08/07/2026
ସମସ୍ତଙ୍କୁ ନମସ୍କାର 🙏
ଆଶା କୁଶଳ ରେ ଥାଇ ରାଷ୍ଟ୍ର କାର୍ଯ୍ୟ ରେ ବ୍ୟସ୍ତ ଥିବେ । ଆସନ୍ତା କାଲି ଅର୍ଥାତ୍ ତା - ୦୯ ଜୁଲାଇ ୨୦୨୬ ରିଖ ବୁଧବାର ଦିନ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ତଥା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ୭୮ ତମ ସ୍ଥାପନା ଦିବସ ଅବସରରେ ବଂଶଧାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ସକାଳ ଘ. ୮.୦୦ ସମୟରେ ପରିଷଦ ପତାକା ଉତ୍ତୋଳନ ଏବଂ ବୃକ୍ଷ ରୋପଣ କରିବାର ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କୁ ଅନୁରୋଧ ଠିକ୍ ସମୟରେ ପହଞ୍ଚି କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିବା ହେବେ ।
ଆପଣଙ୍କ ଅପେକ୍ଷାରେ :
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଗୁଣପୁର