ABVP Balangir

ABVP Balangir AKhil Bharatiya Vidyarthi Parishad Balangir

ବାବା ସାହେବ ଆମ୍ବେଦକରଙ୍କ ପୁଣ୍ୟତିଥି ଏବଂ ସାମାଜିକ ସଦ୍ଭାବନା ଦିବସ ଅବସରରେ, ବଲାଙ୍ଗିର ABVPର କାର୍ଯ୍ୟକର୍ତ୍ତାମାନେ କଚେରୀ ଛକ ସ୍ଥିତ ବାବା...
06/12/2025

ବାବା ସାହେବ ଆମ୍ବେଦକରଙ୍କ ପୁଣ୍ୟତିଥି ଏବଂ ସାମାଜିକ ସଦ୍ଭାବନା ଦିବସ ଅବସରରେ, ବଲାଙ୍ଗିର ABVPର କାର୍ଯ୍ୟକର୍ତ୍ତାମାନେ କଚେରୀ ଛକ ସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ଦୀପ ପ୍ରଜ୍ଜ୍ୱଳନ କରିଥିଲେ ।

ଅଖିଳ ଭାରତୀୟ ବିତ୍ୟାର୍ଥୀ ପରିଷଦ, ବଲାଙ୍ଗିର ବିଭାଗ ର ବିଭାଗ ଅଭ୍ୟାସ ବର୍ଗ ପ୍ରାନ୍ତ ସଂଗଠନ ସଂପାଦକ ନିକୁଞ୍ଜ ବିହାରୀ ପଣ୍ଡା ଓ ବିଭାଗ ପ୍ରମୁ...
25/11/2025

ଅଖିଳ ଭାରତୀୟ ବିତ୍ୟାର୍ଥୀ ପରିଷଦ, ବଲାଙ୍ଗିର ବିଭାଗ ର ବିଭାଗ ଅଭ୍ୟାସ ବର୍ଗ ପ୍ରାନ୍ତ ସଂଗଠନ ସଂପାଦକ ନିକୁଞ୍ଜ ବିହାରୀ ପଣ୍ଡା ଓ ବିଭାଗ ପ୍ରମୁଖ ରବିନ୍ଦ୍ର କୁମାର ମେହେର ଙ୍କ ଉପସ୍ଥିତି ରେ ସୋନପୁର ଠାରେ ଅନୁଷ୍ଠିତ ହେଇଯାଇଛି।


ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ବିଭାଗ ର ବିଭାଗ ଅଭ୍ୟାସ ବର୍ଗ ଆସନ୍ତା ନଭେମ୍ବର ୨୨,୨୩ ରେ ସାଂସ୍କୃତିକ ବିଭବ, କଳା ର ସହର ସୋନପୁ...
19/11/2025

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ବିଭାଗ ର ବିଭାଗ ଅଭ୍ୟାସ ବର୍ଗ ଆସନ୍ତା ନଭେମ୍ବର ୨୨,୨୩ ରେ ସାଂସ୍କୃତିକ ବିଭବ, କଳା ର ସହର ସୋନପୁର ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି।


ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ନଗର କାର୍ଯ୍ୟକାରିଣୀ ଘୋଷଣା 🚩ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଛାତ୍ର ନେତା Akash Kampa  ନୂତନ ନଗର ...
12/11/2025

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ନଗର କାର୍ଯ୍ୟକାରିଣୀ ଘୋଷଣା 🚩

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଛାତ୍ର ନେତା Akash Kampa ନୂତନ ନଗର ସମ୍ପାଦକ ନିର୍ବାଚିତ ✨

ସହ ସଂପାଦକ ହେଲେ ରାଜିବ ନାଏକ, ଦେବାଶିଷ କଁଅର, ତୁଲସି ସୁନା, ଅଙ୍କିତା ସତପଥି, ସ୍ଵାଧୀନ କୁମ୍ଭାରୀ ✨

ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎉 ✨

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ୨୦୨୫-୨୬ ବର୍ଷ  ପାଇଁ ନବନିର୍ବାଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ପ୍ରଫେସର ରଘୁରାଜ କିଶୋର ତିୱାର...
12/11/2025

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ୨୦୨୫-୨୬ ବର୍ଷ ପାଇଁ ନବନିର୍ବାଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ପ୍ରଫେସର ରଘୁରାଜ କିଶୋର ତିୱାରୀ (ରେୱା, ମଧ୍ୟପ୍ରଦେଶ)ଙ୍କୁ ଏବଂପୁନଃନିର୍ବାଚିତ ଡକ୍ଟର ବୀରେନ୍ଦ୍ର ସିଂହ ସୋଲାଙ୍କି (ଇନ୍ଦୋର, ମଧ୍ୟପ୍ରଦେଶ)ଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ କରାଯାଇଛି ।

ଉଭୟ ପଦାଧିକାରୀ ୨୮-୩୦ ନଭେମ୍ବରରେ ଉତ୍ତରାଖଣ୍ଡର ଡେରାଡୁନରେ ଅନୁଷ୍ଠିତ ହେବାକୁ ଥିବା ୭୧ତମ ଜାତୀୟ ସମ୍ମିଳନୀରେ ସେମାନଙ୍କର ଦାୟିତ୍ୱ ଗ୍ରହଣ କରିବେ।

#୭୧ଷ୍ଟଏବିଭିପିକନଫ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ସଦସ୍ୟତା ଆରମ୍ଭ ହୋଇଯାଇଅଛି।
18/10/2025

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ସଦସ୍ୟତା ଆରମ୍ଭ ହୋଇଯାଇଅଛି।

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର  ତରଫରୁ ବଲାଙ୍ଗିର ସ୍ଥିତ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଶାଖା ର ବିଦ୍ୟାର୍ଥୀ କାର୍ଯ୍ୟକର୍...
23/09/2025

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ବଲାଙ୍ଗିର ସ୍ଥିତ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଶାଖା ର ବିଦ୍ୟାର୍ଥୀ କାର୍ଯ୍ୟକର୍ତ୍ତା ମାନେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ଓ ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଲେଜ ଅଧ୍ୟକ୍ଷଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ କଲେଜ ଅଧ୍ୟକ୍ଷଙ୍କ ଜରିଆରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଅଛି l


14/09/2025
  ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ବଲାଙ୍ଗିର
09/09/2025



ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ବଲାଙ୍ଗିର

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସେପ୍ଟେମ୍ବର ୬ ଓ ୭ ରେ ବଲାଙ୍ଗିର ସ୍ଥିତ ସରସ୍ଵତୀ ...
09/09/2025

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସେପ୍ଟେମ୍ବର ୬ ଓ ୭ ରେ ବଲାଙ୍ଗିର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କଲେଜ ଛକ ବଲାଙ୍ଗିର ଠାରେ କ୍ଷେତ୍ରୀୟ ସଂଗଠନ ସଂପାଦକ ଅପାଶୁଂ ଶେଖରଙ୍କ ଉପସ୍ଥିତ ରେ ଅନୁଷ୍ଠିତ ହୋଇଯାଇଅଛି।



Address

Balangir

Website

Alerts

Be the first to know and let us send you an email when ABVP Balangir posts news and promotions. Your email address will not be used for any other purpose, and you can unsubscribe at any time.

Share