Haridapadar youth Society

Haridapadar youth Society ହରିଡା ପଦର ର ସଂସ୍କୃତି ,ପରମ୍ପରା ଓ ବିକାଶ କୁ ଆଗକୁ ନେବା ନିମନ୍ତେ ହରିଡା ପଦର ଯୁବକ ମାନଙ୍କ ମିଳିତ ପ୍ରୟାସ ।।।।।

we are youth organisation continuously work for development of our village & Keep alive our rich traditions & customs..

15/09/2026

ବଡ଼ ସାହି ଗଣେଶ ମଣ୍ଡପ.....

ଶ୍ରୀମଦ ଭାଗବତ କଥା ମୃତ...୨ୟ ଦିବସ..... #ଓଁ ଭଗବତେ ବାସୁଦେବାୟ ନମଃ.....
06/09/2026

ଶ୍ରୀମଦ ଭାଗବତ କଥା ମୃତ...

୨ୟ ଦିବସ.....
#ଓଁ ଭଗବତେ ବାସୁଦେବାୟ ନମଃ.....

06/09/2026

ଆମ ଗାଁ ରେ ଗତକାଲି ଠାରୁ ସପ୍ତ ଦିବସ ଶ୍ରୀମଦ ଭାଗବତ ପଠନ କାଯ୍ୟକ୍ରମ ଆୟୋଜିତ ହେଉଅଛି...

ଆପଣ ସମସ୍ତେ ସଂଧ୍ୟା ୭ଘଟିକା ସମୟରେ ଉପସ୍ଥିତ ରହି ଭଗବତ ଆରାଧନା ରେ ଲୀନ ହୁଅନ୍ତୁ..

କାଯ୍ୟକ୍ରମ ବିବରଣୀ.
🕛 ସଂଧ୍ୟା ୭ଘଟିକା
📌ରାଧା କୃଷ୍ଣ ମନ୍ଦିର ସମ୍ମୁଖ
ହରିଡ଼ା ପଦର

08/08/2026
17/07/2026

ଜୟ ଜଗନ୍ନାଥ ସ୍ୱାମୀ....
ନୟନ ପଥ ଗାମି
ଭବ ତୁମେ.....

02/07/2026

ହରେ କୃଷ୍ଣ ହରେ ରାମ
ହରେ ହରେ....

12/06/2026

ବାରହା ଆତଙ୍କ....

12/06/2026

ଆମ ଗାଁ ରେ ଜଙ୍ଗଲୀ ବାରହା ଆତଙ୍କ.....

Address

Haridapadar
Aska
761111

Telephone

9776119896

Website

Alerts

Be the first to know and let us send you an email when Haridapadar youth Society posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share