Sathee Parivar

Sathee Parivar A society for nature conservation & lending a helping hand to the neglected forest dwellers.

Mission snakebite death free State -  “60th   mitigation & Snake conservation awareness programme” Venue - Conference Ha...
13/06/2026

Mission snakebite death free State -
“60th mitigation & Snake conservation awareness programme”
Venue - Conference Hall, Tikarapada Range Office.
Date - 12.06.2026
Major Discussion & aware to the frontline staffs of Tikarapada WL Range on Snakebite Mitigation, Snakebite first aid, Snakebite symptoms, Snake Identify (Venomous or non venomous) and role of snakes in ecological balance.

Heartfelt thanks to the Range Officer Sir & all the FD Staff of Tikarapada Range for giving us this opportunity.



Special Relief Commissioner, Odisha

କିଛି ବର୍ଷ ପୂର୍ବରୁ ଏହି କଣ୍ଟାଜାତୀୟ ଫଳ/ କୋଳି ଗଛଟି ଅନୁଗୋଳର ଅନେକ ସ୍ଥାନରେ ଥିଲା,  #କଟକୀ_କଇଁଆ ବୋଲି କୁହନ୍ତି (ସ୍ଥାନୀୟ ନାମ) -   । ଛ...
06/06/2026

କିଛି ବର୍ଷ ପୂର୍ବରୁ ଏହି କଣ୍ଟାଜାତୀୟ ଫଳ/ କୋଳି ଗଛଟି ଅନୁଗୋଳର ଅନେକ ସ୍ଥାନରେ ଥିଲା, #କଟକୀ_କଇଁଆ ବୋଲି କୁହନ୍ତି (ସ୍ଥାନୀୟ ନାମ) - । ଛୋଟ ବେଳେ ଅନେକ ଜଣ ନିଶ୍ଚୟ ଖାଇଥିବେ । କଣ୍ଟାଜାତୀୟ ଗଛ ହେତୁ ଏହାକୁ ବାଡ ଭାବେ ମଧ୍ଯ ବ୍ଯବହାର କରାଯାଏ । ଏବେ କିନ୍ତୁ ଏତେ ମାତ୍ରାରେ ନାହିଁ, କିଛି ଗାଁରେ ହୁଏତ ଥିବ । #କଟକୀ_କଇଁଆ ଫଳ ମଣିଷ ସମେତ ପକ୍ଷୀମାନଂକର ପ୍ରିୟ । ତେଣୁ ବୁଡି ଯାଉଥିବା ଏହି ଗଛର ପୁନଃରୁଦ୍ଧାର ପାଇଁ #ହୀରାକୁଦରୁ କିଛି ମଂଜି ସଂଗ୍ରହ କରି #ସାଥୀ_ନର୍ସରୀରେ ଚାରା ପ୍ରସ୍ତୁତ କରାଯାଇଥିଲା, ସୌଭାଗ୍ଯକୁ ସମସ୍ତ (ପ୍ରାୟ ୨୦୦) ମଂଜିଗୁଡିକ ଗଜା ହୋଇ ଚାରାରେ ପରିଣତ ହୋଇଛି । ଆଗାମୀ ବର୍ଷା ଦିନରେ - ଯେଉଁ ଗାଁରେ ଏହି ଗଛ ନାହିଁ, ସେହି ଗାଁ ଗୁଡିକରେ ଏହି #କଟକୀ_କଇଁଆ ଚାରା ରୋପଣ କରାଯିବାର ଯୋଜନା ଅଛି ଏବଂ ଆଗାମୀ ବର୍ଷ ୫୦୦୦ #କଟକୀ_କଇଁଆ ଚାରା ପ୍ରସ୍ତୁତ କରି ଅନୁଗୋଳର ପ୍ରତି ଗାଁକୁ ରୋପଣ ପାଇଁ ବଣ୍ଟା ଯିବ ।

“Local plant species conservation is vital for healthy biodiversity”

SATHEE for

ସାବଧାନ ସାବଧାନ ସାବଧାନ ସତର୍କ ରୁହନ୍ତୁ, ବଡ ବିପଦରୁ ରକ୍ଷା ପାଆନ୍ତୁ।
29/05/2026

ସାବଧାନ ସାବଧାନ ସାବଧାନ
ସତର୍କ ରୁହନ୍ତୁ, ବଡ ବିପଦରୁ ରକ୍ଷା ପାଆନ୍ତୁ।

SAVE PALM 🌴TREES
24/05/2026

SAVE PALM 🌴TREES

23/05/2026
INTERNATIONAL BIODIVERSITY DAY.MEDIA COVERAGE. 💚🌍
23/05/2026

INTERNATIONAL BIODIVERSITY DAY.
MEDIA COVERAGE. 💚🌍

ଆମ ଡେରଜାଂଗ ହେଉଛି ଏକ ଜୈବ ପରିସଂସ୍ଥା ଏବଂ ଅନୁଗୋଳ ସହରବାସୀଂକ ପାନୀୟ ଜଳର ମୁଖ୍ଯ ଉତ୍ସ ହେଉଛି ଡେରଜାଂଗ ଜଳଭଣ୍ଡାର । ଏଣୁ ଡେରଜାଂଗର ଜଳଜ ଜୈ...
22/05/2026

ଆମ ଡେରଜାଂଗ ହେଉଛି ଏକ ଜୈବ ପରିସଂସ୍ଥା ଏବଂ ଅନୁଗୋଳ ସହରବାସୀଂକ ପାନୀୟ ଜଳର ମୁଖ୍ଯ ଉତ୍ସ ହେଉଛି ଡେରଜାଂଗ ଜଳଭଣ୍ଡାର । ଏଣୁ ଡେରଜାଂଗର ଜଳଜ ଜୈବବିବିଧତାକୁ ପ୍ଲାଷ୍ଟିକମୁକ୍ତ ରଖିବା ଆମ ସମସ୍ତଂକ ଦାୟିତ୍ବ ।

ପ୍ରକୃତି ମାଆ ପ୍ରତି କର୍ତ୍ତବ୍ଯ ସମ୍ପାଦନ କରିବା ପାଇଁ #ସାଥୀ_ପରିବାର ସହ ଯୋଡି ହୁଅନ୍ତୁ ।

“It is our responsibility to keep DERJANG plastic free”

22/05/2026

21/05/2026

SATHEE for  ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ  #ସାଥୀ_ପରିବାର ସର୍ବଦା ସମର୍ପିତ । ବିଲୁପ୍ତ ହେବାକୁ ଥିବା ଅନୁଗୋଳର କିଛି ସ୍ଥାନୀ...
21/05/2026

SATHEE for

ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ #ସାଥୀ_ପରିବାର ସର୍ବଦା ସମର୍ପିତ । ବିଲୁପ୍ତ ହେବାକୁ ଥିବା ଅନୁଗୋଳର କିଛି ସ୍ଥାନୀୟ ପ୍ରଜାତି ଗଛର ପୁନଃରୁଦ୍ଧାର ପାଇଁ ୫୦୦ ଟି ଚାରା ପ୍ରସ୍ତୁତ କରାଗଲା । ଆଗାମୀ ବର୍ଷା ଦିନରେ ଏସବୁ ଚାରାକୁ ଉପଯୁକ୍ତ ସ୍ଥାନରେ ରୋପଣ କରାଯିବ ।

“Local plant species conservation is vital for healthy biodiversity”

Address

GANDHI MARG
Anugul

Telephone

+919438075686

Website

Alerts

Be the first to know and let us send you an email when Sathee Parivar posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Sathee Parivar:

Share