18/01/2026
ଆଜି ବିଦ୍ୟାଧର ପୁର ସ୍ଥିତ ଗୌତମ ନଗର ମା'ସରସ୍ୱତୀ ଶିକ୍ଷା ମନ୍ଦିର ବାର୍ଷିକ ଶିଶୁ ଉତ୍ସବ ରେ ଅତିଥିଭାବେ ପ୍ରୟାସ ଚାରିଟେବଲ ଟ୍ରଷ୍ଟ ପ୍ରତିଷ୍ଠାତା ଶୃଯୁକ୍ତ ହୃଷିକେଶ ମହାପାତ୍ର ଓ ଆଇନ ପରlମର୍ଶ ଦାତା ଶ୍ରୀଯୁକ୍ତ ବିବେକାନନ୍ଦ ବୈଶାଖୀ ଯୋଗଦେବାସହ ସ୍କୁଲ ର ଅର୍ଦ୍ଧନିର୍ମିତ କୋଠରୀ ସମ୍ପୂର୍ଣ କରିବା ନିମନ୍ତେ ଆର୍ଥିକ ସାହାଯ୍ୟ କରିବାକୁ ପ୍ରତିଶୃତି ଦେବାସହିତ ପ୍ରତିବର୍ଷ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ମେଧାବୀ ବୃତ୍ତି ଦେବlନିମନ୍ତେ ପ୍ରତିଶୃତି ପ୍ରଦାନ କରିଥିଲେ. 💐💐💐
Prayash Charitable Trust
Sisira Ratha
Sheetal Kar