Sivananda Club

Sivananda Club ଶିବାନନ୍ଦ କ୍ଲବ୍
ଫେରୋକ୍ରୋମ୍ କଲୋନୀ ଗେଟ
ବ୍ୟାସନଗର
ଯାଜପୁର ରୋଡ, ଯାଜପୁର

Sivananda Club is created by Youngsters from Ferrochrome area and focused on social development.

ଆମ କ୍ଲବ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ମନିସ କୁମାର ଲେଙ୍କା(ଛୋଟୁ ଭାଈ) ଙ୍କୁ କମ୍ବଳ ବଣ୍ଟନ ପାଇଁ ସାହାଯ୍ୟ ର ହାତ ବଢ଼େଇଥିବାରୁ l କାଲି ରାତିରେ...
10/01/2026

ଆମ କ୍ଲବ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ମନିସ କୁମାର ଲେଙ୍କା(ଛୋଟୁ ଭାଈ) ଙ୍କୁ କମ୍ବଳ ବଣ୍ଟନ ପାଇଁ ସାହାଯ୍ୟ ର ହାତ ବଢ଼େଇଥିବାରୁ l କାଲି ରାତିରେ ବ୍ୟାସନଗର ଅଞ୍ଚଳରେ ରାସ୍ତାକଡ଼, ଦୋକାନ ଷ୍ଟେସନ ମାନଙ୍କରେ ଖୋଲା ଆକାଶ ତଳେ ଓ ରାତ୍ରିଯାପନ କରୁଥିବା ଲୋକ ମାନଙ୍କୁ ଆମ କ୍ଲବ ତରଫରୁ କମ୍ବଳ ବଣ୍ଟନ କରାଗଲା l
Lenka

Address

Ferrochrome Colony Gate
Jajapur Road
755020

Alerts

Be the first to know and let us send you an email when Sivananda Club posts news and promotions. Your email address will not be used for any other purpose, and you can unsubscribe at any time.

Share