Utkal Youth Social Workers

Utkal Youth Social Workers "YOUTH FOR DEVELOPMENT" . NUMBER OF YOUTHS JOINTS THEIR HANDS TOGETHER FOR THE BETTERMENT OF OUR SOC

ସଂଗଠନର ସକ୍ରିୟ ସଦସ୍ୟ କାଲି ପାଇଁ ଶକ୍ତି  ଯୋଗାଡ କରିବା ସମୟରେ - ସମୟ ରାତ୍ର -୩:୩୦
06/12/2025

ସଂଗଠନର ସକ୍ରିୟ ସଦସ୍ୟ କାଲି ପାଇଁ ଶକ୍ତି ଯୋଗାଡ କରିବା ସମୟରେ - ସମୟ ରାତ୍ର -୩:୩୦

Utkal youth social workers group ର ଷଷ୍ଠ ବାର୍ଷିକ ଉତ୍ସବ ପାଳନ ତା 7/12/25 ରିଖ ଦିନ ଅନୁଷ୍ଠିତ ହେବ ସମସ୍ତଙ୍କୁ ଅନୁରୋଧ ସମସ୍ତେ ଉକ୍ତ ...
03/12/2025

Utkal youth social workers group ର ଷଷ୍ଠ ବାର୍ଷିକ ଉତ୍ସବ ପାଳନ ତା 7/12/25 ରିଖ ଦିନ ଅନୁଷ୍ଠିତ ହେବ
ସମସ୍ତଙ୍କୁ ଅନୁରୋଧ ସମସ୍ତେ ଉକ୍ତ ଦିନ ଉପସ୍ଥିତ ରହି ପ୍ରୋଗ୍ରାମ କୁ ସଫଳତାର ସହ ସମ୍ପାଦନ କରିବେ

ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଉତ୍କଳ ସଂଗଠନ ତାର 5th annual day ଅବସର ରେ 7/8/24 ରିଖ ଦିନ ଉତ୍କଳ ମେଧାବୃତ୍ତି ପୁରସ୍କାର   ସମସ୍ତ ମେମ୍ବର...
07/12/2024

ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଉତ୍କଳ ସଂଗଠନ ତାର 5th annual day ଅବସର ରେ 7/8/24 ରିଖ ଦିନ ଉତ୍କଳ ମେଧାବୃତ୍ତି ପୁରସ୍କାର ସମସ୍ତ ମେମ୍ବର ଓ ଗ୍ରାମବାସୀ ମାନଙ୍କ ସହଯୋଗ ରେ ସଫଳତାର ସହିତ ସମ୍ପାଦନ କଲୁ, ଧନ୍ୟବାଦ 🙏

Utkal Youth Social workers group ତାର ପଞ୍ଚମ ବାର୍ଷିକ ଉତ୍ସବ ରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଛାତ୍ରବୃତ୍ତି ପରୀକ୍ଷା(07/12/24, 10:00...
06/12/2024

Utkal Youth Social workers group ତାର ପଞ୍ଚମ ବାର୍ଷିକ ଉତ୍ସବ ରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଛାତ୍ରବୃତ୍ତି ପରୀକ୍ଷା(07/12/24, 10:00 am) ଓ ବାର୍ଷିକ କ୍ରୀଡା ପ୍ରତିଯୋଗିତା (08/12/24, 7.30am )ରେ ଅନୁଷ୍ଠିତ କରୁଅଛି ତେଣୁ ସେ ଅଞ୍ଚଳର ସମସ୍ତ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଅନୁରୋଧ କି ସେଠାରେ ଉପସ୍ଥିତ ରହି ଉକ୍ତ ପ୍ରୋଗ୍ରାମ ରେ ଭାଗ ନିଅନ୍ତୁ ଏବଂ ଢେର ସାରା ମଜା ନିଅନ୍ତୁ,
ଧନ୍ୟବାଦ 🙏

ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା ଦାନା ର ପ୍ରଭାଵ ରେ ଅନେକ ସ୍ଥାନ ଯଥା ରାସ୍ତାଘାଟ ଓ ଅନେକ ଲୋକଙ୍କ ଘର ଉପରେ ଗଛ ପଡ଼ି ଲୋକଙ୍କ ଯିବାଆସିବା ଓ ରହ...
09/11/2024

ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା ଦାନା ର ପ୍ରଭାଵ ରେ ଅନେକ ସ୍ଥାନ ଯଥା ରାସ୍ତାଘାଟ ଓ ଅନେକ ଲୋକଙ୍କ ଘର ଉପରେ ଗଛ ପଡ଼ି ଲୋକଙ୍କ ଯିବାଆସିବା ଓ ରହିବାରେ ଅସୁବିଧା ହେଉଥିବା ବେଳେ ଉତ୍କଳ ଗ୍ରୁପ ସେଠାରେ ତୁରନ୍ତ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଘର ଉପରେ ପଡ଼ିଥିବା ଗଛ ଓ ରାସ୍ତାରେ ପଡ଼ିଥିବା ଗଛ ଗୋଡ଼ିକୁ ଯଥାସମ୍ଭବ ସଫା କରିଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଲୋକଙ୍କ ଅସୁବିଧାରେ UTKAL YOUTH SOCIAL WORKERS ସଂଗଠନ ଲୋକମାନଙ୍କ ପାଖରେ ଛିଡ଼ାହୋଇ ପାରିଛି । ଯଦି କାମଗୁଡିକ ଭଲଲାଗିଥାଏ comment ମାଧ୍ୟମରେ ଜଣାଇବେ 🙏🙏

Utkal Youth Social WorkersGroup ର 4th Annual day ଅବସରରେ ଆଜି exam କାର୍ଯ୍ୟକ୍ରମ ସମାପ୍ତ ହୋଇଛି
09/12/2023

Utkal Youth Social Workers
Group ର 4th Annual day ଅବସରରେ ଆଜି exam କାର୍ଯ୍ୟକ୍ରମ ସମାପ୍ତ ହୋଇଛି

Utkal Youth Social Workers group ର Annual day ଅବସରରେ ଆଜି exam କରା ଗଲା
09/12/2023

Utkal Youth Social Workers group ର Annual day ଅବସରରେ ଆଜି exam କରା ଗଲା

ଉତ୍କଳ ପରିବାର ର ଚତୁର୍ଥ ବାର୍ଷିକ ଉତ୍ସବ ଉପଲକ୍ଷେ  ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସହିତ ବାଟୀ ପଞ୍ଚାୟତ ରେ ପ୍ରତିବର୍ଷ ଭଳି ...
04/12/2023

ଉତ୍କଳ ପରିବାର ର ଚତୁର୍ଥ ବାର୍ଷିକ ଉତ୍ସବ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସହିତ ବାଟୀ ପଞ୍ଚାୟତ ରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ଯ 08/12/23 ଓ 09/12/23 ରେ ହେବାକୁ ଥିବା ଅନେକ ଗୁଡ଼ିଏ ଉନ୍ନତି ମୂଳକ ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ଯାହାକି:- Utkal stipend exam , sports, shaheed purnachandra award, cultural program, plantation etc ହେବାକୁ ଯାଉଅଛି। ଆମ ଉତ୍କଳ ପାରିବାର ତରଫରୁ ସମସ୍ତଙ୍କୁ ଅନୁରୋଧ କି ସମସ୍ତେ ଉକ୍ତ ଦିନ ଆସି program ରେ ସହଯୋଗ ର ହାତ ବଢ଼ାଇବା ସହିତ ଅଂଶ ଗ୍ରହଣ କରନ୍ତୁ ।
ଉତ୍କଳ ପାରିବାର ଆପଣଙ୍କ ଅପେକ୍ଷାରେ

Address

Balasore
756126

Telephone

+919337072390

Website

Alerts

Be the first to know and let us send you an email when Utkal Youth Social Workers posts news and promotions. Your email address will not be used for any other purpose, and you can unsubscribe at any time.

Share