Gopabandhusevasangathan

Gopabandhusevasangathan It's a Voluntary Organization to help really needy, poor and neglected people etc.

ଗୋପବନ୍ଧୁ ସେବା ସଂଗଠନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପୂର୍ଣ୍ଣ ନିଆରା। ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜରେ ଘଟୁଥିବା ଅନ୍ୟାୟ, ଦୁର୍ନୀତି, କୁସଂସ୍କାର ବିରୁଦ୍ଧରେ ସ୍ବରଉୋଳନ କରିବା ସହିତ ଅବହେଳିତ, ନିଷ୍ପେସିତ ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରୁ ନ ଥିବା ଲୋକଙ୍କ ସହ ଛିଡ଼ା ହେବା। ଅନେକ ସଚେତନଧର୍ମି କାର୍ଯ୍ୟ ଯଥା ନିଶା ନିବାରଣ, ଶିକ୍ଷା ଉପରେ ଗୁରୁତ୍ୱ, ନାରୀ ଶିକ୍ଷା, ରକ୍ତ ଦାନ ଶିବିର, ମାଗଣା ଚିିିକିତ୍ସା, ଦରିଦ୍ର ନାରାୟଣ ସେବା ଇତ୍ୟାଦି ଅନେକ କାର୍ଯ୍

ୟ ଆମ ସଂଗଠନ ପରିସରଭୁକ୍ତ କରିଛୁ। ଆହୁରିମଧ୍ୟ ଯଦି କୌଣସି ପିଲାର ପାଠ ପଢ଼ିବାର କିଛି ଭିତ୍ତିଭମିର ଅଭାବ ରହିଛି। ତାହାମଧ୍ୟ ଆମ୍ଭେ ଯଥାସାଧ୍ୟ ଯୋଗାଇ ଦେବୁ। ଯଦି ଆପଣଙ୍କ ନଜରରେ କେହି ନିହାତି ଗରିବ, ବାସହୀନ ଓ ଅସହାୟ ଅଛନ୍ତି ଏବଂ ସେ ନିହାତି ଦୁଃଖରେ କାଳାତିପାତ କରୁଛନ୍ତି କିମ୍ୱା ମେଡିକାଲ୍ ଯାଇପାରୁନାହାନ୍ତି। ଆପଣମାନେ ଆମ ସଂଗଠନକୁ ଯୋଗଗୋଗ କରୁନ୍ତୁ ଏବଂ ଆମର ଅନୁସନ୍ଧାନକାରୀ ଦଳ ପହଞ୍ଚି ସତ୍ୟାସତ୍ୟ ଜାଣିବା ପରେ ସଂଗଠନ ସମସ୍ତ ପ୍ରକାର ସହାୟତା ଯଥାସାଧ୍ୟ କରିବାକୁ ଚେଷ୍ଟା କରିବ।
ଯୋଗାଗୋଗ -
ରଞ୍ଜନ କୁମାର ସେଠୀ 9937888714
ସନ୍ତୋଷ ଖଟୁଆ 9938039797
ଦୀପକ କୁମାର ନାୟକ 9937436867
ସର୍ବେଶ୍ଵର ଦାସ 9437000064
ସୌମେନ୍ଦ୍ର ସେଠୀ 9937793088
ରଶ୍ମିକାନ୍ତ୍ ବସନ୍ତିଆ 9776200322
ଜଗନ୍ନାଥ ଦାସ 9090819756

Address

At-Madhusudanpur, Mangarjpur G. P. Block-Marshaghai
Kendrapara District
754140

Alerts

Be the first to know and let us send you an email when Gopabandhusevasangathan posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Gopabandhusevasangathan:

Shortcuts

Share