02/09/2026
ଆମର ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ହୋତାଙ୍କୁ ଜନ୍ମଦିନର ଅନେକ ଅନେକ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କର ସୁଦୃଢ଼ ନେତୃତ୍ୱ, ସ୍ନେହ ଓ ପ୍ରେରଣା ସବୁ ବେଲେ ଆମକୁ ସଠିକ୍ ମାର୍ଗ ଦିଏ । ଆଜି ଆମ୍ଭେ ଆପଣଙ୍କ ସୁସ୍ଥ, ସୁଖମୟ ଓ ଦୀର୍ଘ ଜୀବନ କାମନା କରୁଛୁ। Satyanarayan Hota
From - Team Liberation