BJYM Redhakhol

BJYM Redhakhol Voice of the youth, vision for a stronger India. Building tomorrow’s leaders with today’s vision

07/10/2026
28/09/2026

ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବିଧାନସଭା ଅନ୍ତର୍ଗତ ୱେଲକମ୍ ରିସର୍ଟ ଠାରେ ଆୟୋଜିତ ‘ମନ କି ବାତ’ କାର୍ଯ୍ୟକ୍ରମରେ ଯୋଗଦେଲି।
‎
‎ଏହି ଅବସରରେ ମାନ୍ୟବର କ୍ୟାବିନେଟ୍ ମନ୍ତ୍ରୀ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ ଶ୍ରୀ Krushna Chandra Patra, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ Sarada Prasad Satpathy ଭାଇ, ସମ୍ବଲପୁର ଜିଲ୍ଲା ପ୍ରଭାରୀ ଶ୍ରୀ Kalandi Samal ଭାଇ, ଜିଲ୍ଲା ସଭାପତି ଶ୍ରୀ Ram Chandra Meher ଭାଇ, ରେଙ୍ଗାଲି ର ପୂର୍ବତନ ବିଧାୟକ ଶ୍ରୀ Nauri Nayak ଭାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ସବିତା ନନ୍ଦଙ୍କ ସମେତ ଜିଲ୍ଲାର ବରିଷ୍ଠ ପଦାଧିକାରୀ ଓ ବହୁ ଦେବାତୁଲ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।
‎
‎ମନ କି ବାତ’ ମାଧ୍ୟମରେ ମାନନୀୟ ପ୍ରଧାନମନ୍ତ୍ରୀଜୀଙ୍କ ପ୍ରେରଣାଦାୟୀ ବାର୍ତ୍ତା ଶୁଣିବା ସହ ରାଷ୍ଟ୍ର ନିର୍ମାଣରେ ଆମ ସମସ୍ତଙ୍କ ଭୂମିକା ଓ ଦାୟିତ୍ୱକୁ ଆହୁରି ସୁଦୃଢ଼ କରିବାର ସଂକଳ୍ପ ନେଲୁ।

21/09/2026

Address

Sambalpur

Website

Alerts

Be the first to know and let us send you an email when BJYM Redhakhol posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share