Samlei Sena Western Odisha

Samlei Sena Western Odisha We demand Good education, Employment in the local areas, women's safety and local issues, and all over development of western Odisha. Jai Maa Samlei���

29/08/2026


ପଦ୍ମପୁର ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସତ୍ୟଭୂଷଣ ସାହୁ ଅକାଳ ବିୟୋଗ ନେ ସାରା ପଦ୍ମପୁର ବାସି ଦୁଃଖିତ ||ସମଲେଇ ମା ପାଖେ ଗୁହାରି କରୁ କରୁଛୁ...
26/08/2026

ପଦ୍ମପୁର ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସତ୍ୟଭୂଷଣ ସାହୁ ଅକାଳ ବିୟୋଗ ନେ ସାରା ପଦ୍ମପୁର ବାସି ଦୁଃଖିତ ||ସମଲେଇ ମା ପାଖେ ଗୁହାରି କରୁ କରୁଛୁ କି ତାଙ୍କର ଆତ୍ମା କେ ଶାନ୍ତି ମିଳୁ ||
ଓଁ ଶାନ୍ତି 🙏🙏

21/08/2026

ପରମ୍ପରାର୍ ରଙ୍ଗେ, ନୂଆଁ ପିଢ଼ିର୍ ସାଙ୍ଗେ”
ଆମର୍ ମାଟି, ଆମର୍ ଭାଷା, ଆମର୍ ନୁଆଁଖାଇ”

ସମଲେଇ ସେନା 5 ନମ୍ବର ବଛର ନୂଆଖାଇ ଭେଟ ଘାଟ ଫେର ଥରେ ଦୁଲକି ଯିବା ରାଜଧାନୀ oct. 3 ତାରିଖ ଉତ୍କଳ ମେଣ୍ଡଫ ନେ ଟାକି ଥୀମୁ ଆସବାର କେ ନେଇ ଭୁଲମେ ||
Booking for online ticket ⬇️ https://greet.fydo.in/nuakhai-bhet-2026


ବାଜି ଉଠ୍‌ବା ଶୁଭର୍ ଢୋଲ୍ ମନ୍ ହେଇଯିବା ବାମିଗାଁ ନୁ ସହର୍ ଛୁଆ ନୁ ବୁଢା ଗୁଟେ ସୁରେ ଯିମା ଝୁମି !!ବାଜ୍‌ବା ନିଶାନ୍ ଗର୍‌ଜିବା ତାସା ଇତିହାସ...
18/08/2026

ବାଜି ଉଠ୍‌ବା ଶୁଭର୍ ଢୋଲ୍
ମନ୍ ହେଇଯିବା ବାମି
ଗାଁ ନୁ ସହର୍ ଛୁଆ ନୁ ବୁଢା
ଗୁଟେ ସୁରେ ଯିମା ଝୁମି !!
ବାଜ୍‌ବା ନିଶାନ୍ ଗର୍‌ଜିବା ତାସା
ଇତିହାସ୍ ରହେବା ସାକ୍ଷୀ,
#ଅକ୍ଟୋବର_୩ କେ ଦୁଲକିବା ରାଜଧାନୀ
ଆର୍ କିଛି ଦିନ୍ ରହେଲା ବାକି !!


*ON- 3 OCTOBER*(Saturday)

ଫେର୍ ଗର୍ଜିବା ମଚାନ୍ ! ଫେର୍ ଦୁଲକିବା ରାଜଧାନୀ !! ଆପଣ ମାନକର୍ ଅନୁଷ୍ଠାନ #ସମଲେଇ_ସେନା ଫେର୍ ଘାଏ ଅୟୋଜନ କରୁଛେ #ନୂଆଁଖାଇ_ଭେଟ୍_୨୦୨୬ ✨ ପ୍ରସ୍ତୁତ ରହୁନ୍ !!
*ଆଏବା ଅକ୍ଟୋବର ୩ ତାରିଖ୍* ( ଶନିବାର ) ଦିନ ଫେର୍ ଦୁହୁରାମା ଇତିହାସ ଆର୍ ହଜିଯିମା ଆମର୍ କଲା - ସଂସ୍କୃତି - ପରଂପରା ଭିତରେ 💝
🙏🏻
Contact -8018864665,7978825019

17/08/2026

ସମଲେଇ ମା ର ଆଶୀର୍ବାଦ କେ ସାଙ୍ଗେ ନେଇ କରି ଆମର ଉପଦେଷ୍ଟା ର ହାତେ ଆମର ପୋଷ୍ଟର ଆଜି ଉତଘାଟନ କରଲୁ ||

15/08/2026

11/08/2026










Address

Sambalpur

Telephone

+918280027124

Website

Alerts

Be the first to know and let us send you an email when Samlei Sena Western Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Samlei Sena Western Odisha:

Shortcuts

Share