Paradip College Alumni Association

Paradip College Alumni Association Welcome to the Paradip College Alumni Association!

Connecting Generations of Excellence,
Our alumni association serves as a bridge between past and present, fostering lifelong connections among graduates of Paradip College.

03/06/2026
ସୁନାମଧନ୍ୟ  ଓଡ଼ିଆ ବାରିଷ୍ଟର, ସାମାଜିକ ସଂସ୍କାରକ ତଥା ଓଡିଶା ଏକୀକରଣ ଆନ୍ଦୋଳନର ଅଗ୍ରଣୀ ବ୍ୟକ୍ତି ତଥା ଓଡ଼ିଶାର କୁଳ ବୃଦ୍ଧ ଓ ଗର୍ବ ଶ୍ରୀଯୁ...
28/04/2026

ସୁନାମଧନ୍ୟ ଓଡ଼ିଆ ବାରିଷ୍ଟର, ସାମାଜିକ ସଂସ୍କାରକ ତଥା ଓଡିଶା ଏକୀକରଣ ଆନ୍ଦୋଳନର ଅଗ୍ରଣୀ ବ୍ୟକ୍ତି ତଥା ଓଡ଼ିଶାର କୁଳ ବୃଦ୍ଧ ଓ ଗର୍ବ ଶ୍ରୀଯୁକ୍ତ ମଧୁସୂଦନ ଦାସଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ଜଣାଉଛୁ କୋଟି ପ୍ରଣାମ

🌍 The Earth is the foundation of all life, and collective action is essential to ensure a green, sustainable, and resili...
22/04/2026

🌍 The Earth is the foundation of all life, and collective action is essential to ensure a green, sustainable, and resilient future.
Let us commit to being true guardians of nature—adopting eco-friendly practices and working together for the environmental progress of our nation. 🌱💚
— Paradeep College Alumni Association

National Civil Services Day 🌟Paradip College Alumni AssociationCelebrating the spirit of service and dedication that dri...
21/04/2026

National Civil Services Day 🌟
Paradip College Alumni Association
Celebrating the spirit of service and dedication that drives our nation forward 🇮🇳
Viksit Bharat – Citizen-Centric Governance & Development at the Last Mile
Let’s work together to ensure development reaches every citizen, everywhere.

ମନେ ପଡନ୍ତି  ଆକାଶର ନାୟକ,ପ୍ରବାଦ ପୁରୁଷ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ |
17/04/2026

ମନେ ପଡନ୍ତି ଆକାଶର ନାୟକ,ପ୍ରବାଦ ପୁରୁଷ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ |

Celebrating the Birth Anniversary of Dr Bhimrao Ramji Ambedkar, Father of Indian Constitution.
14/04/2026

Celebrating the Birth Anniversary of Dr Bhimrao Ramji Ambedkar, Father of Indian Constitution.

ପଣା ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି ଆଣି ଦେଉ କୋଟି କୋଟି ଓଡ଼ିଆଙ୍କ ମନରେ ନବ ବର୍ଷର ଆଶା ଓ  ଉନ୍ମାଦନା |
14/04/2026

ପଣା ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି ଆଣି ଦେଉ କୋଟି କୋଟି ଓଡ଼ିଆଙ୍କ ମନରେ ନବ ବର୍ଷର ଆଶା ଓ ଉନ୍ମାଦନା |

🩸 ସଫଳ ରକ୍ତଦାନ ଶିବିର 🩸ଅତ୍ୟନ୍ତ ଆନନ୍ଦ ଓ ଗର୍ବର ସହିତ ଜଣାଯାଉଛି ଯେ,ଆମ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିର ସଫଳତାର ସହିତ ସମ୍ପନ୍ନ ହୋଇଛି। ❤️...
12/04/2026

🩸 ସଫଳ ରକ୍ତଦାନ ଶିବିର 🩸
ଅତ୍ୟନ୍ତ ଆନନ୍ଦ ଓ ଗର୍ବର ସହିତ ଜଣାଯାଉଛି ଯେ,
ଆମ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିର ସଫଳତାର ସହିତ ସମ୍ପନ୍ନ ହୋଇଛି। ❤️
ଏହି ମହତ୍ କାର୍ଯ୍ୟକ୍ରମରେ
Youth Red Cross, NSS Paradip College
ଏବଂ
ପାରାଦୀପ କଲେଜ ଆଲୁମ୍ନାଇ ଆସୋସିଏସନ
ଙ୍କ ସହଯୋଗ ଓ ସମନ୍ୱୟରେ ଆୟୋଜିତ ହୋଇଥିଲା।
🙏 ସମସ୍ତ ରକ୍ତଦାତା, ସେବାଭାବୀ ସଭ୍ୟମାନେ ଓ ସହଯୋଗୀମାନଙ୍କୁ ଆମର ଅନ୍ତରିକ ଧନ୍ୟବାଦ।
ଆପଣମାନଙ୍କର ଏହି ଛୋଟ ପଦକ୍ଷେପ
ଅନେକ ଜୀବନକୁ ନୂତନ ଆଶା ଦେଇଛି।
👉 ଆସନ୍ତୁ, ଆଗାମୀ ଦିନରେ ମଧ୍ୟ ଏଭଳି ସେବାମୂଳକ କାର୍ଯ୍ୟରେ ଏକତ୍ର ହେବା।
#ରକ୍ତଦାନ #ଜୀବନଦାନ
AMA Gaurav AMA College

Address

Nuabazar, Dist. Jagatsinghpur, Near Light House, Odisha
Paradeep
754142

Alerts

Be the first to know and let us send you an email when Paradip College Alumni Association posts news and promotions. Your email address will not be used for any other purpose, and you can unsubscribe at any time.

Share