Odisha Mining Workers Union

Odisha Mining Workers Union Sanskar in values, Seva in action, Sangathan in strength — committed for Welfare, Safety, and Rights of the Workforce ~ Odisha Mining Workers Union

କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଗ୍ରାମରେ ସ୍ଵର୍ଗତ ପ୍ରତାପ କୁମାର ପଣ୍ଡାଙ୍କ ଏକାଦଶାହ କ୍ରିୟାରେ OMWU ର ସଭାପତି Sabyasachi Balsamant ଯୋଗ...
27/08/2026

କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଗ୍ରାମରେ ସ୍ଵର୍ଗତ ପ୍ରତାପ କୁମାର ପଣ୍ଡାଙ୍କ ଏକାଦଶାହ କ୍ରିୟାରେ OMWU ର ସଭାପତି Sabyasachi Balsamant ଯୋଗଦାନ କରି ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ସ୍ମୃତି ଚାରଣ କଲେ ଏବଂ ପରିବାରବର୍ଗଙ୍କ ସହ ଭାବାତ୍ମକ ବାର୍ତ୍ତାଳାପ କଲେ।

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ତଥା ବଡ଼ ଭାଇ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି...
27/08/2026

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ତଥା ବଡ଼ ଭାଇ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି OMWU ର ସଭାପତି Sabyasachi Balsamant।
ସ୍ନେହ, ପ୍ରେମ, ବିଶ୍ୱାସ ଏବଂ ସୁରକ୍ଷାର ପ୍ରତୀକ ଏହି ପବିତ୍ର ଉତ୍ସବ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ଆହୁରି ମଧୁର ଓ ସୁଦୃଢ଼ କରୁ। ଏହି ଶୁଭ ଅବସରରେ ପ୍ରଭୁ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ଆପଣ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟରେ ପରିପୂର୍ଣ୍ଣ ହେଉ, ଏହା ହିଁ ଆମର ପ୍ରାର୍ଥନା।

26/08/2026

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଙ୍ଗରକୋଟା ଗ୍ରାମପଞ୍ଚାୟତ, ଆମ୍ପୋର ଗ୍ରାମର ଶ୍ରୀଯୁକ୍ତ ଚିନ୍ତାମଣି ରାଉତଙ୍କ ପୁତ୍ର ଶ୍ରୀ ପ୍ରମୋଦ ରାଉତଙ୍କ ବିୟୋଗ ଖବର ଶୁଣି OMWU ର ସଭାପତି ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି।

ଏହି ଦୁଃଖଦ ସମୟରେ ସେ ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କଲେ ଏବଂ ଅନ୍ତିମ ସଂସ୍କାର ସମୟରେ ନିଜର ଅର୍ଘ୍ୟ ଅର୍ପଣ କଲେ।

ଓଁ ଶାନ୍ତି 🙏।

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିଙ୍ଗଲ ଗ୍ରାମପଞ୍ଚାୟତ, ରଗଡ଼ି ଗ୍ରାମର ଶ୍ରୀ ବସନ୍ତ ବାରିକଙ୍କ ପୂଜ୍ୟ ପିତା ସ୍ବର୍ଗତ ଲକ୍ଷ୍ମୀଧର ବାର...
26/08/2026

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିଙ୍ଗଲ ଗ୍ରାମପଞ୍ଚାୟତ, ରଗଡ଼ି ଗ୍ରାମର ଶ୍ରୀ ବସନ୍ତ ବାରିକଙ୍କ ପୂଜ୍ୟ ପିତା ସ୍ବର୍ଗତ ଲକ୍ଷ୍ମୀଧର ବାରିକଙ୍କ ଏକାଦଶାହ କ୍ରିୟାରେ OMWU ର ସଭାପତି Sabyasachi Balsamant ଯୋଗଦାନ କରି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପରିବାରବର୍ଗଙ୍କ ସହ ଆତ୍ମୀୟ ପୂର୍ଣ୍ଣ ବାର୍ତ୍ତାଳାପ କଲେ।

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିଙ୍ଗଲ ଗ୍ରାମପଞ୍ଚାୟତ ରଗଡ଼ି ଗ୍ରାମର ଶ୍ରୀ ଆମ୍ବୁଜ ସହୂଙ୍କ ମାତା ଶ୍ରୀମତୀ ଶୁକ ସହୂଙ୍କ ଦେହାନ୍ତ ଖବ...
26/08/2026

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିଙ୍ଗଲ ଗ୍ରାମପଞ୍ଚାୟତ ରଗଡ଼ି ଗ୍ରାମର ଶ୍ରୀ ଆମ୍ବୁଜ ସହୂଙ୍କ ମାତା ଶ୍ରୀମତୀ ଶୁକ ସହୂଙ୍କ ଦେହାନ୍ତ ଖବର ଶୁଣି OMWU ର ସଭାପତି Sabyasachi Balsamant ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସ୍ଵର୍ଗବାସ ନିମିତ୍ତ କାମନା କଲେ।
ଓଁ ଶାନ୍ତି 🙏।

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯଖପୁରା ଗ୍ରାମପଞ୍ଚାୟତ,ଯଖପୁରା ଗ୍ରାମର ଶ୍ରୀଯୁକ୍ତ ରବୀନ୍ଦ୍ର ବେହେରାଙ୍କ ଧର୍ମ ପତ୍ନୀଙ୍କ ଦେହାନ୍ତ ଖ...
26/08/2026

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯଖପୁରା ଗ୍ରାମପଞ୍ଚାୟତ,ଯଖପୁରା ଗ୍ରାମର ଶ୍ରୀଯୁକ୍ତ ରବୀନ୍ଦ୍ର ବେହେରାଙ୍କ ଧର୍ମ ପତ୍ନୀଙ୍କ ଦେହାନ୍ତ ଖବର ଶୁଣି OMWU ର ସଭାପତି Sabyasachi Balsamant ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ।
ଏହି ଦୁଃଖଦ ସମୟରେ ସେ ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସ୍ଵର୍ଗବାସ ନିମିତ୍ତ କାମନା କଲେ।

ଓଁ ଶାନ୍ତି 🙏।

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯଖପୁରା ଗ୍ରାମପଞ୍ଚାୟତ,ଯଖପୁରା ଗ୍ରାମର ଶ୍ରୀଯୁକ୍ତ କାର୍ତ୍ତିକ ବେହେରାଙ୍କ ପୁତ୍ରଙ୍କ ଦେହାନ୍ତ ଖବର ଶ...
26/08/2026

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯଖପୁରା ଗ୍ରାମପଞ୍ଚାୟତ,ଯଖପୁରା ଗ୍ରାମର ଶ୍ରୀଯୁକ୍ତ କାର୍ତ୍ତିକ ବେହେରାଙ୍କ ପୁତ୍ରଙ୍କ ଦେହାନ୍ତ ଖବର ଶୁଣି OMWU ର ସଭାପତି Sabyasachi Balsamant ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ।
ଏହି ଦୁଃଖଦ ସମୟରେ ସେ ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସ୍ଵର୍ଗବାସ ନିମିତ୍ତ କାମନା କଲେ।
ଓଁ ଶାନ୍ତି 🙏।

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଙ୍ଗରକୋଟା ଗ୍ରାମପଞ୍ଚାୟତ, ଆମ୍ପୋର ଗ୍ରାମର ଶ୍ରୀଯୁକ୍ତ ଚିନ୍ତାମଣି ରାଉତଙ୍କ ପୁତ୍ର ଶ୍ରୀ ପ୍ରମୋଦ ର...
26/08/2026

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଙ୍ଗରକୋଟା ଗ୍ରାମପଞ୍ଚାୟତ, ଆମ୍ପୋର ଗ୍ରାମର ଶ୍ରୀଯୁକ୍ତ ଚିନ୍ତାମଣି ରାଉତଙ୍କ ପୁତ୍ର ଶ୍ରୀ ପ୍ରମୋଦ ରାଉତଙ୍କ ବିୟୋଗ ଖବର ଶୁଣି OMWU ର ସଭାପତି Sabyasachi Balsamant ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି।

ଏହି ଦୁଃଖଦ ସମୟରେ ସେ ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କଲେ ଏବଂ ଅନ୍ତିମ ସଂସ୍କାର ସମୟରେ ନିଜର ଅର୍ଘ୍ୟ ଅର୍ପଣ କଲେ।
ଓଁ ଶାନ୍ତି 🙏।

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଛିପୁରା ଗ୍ରାମପଞ୍ଚାୟତ, ନଛିପୁରା ଗ୍ରାମର ସ୍ଵର୍ଗତ ମାଧବାନନ୍ଦ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ...
26/08/2026

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଛିପୁରା ଗ୍ରାମପଞ୍ଚାୟତ, ନଛିପୁରା ଗ୍ରାମର ସ୍ଵର୍ଗତ ମାଧବାନନ୍ଦ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ OMWU ର ସଭାପତି Sabyasachi Balsamant ତାଙ୍କ ବାସଭବନରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପରିବାରବର୍ଗଙ୍କ ସହ ବାର୍ତ୍ତାଳାପ କଲେ।

Address

Sukinda, Odisha
Jajpur
755018

Alerts

Be the first to know and let us send you an email when Odisha Mining Workers Union posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category