Debashis Dash ମାର୍ଶାଘାଇ ପରିବାର

Debashis Dash ମାର୍ଶାଘାଇ ପରିବାର ନମ୍ର, ଉଚ୍ଚଶିକ୍ଷିତ, ନିସ୍ୱାର୍ଥପର ସେବା ମନୋଭାବ।People over Party|🎯ମହାକାଳପଡ଼ା |ମୁଁ ନୁହେଁ ଆମେ |

 #କେନ୍ଦ୍ରାପଡା  #ଜିଲ୍ଲା  ଆମ ନିର୍ବାଚନ ମଣ୍ଡଳୀ, ମହାକାଳପଡ଼ା ବ୍ଲକ, ଖରିନାସି ଉଚ୍ଚ ବିଦ୍ୟାଳୟର ଛାତ୍ର ଶ୍ରୀମାନ ଦେବଦର୍ଶୀ ମଣ୍ଡଳ ଚଳିତ ବର...
02/05/2026

#କେନ୍ଦ୍ରାପଡା #ଜିଲ୍ଲା
ଆମ ନିର୍ବାଚନ ମଣ୍ଡଳୀ, ମହାକାଳପଡ଼ା ବ୍ଲକ, ଖରିନାସି ଉଚ୍ଚ ବିଦ୍ୟାଳୟର ଛାତ୍ର ଶ୍ରୀମାନ ଦେବଦର୍ଶୀ ମଣ୍ଡଳ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୭୧ ନମ୍ବର ଅଧିକାର କରି ଜିଲ୍ଲା ଟପ୍ପର ହୋଇଥିବାରୁ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
ଆମ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଦରିଆ ରାମଚଣ୍ଡୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସଦା, ସର୍ବଦା ରହିଥାଉ ଏବଂ ଆପଣଙ୍କ ଜୀବନର ଚଲାପଥ କୁସୁମିତ ହେଉ ଏହା ହିଁ କାମନା କରୁଛି।

Address

Ichhapur
Kendrapara
754211

Website

Alerts

Be the first to know and let us send you an email when Debashis Dash ମାର୍ଶାଘାଇ ପରିବାର posts news and promotions. Your email address will not be used for any other purpose, and you can unsubscribe at any time.

Share