Hind Mazdoor Sabha Athgarh

Hind Mazdoor Sabha Athgarh Official page of Hind Mazdoor Sabha (HMS), Athgarh, Odisha.

ଆଜି ଆଠଗଡ଼ ହିନ୍ଦ୍ ମଜଦୂର ସଭାର ସଦସ୍ୟ ଙ୍କ ଦ୍ଵାରା ୪ଟି ଘୃଣ୍ୟ ଶ୍ରମକୋଡ଼ ବାତିଲ କରିବା ପାଇଁ ଦାବୀ କରାଯାଇଥିଲା। ଏହି ଅବସରରେ ଆଠଗଡ଼ ବିଧାୟ...
02/04/2026

ଆଜି ଆଠଗଡ଼ ହିନ୍ଦ୍ ମଜଦୂର ସଭାର ସଦସ୍ୟ ଙ୍କ ଦ୍ଵାରା ୪ଟି ଘୃଣ୍ୟ ଶ୍ରମକୋଡ଼ ବାତିଲ କରିବା ପାଇଁ ଦାବୀ କରାଯାଇଥିଲା।

ଏହି ଅବସରରେ ଆଠଗଡ଼ ବିଧାୟକ ଶ୍ରୀ Ranendra Pratap Swain ଯୋଗଦେଇ ବିରୋଧକୁ ସଫଳ କରିବାରେ ସାହାଯ୍ୟ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛୁ।

#

Aditya Pratap Swain

ହିନ୍ଦ୍ ମଜଦୁର ସଭା, ଓଡ଼ିଶାର କାର୍ଯ୍ୟରତ ସଭାପତିଙ୍କ  ନେତୃତ୍ୱରେ ଆଜି ଆଠଗଡ଼ ର ବିଭିନ୍ନ ପ୍ଲାଣ୍ଟ ସମ୍ମୁଖରେ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ...
12/02/2026

ହିନ୍ଦ୍ ମଜଦୁର ସଭା, ଓଡ଼ିଶାର କାର୍ଯ୍ୟରତ ସଭାପତିଙ୍କ ନେତୃତ୍ୱରେ ଆଜି ଆଠଗଡ଼ ର ବିଭିନ୍ନ ପ୍ଲାଣ୍ଟ ସମ୍ମୁଖରେ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ ଭାବରେ ରୂପାୟନ କରାଯାଇଛି।

ଏହି ଧର୍ମଘଟରେ ବିଭିନ୍ନ ଦାବି ଯଥା ମାସିକ ୨୬୦୦୦ଟଙ୍କାର ସର୍ବନିମ୍ନ ମଜୁରୀ, ଚାଷୀ ଫସଲ ପାଇଁ MSP ଆଇନ୍ ପ୍ରଣୟନ, ଆଦି ଦାବି ଉପରେ ବ୍ୟାପକ ପ୍ରଚାର ଅଭିଯାନ କରାଯାଇଛି।

#ଶ୍ରମିକଏକତା_ଜିନ୍ଦାବାଦ
#ହିନ୍ଦମଜଦୁରସଭା_ଜିନ୍ଦାବାଦ
#ଇନକିଲାବ_ଜିନ୍ଦାବାଦ

Ranendra Pratap Swain
Aditya Pratap Swain

ଆଜି ହିନ୍ଦ୍ ମଜଦୂର ସଭାର ଦ୍ବାରା ଆଗାମୀ ଫେବୃଆରୀ ୧୨, ୨୦୨୬ ରେ ହେବାକୁ ଥିବା ସର୍ବ ଭାରତୀୟ ସାଧାରଣ ଧର୍ମଘଟ ସମ୍ପର୍କରେ ଏକ ମୋଟସାଇକେଲ ରାଲି...
10/02/2026

ଆଜି ହିନ୍ଦ୍ ମଜଦୂର ସଭାର ଦ୍ବାରା ଆଗାମୀ ଫେବୃଆରୀ ୧୨, ୨୦୨୬ ରେ ହେବାକୁ ଥିବା ସର୍ବ ଭାରତୀୟ ସାଧାରଣ ଧର୍ମଘଟ ସମ୍ପର୍କରେ ଏକ ମୋଟସାଇକେଲ ରାଲି କରାଯାଇଛି।

ଆଠଗଡ଼ ହିନ୍ଦ୍ ମଜଦୂର ସଭା ପକ୍ଷରୁ ମାନ୍ୟବର ବିଧାୟକ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଉପସ୍ଥିତିରେ ଆଜିର ଏହି ରାଳି କରାଯାଇଛି।

#ଶ୍ରମିକଏକତା_ଜିନ୍ଦାବାଦ
#ହିନ୍ଦମଜଦୁରସଭା_ଜିନ୍ଦାବାଦ
#ଇନକିଲାବ_ଜିନ୍ଦାବାଦ

Ranendra Pratap Swain

ହିନ୍ଦ୍ ମଜଦୁର ସଭା, ଆଠଗଡ଼ ଦ୍ବାରା ଆଗାମୀ ଫେବୃଆରୀ ୧୨,୨୦୨୬ ରେ ଦେଶ ବ୍ୟାପୀ ସାଧାରଣ ଧର୍ମଘଟ ଆୟୋଜିତ ହେବାକୁ ଯାଇଛି। ଏହି ଧର୍ମଘଟରେ ବିଭିନ...
10/02/2026

ହିନ୍ଦ୍ ମଜଦୁର ସଭା, ଆଠଗଡ଼ ଦ୍ବାରା ଆଗାମୀ ଫେବୃଆରୀ ୧୨,୨୦୨୬ ରେ ଦେଶ ବ୍ୟାପୀ ସାଧାରଣ ଧର୍ମଘଟ ଆୟୋଜିତ ହେବାକୁ ଯାଇଛି।

ଏହି ଧର୍ମଘଟରେ ବିଭିନ୍ନ ଦାବି ଯଥା ମାସିକ ୨୬୦୦୦ଟଙ୍କାର ସର୍ବନିମ୍ନ ମଜୁରୀ, ଚାଷୀ ଫସଲ ପାଇଁ MSP ଆଇନ୍ ପ୍ରଣୟନ, ଆଦି ଦାବି ଉପରେ ବ୍ୟାପକ ପ୍ରଚାର ଅଭିଯାନ କରାଯିବ।

#ଶ୍ରମିକଏକତା_ଜିନ୍ଦାବାଦ
#ହିନ୍ଦମଜଦୁରସଭା_ଜିନ୍ଦାବାଦ
#ଇନକିଲାବ_ଜିନ୍ଦାବାଦ

Ranendra Pratap Swain
Aditya Pratap Swain

ହିନ୍ଦ ମଜଦୁର ସଭା, ଓଡ଼ିଶାର ଆଠଗଡ଼ ଏନଏସି ସଭାପତି ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ବିୟୋଗରେ ଆଠଗଡ଼ ହିନ୍ଦ୍ ମଜଦୂର ସଭା ତରଫରୁ ଅଶ୍ରୁଳ ଶ୍ରଦ୍ଧ...
27/01/2026

ହିନ୍ଦ ମଜଦୁର ସଭା, ଓଡ଼ିଶାର ଆଠଗଡ଼ ଏନଏସି ସଭାପତି ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ବିୟୋଗରେ ଆଠଗଡ଼ ହିନ୍ଦ୍ ମଜଦୂର ସଭା ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।

ତାଙ୍କ ଅବଦାନ ଶ୍ରମିକମାନଙ୍କ ପାଇଁ ଓ ଆହୁରି ବହୁତ ଲୋକମାନଙ୍କ ପାଇଁ ମାର୍ଗଦର୍ଶକ ହୋଇ ରହିବ।

ତାଙ୍କ ଅମର ଆତ୍ମାର ସଦଗତି ପାଇଁ କାମନା ମଧ୍ୟ କରୁଛୁ। #ଓଁମ_ଶାନ୍ତି




Ranendra Pratap Swain

୭୭ତମ ଗଣତନ୍ତ୍ର ଦିବସରେ, ଆଜି ଆଠଗଡ଼ ହିନ୍ଦ୍ ମଜଦୁର ସଭା ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ସଭାପତି ଶ୍ରୀ ଆଦିତ୍ୟ ପ୍ରତାପ ସ୍ଵା...
26/01/2026

୭୭ତମ ଗଣତନ୍ତ୍ର ଦିବସରେ, ଆଜି ଆଠଗଡ଼ ହିନ୍ଦ୍ ମଜଦୁର ସଭା ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ସଭାପତି ଶ୍ରୀ ଆଦିତ୍ୟ ପ୍ରତାପ ସ୍ଵାଇଁ ଯୋଗଦେଇ, ଜାତୀୟ ପତାକା ଉତ୍ତୋଳନ କରୁଛନ୍ତି।

ଏହି କାର୍ଯ୍ୟକ୍ରମରେ ଆଠଗଡ଼ ସ୍ୱଚ୍ଛ ସାଥୀ, ସ୍ୱଚ୍ଛ କର୍ମୀ ଓ ସଫେଇ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Wishing everyone a very Happy Republic Day. May our great nation continue to prosper and shine with the light of freedom...
26/01/2026

Wishing everyone a very Happy Republic Day. May our great nation continue to prosper and shine with the light of freedom and democracy.

ଇଂରାଜୀ ନବ ବର୍ଷ ୨୦୨୬ ଉପଲକ୍ଷେ ସମସ୍ତଙ୍କୁ ନୂତନବର୍ଷର ଶୁଭକାମନା। ଏହି ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସ୍ୱାସ୍ଥ୍ୟ, ସୁଖ, ସମୃଦ୍ଧି ଓ ସଫଳତା ...
01/01/2026

ଇଂରାଜୀ ନବ ବର୍ଷ ୨୦୨୬ ଉପଲକ୍ଷେ ସମସ୍ତଙ୍କୁ ନୂତନବର୍ଷର ଶୁଭକାମନା। ଏହି ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସ୍ୱାସ୍ଥ୍ୟ, ସୁଖ, ସମୃଦ୍ଧି ଓ ସଫଳତା ଆଣିଦେଉ।



21/12/2025
    Ranendra Pratap Swain Aditya Pratap Swain
01/12/2025




Ranendra Pratap Swain
Aditya Pratap Swain

ଆଠଗଡ଼ ହିନ୍ଦ୍ ମଜଦୂର ସଭାର ଯୁବ ସଦସ୍ୟମାନଙ୍କ ଦ୍ବାରା ଆଜି କଟକ ଠାରେ କେନ୍ଦ୍ର ସରକାରଙ୍କ ଶ୍ରମ ସଂହିତାର ପ୍ରଚଳନ ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ...
26/11/2025

ଆଠଗଡ଼ ହିନ୍ଦ୍ ମଜଦୂର ସଭାର ଯୁବ ସଦସ୍ୟମାନଙ୍କ ଦ୍ବାରା ଆଜି କଟକ ଠାରେ କେନ୍ଦ୍ର ସରକାରଙ୍କ ଶ୍ରମ ସଂହିତାର ପ୍ରଚଳନ ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।


Ranendra Pratap Swain
Aditya Pratap Swain

ମେହେତର ସଂଘ ଦ୍ୱାରା କଟକ ଠାରେ ଆଜି ହିନ୍ଦ୍ ମଜଦୂର ସଭାର ରାଜ୍ୟ ସଭାପତି ସ୍ୱର୍ଗତଃ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ଏହ...
31/10/2025

ମେହେତର ସଂଘ ଦ୍ୱାରା କଟକ ଠାରେ ଆଜି ହିନ୍ଦ୍ ମଜଦୂର ସଭାର ରାଜ୍ୟ ସଭାପତି ସ୍ୱର୍ଗତଃ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଶୋକସଭା ଅନୁଷ୍ଠିତ ହୋଇଯାଇଛି।

ଏହି ଶୋକ ସଭାରେ କୃଷ୍ଣ ଚନ୍ଦ୍ରଙ୍କ ସହ ଜଡ଼ିତ ଥିବା ବିଭିନ୍ନ ନେତୃବୃନ୍ଦ ଯୋଗଦେଇ ତାଙ୍କ ସ୍ମୃତିଚାରଣ କରିଥିଲେ।



#ଓଁମ_ଶାନ୍ତି
Ranendra Pratap Swain
Aditya Pratap Swain

Address

Athagarh
754029

Website

Alerts

Be the first to know and let us send you an email when Hind Mazdoor Sabha Athgarh posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Hind Mazdoor Sabha Athgarh:

Share

Category