Seva hi Ishwar

Website

Seva hi Ishwar Contact information, map and directions, contact form, opening hours, services, ratings, photos, videos and announcements from Seva hi Ishwar, Non-Governmental Organization (NGO), Cuttack.

30/08/2026

ଆଜିର ଆମ ସେବା ହିଁ ଈଶ୍ୱର ଫାଉଣ୍ଡେସନ ର କାର୍ଯ୍ୟକ୍ରମ କଟକ ଜିଲ୍ଲା କଣ୍ଟାପଡା ବ୍ଲକ ର ଚିତଳ ଗ୍ରାମରେ ଗୋଟେ ଅସହ୍ୟ ପରିବାରଙ୍କ ପାଖରେ ଆମ ସକ୍ଷମ ଅନୁସାରେ ୧ ମାସ ର ରାସନ ଯୋଗେଇଦେଇଥିଲୁ ଏହି କାର୍ଯ୍ୟକ୍ରମ ପାଇଁ ଆମକୁ ସାହାଯ୍ୟ କରିଥିବା ପ୍ରତ୍ୟକ ବ୍ୟକ୍ତି ବିଶେଷ ଙ୍କୁ ଆମ ପରିବାର ତରଫ ରୁ ଧନ୍ୟବାଦ ଆଶା ଆପଣଙ୍କ ଭଲ ପାଇବା ଏମିତି ଆଗକୁ ଆମ ସହିତ ରହିବ ଓ ଏମିତି ସେବାକାର୍ଯ୍ୟ ଆଗକୁ ମାଧ୍ୟ ଜାରି ରଖିବାର ପ୍ରୟାସ ଆମେ କରିବୁ
ଜୟ ଜଗନ୍ନାଥ 🙏🏻

16/08/2026

ଆଜିର ଅବସକୀୟ ବସ୍ତ୍ର ସଂଗ୍ରହ ଦେଇଥିବା ଦାତା ଙ୍କୁ ଆମ ସେବା ହିଁ ଈଶ୍ୱର ଫାଉଣ୍ଡେସନ ତରଫ ରୁ ବହୁତ ବହୁତ ଧନ୍ୟବାଦ ମହାପ୍ରଭୁ ଜଗନ୍ନାଥ ଆପଣଙ୍କ ପରିବାର କୁ ସବୁବେଳେ ଖୁସିରେ ରଖନ୍ତୁ ଯଦି କୌଣସି ଭାଇ ଭଉଣୀ ଏହିଭଳି ବସ୍ତ୍ର ଆମକୁ ଦାନ କରିବାକୁ ଚାହୁଁଛନ୍ତି ତାହାଲେ ଉକ୍ତ ମୋବାଇଲ ନମ୍ବର :-
+917735344514 ରେ ଯୋଗାଯୋଗ କରି ଆମକୁ ଦାନ ଦେଇପାରିବେ

ଧନ୍ୟବାଦ
ସେବା ହିଁ ଈଶ୍ୱର ଫାଉଣ୍ଡେସନ , କଟକ
ଚାଲ ବସ୍ତି କୁ ଯିବା ଖୁସି ବାଣ୍ଟିବା
ଛୋଟ ପିଲା ଙ୍କ ମୁହଁ ରେ ହସ ଫୁଟାଇବା

16/01/2026

ଆଜିର ପୁରୁଣା ବସ୍ତ୍ରର ସଂଗ୍ରହ ଦେଇଥିବା ଦାତା ଙ୍କୁ ଆମ ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ I ଚାଲ ବସ୍ତିକି ଯିବା ଖୁସି ବାଣ୍ଟିବା ଛୋଟ ପିଲାଙ୍କ ମୁହଁରେ ହସ ଫୁଟେଇବା ।

#ସେବା_ହିଁ_ଈଶ୍ୱର_ଫାଉଣ୍ଡେସନ

Address

Cuttack

Alerts

Be the first to know and let us send you an email when Seva hi Ishwar posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share