10/07/2026
ଆସନ୍ତାକାଲି ତା:୧୧-୦୭-୨୦୨୬ ରିଖ ଶନିବାର ଦିନ ସକାଳ ୯ ଘଣ୍ଟା ସମୟରେ ବଲାଙ୍ଗିର ନଗର ସ୍ଥିତ ଇନ୍ଦିରା ନଗର ହନୁମାନ ମନ୍ଦିର ଠାରେ ବିଶ୍ଵହିନ୍ଦୁ ପରିଷଦ ବଜରଙ୍ଗ ଦଳ ବଲାଙ୍ଗିର ତରଫରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହେବ। ଏଣୁ ଏହି ଶିବିରକୁ ବହୁ ସଂଖ୍ୟାରେ ଆସି ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରେଇ ନିଅନ୍ତୁ।
ଜୟ ଶ୍ରୀରାମ🚩