତା ଆଉ ନାହାନ୍ତି ଆଦର୍ଶ ଯୁବ ପରିଷଦର ମାଆ ମ...
12/03/2026

ଚିର ନିଦ୍ରାରେ ଆଦର୍ଶ ଯୁବ ପରିଷଦର ମାଆ ତଥା ସୋର ମ୍ୟୁନିସପାଲିଟିର ସ୍ୱଚ୍ଛ ସାଥି ମମତା ଦାସ 😭😭😭

ମମତା ଆଉ ନାହାନ୍ତି ଆଦର୍ଶ ଯୁବ ପରିଷଦର ମାଆ ମମତା ମାଆ ତଥା ସୋର ମ୍ୟୁନିସପାଲିଟିରେ କାର୍ଯ୍ୟରତ ସ୍ୱଚ୍ଛ ସାଥି ପ୍ଲାଣ୍ଟ ମ୍ୟାନେଜର ମମତା ଦାସ ୧୨ ମାର୍ଚ୍ଚ ୨୦୨୬ ଗୁରୁବାର ଭୋର ୦୩. ୫୦ ମିନିଟରେ କର୍କଟ ରୋଗରେ ଚିକିତ୍ସିତି ଅବସ୍ଥାରେ ସବୁ ଦିନ ପାଇଁ ଛାଡ଼ି ଚାଲିଯାଇଛନ୍ତି।ଆଦର୍ଶ ଯୁବ ପରିଷଦ ପାଇଁ ଏ ଅପୂରଣୀୟ କ୍ଷତି କାରଣ ସେ ସତରେ ଥିଲେ ମମତା ତାଙ୍କ ସ୍ନେହ ତାଙ୍କ ଭଲପାଇବା କେହି କେବେ ଦେଇ ପାରିବେ ନାହିଁ ହସ୍ପିଟାଲ ବେଡ଼ରେ ଥାଇ ସବୁ ମାସ ଆଦର୍ଶ ଯୁବ ପରିଷଦରେ ନିଜର ସହଭାଗିତାକୁ ଭୁଲି ନ ଥିଲେ କେବେ ବି ସତରେ ଆପଣ ଆଦର୍ଶ ପାଇଁ ଜଣେ ଆଦର୍ଶ ମମତା ମାଆ ଯାହାଙ୍କୁ ଈଶ୍ୱର ତାଙ୍କ ପାଖକୁ ନେଇଗଲେ ଆପଣଙ୍କ ତ୍ୟାଗ ଭଲପାଇବା ସବୁବେଳେ ମନେ ରଖିବ ଆଦର୍ଶ ଯୁବ ପରିଷଦ ଶେଷରେ ଆପଣ ଯେଉଁଠି ଥାନ୍ତୁ ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତିରେ ରଖନ୍ତୁ 🙏🙏🙏
ଜୟ ଜଗନ୍ନାଥ 🙏🙏🙏










Big shout out to my newest top fans! 💎 Soubhagya Mishra, Rabindra Nayak, Pramila Rout, Asit Sahu, Dibyaranjan SahooDrop ...
28/02/2026

Big shout out to my newest top fans! 💎 Soubhagya Mishra, Rabindra Nayak, Pramila Rout, Asit Sahu, Dibyaranjan Sahoo

Drop a comment to welcome them to our community,

24/02/2026

ଅଜଣା ପିଲାକୁ #ଉଦ୍ଧାର କରି #ସୋର #ଥାନାରେ ଜିମା ଦେଲେ #ଆଦର୍ଶ_ଯୁବ_ପରିଷଦ
ଗତକାଲି ରାତିରେ ପରିଷଦର ସକ୍ରିୟ ସଦସ୍ୟ ହରି ଭାଇ କାନାରା ବ୍ୟାଙ୍କ ନିକଟରୁ ଏହି ପିଲାଟିକୁ ଉଦ୍ଧାର କରିଥିଲେ। ଏ ବିଷୟରେ ନିଜ ଫେସବୁକ ଆଇଡିରେ ପୋଷ୍ଟ କରିଥିଲେ। ପରବର୍ତୀ ମୁହୂର୍ତରେ ପିଲାଟିକୁ ନେବାକୁ କେହି ନ ଆସିବାରୁ ଆଦର୍ଶ ଯୁବ ପରିଷଦ ମାଧ୍ୟମରେ ସୋର ପୋଲିସକୁ ହସ୍ତାନ୍ତର କରିଥିଲେ। ଏହି ମହାନତା ପାଇଁ ହରି ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
୍ନାଥ🙏🙏🙏






26/01/2026

୭୭ ତମ #ସାଧାରଣତନ୍ତ୍ର_ଦିବସ ପାଳନ କଲେ #ଆଦର୍ଶ_ଯୁବ_ପରିଷଦ
ଆଜି ଏହି ପବିତ୍ର ଦିନରେ ଆଦର୍ଶ ଯୁବ ପରିଷଦ ତରଫରୁ ସାଧାରଣତନ୍ତ୍ର ଦିବସ ପାଳନ କରା ଯାଇଅଛି। ପରିଷଦର ଅଧକ୍ଷ ପତ୍ରୀ ସାର ପତାକା ଉତ୍ତୋଳନ କରିଥିଲେ ଏବଂ ଏଥିରେ ପରିଷଦର ସମସ୍ତ ସଦସ୍ୟ ଓ ସଦସ୍ୟା ସହଯୋଗ କରିଥିଲେ। ପରିଷଦ ତରଫରୁ ସହଯୋଗ କରିଥିବା ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କୁ ଅଶେଷ ଅଶେଷ ଧନ୍ୟବାଦ।.. 🙏
Adarsha Juba Parishad, Soro, Balasore
Adarsha Juba Parishad Soro
୍ନାଥ 🙏🙏🙏















26/01/2026

#ଆଦର୍ଶ_ଯୁବ_ପରିଷଦ ର #ସଭାପତି ପୃଥିବୀ ଭାଇଙ୍କ ଦ୍ୱାରା ସାଧାରଣତନ୍ତ୍ର ଦିବସରେ ଭାଷଣ.. 🙏
Adarsha Juba Parishad, Soro, Balasore





#ସାଧାରଣତନ୍ତ୍ର_ଦିବସ

25/01/2026

#ଆଦର୍ଶ_ଯୁବ_ପରିଷଦ ମାଧ୍ୟମରେ ହସ୍ପିଟାଲ ସେବା କାର୍ଯ୍ୟକ୍ରମରେ ସୋର ବ୍ରହ୍ମପୁର ସ୍ଥିତ " #ଯୁବ_ସ୍ୱାଭିମାନ_ବ୍ରହ୍ମପୁର_ସଂଗଠନ"ର ସଦସ୍ୟ ମାନେ #ସହାୟତା କରିଥିଲେ। ସମସ୍ତ ଭାଇ ମାନଙ୍କୁ ପରିଷଦ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ 🙏🙏🙏
#ଜୟ #ଜଗନ୍ନାଥ 🙏🙏🙏











Address

Soro
Balasore
756045

Telephone

+918249702070

Website

Alerts

Be the first to know and let us send you an email when Adarsha Juba Parishad, Soro, Balasore posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Adarsha Juba Parishad, Soro, Balasore:

Share