14/04/2025
ହରିଜନ ସାମାଜର ବୀର ପୁରୁଷ ଭାରତ ରତ୍ନ ଡଃ ବି. ଆର୍. ଆମ୍ବେଦକରଙ୍କ ଜୟନ୍ତୀ ଏବଂ ହିନ୍ଦୁ ଧର୍ମର ହିନ୍ଦୁ ନବବର୍ଷ ତଥା ହନୁମାନ ଜୟନ୍ତୀ ପାଳନ ଅବସରରେ କିଛି ଛବି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରିୟ ନେତା ଶ୍ରି ଶିବପ୍ରସାଦ ଗଉଡ ମହୋଦୟ, ଉପାଧ୍ୟକ୍ଷ ଗୁଣୁପୁର ପୌର ପରିଷଦ, ଗୁଣୁପୁର, ଆୟାଜିତ ସ୍ତାନ ଗାନ୍ଧୀ ନଗର ରେଲି ସାହି, ଗୁଣୁପୁର । ଜୟ ଭିମ ✊ 🙏 ଜୟ ଭାରତ 🫡 ଜୟ ରେଲି 💪