Swabhiman parivar

Swabhiman parivar ଆମର୍ ସ୍ୱାଭିମାନ ଆମର ପରିଚୟ

 #ଆମର୍_ସ୍ବାଭିମାନ_ଆମର୍_ପରିଚୟ ାଁ_ସମ୍‌ଲେଇ ାଁ_ପାଟଣେଶ୍ବରୀ #ରକ୍ତଦାନ_ମହା_ପୁଇନ୍ #ସ୍ବାଭିମାନ_ପରିବାର୍
22/08/2026

#ଆମର୍_ସ୍ବାଭିମାନ_ଆମର୍_ପରିଚୟ
ାଁ_ସମ୍‌ଲେଇ
ାଁ_ପାଟଣେଶ୍ବରୀ
#ରକ୍ତଦାନ_ମହା_ପୁଇନ୍
#ସ୍ବାଭିମାନ_ପରିବାର୍

ଡାକରା ମାତ୍ରକେ ରକ୍ତଦାନ... ଏହା କେବଳ ଦୟା ନୁହେଁ, ଏକ ମହାନ ହୃଦୟର ପରିଚୟ! ଧନ୍ୟବାଦ ନିଶିକାନ୍ତ ରଥ । 🩸ଆମର ସ୍ୱାଭିମାନ ଆମର ପରିଚୟ। #ଆମର୍...
20/08/2026

ଡାକରା ମାତ୍ରକେ ରକ୍ତଦାନ... ଏହା କେବଳ ଦୟା ନୁହେଁ, ଏକ ମହାନ ହୃଦୟର ପରିଚୟ! ଧନ୍ୟବାଦ ନିଶିକାନ୍ତ ରଥ । 🩸
ଆମର ସ୍ୱାଭିମାନ ଆମର ପରିଚୟ

#ଆମର୍_ସ୍ବାଭିମାନ_ଆମର୍_ପରିଚୟ
ାଁ_ସମ୍‌ଲେଇ
ାଁ_ପାଟଣେଶ୍ବରୀ
#ରକ୍ତଦାନ_ମହା_ପୁଇନ୍
#ସ୍ବାଭିମାନ_ପରିବାର୍

ଆଜି ରାତି ପ୍ରାୟ ୧୧:୦୦ ଟା ସମୟରେ ଜଣେ ୧୩ ବର୍ଷର ଶିଶୁଙ୍କୁ ଜରୁରୀକାଳୀନ ପରିସ୍ଥିତିରେ B+ ରକ୍ତର ଆବଶ୍ୟକତା ଥିଲା। ଏହି ଖବର ପାଇବାକ୍ଷଣି 'ସ...
19/08/2026

ଆଜି ରାତି ପ୍ରାୟ ୧୧:୦୦ ଟା ସମୟରେ ଜଣେ ୧୩ ବର୍ଷର ଶିଶୁଙ୍କୁ ଜରୁରୀକାଳୀନ ପରିସ୍ଥିତିରେ B+ ରକ୍ତର ଆବଶ୍ୟକତା ଥିଲା। ଏହି ଖବର ପାଇବାକ୍ଷଣି 'ସ୍ୱାଭିମାନ ପରିବାର' ର ସଦସ୍ୟ ଜ୍ୟୋତି ପ୍ରକାଶ ପଟେଲ ତତ୍ତ୍ୱପରତା ପ୍ରକାଶ କରି ତୁରନ୍ତ ରକ୍ତଦାତାଙ୍କୁ ଯୋଗାଯୋଗ କରିଥିଲେ ଏବଂ ଅଟୋ ଯୋଗେ ରକ୍ତଦାତାଙ୍କୁ ସାଙ୍ଗରେ ଧରି ପାଟଣାଗଡ଼ ରକ୍ତଭଣ୍ଡାର (Blood Bank) ରେ ପହଞ୍ଚିଥିଲେ। ସମୟୋଚିତ ପଦକ୍ଷେପ ଯୋଗୁଁ ରୋଗୀଙ୍କ ଜୀବନ ରକ୍ଷା ହୋଇପାରିଛି।
#ଆମର୍_ସ୍ବାଭିମାନ_ଆମର୍_ପରିଚୟ
ାଁ_ସମ୍‌ଲେଇ
ାଁ_ପାଟଣେଶ୍ବରୀ
#ରକ୍ତଦାନ_ମହା_ପୁଇନ୍
#ସ୍ବାଭିମାନ_ପରିବାର୍

Address

Balangir
767001

Telephone

+917008727979

Website

Alerts

Be the first to know and let us send you an email when Swabhiman parivar posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share