14/08/2026
ପୁଣିଥରେ ଫେରୁଛି Helping Society Balasore 🤝
ଦୀର୍ଘ ୫ ବର୍ଷ ଧରି ନିଃସ୍ୱାର୍ଥ ଭାବେ ଲୋକଙ୍କ ସେବାରେ ନିୟୋଜିତ ଥିବା ହେଲପିଙ୍ଗ ସୋସାଇଟି କିଛିଦିନର ବିରତି ପରେ ଏବେ
ନୂଆ ରୂପ,ନୂଆ ଚିନ୍ତାଧାରା ଓ ନୂଆ ଉତ୍ସାହ ସହ ପୁଣିଥରେ ଆପଣମାନଙ୍କ ପାଖକୁ ଫେରୁଛି।
ସେବାର ସଂକଳ୍ପ ସେଇ,କେବଳ ଆମର ପ୍ରୟାସ ହେବ ଆହୁରି ବଡ଼। 🙏💙
ଖୁବ୍ ଶୀଘ୍ର….ଏକ ନୂଆ ଅଧ୍ୟାୟର ଆରମ୍ଭ... 🎊