14/07/2026
🌙🍽️ Dinner Distribution Drive | Aditya Aim Foundation
A simple meal can bring hope, dignity, and a smile to someone's life. ❤️
ଗୋଟିଏ ସରଳ ଭୋଜନ କାହାର ଜୀବନରେ ଆଶା, ସମ୍ମାନ ଓ ହସ ଆଣିପାରେ। ❤️
Through our Dinner Distribution Drive, we had the privilege of serving warm meals to people in need and sharing moments of kindness with our community.
ଆମର ଡିନର ବଣ୍ଟନ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆବଶ୍ୟକତାରେ ଥିବା ଲୋକମାନଙ୍କୁ ସ୍ନେହ ଓ ସମ୍ମାନ ସହ ରାତ୍ରି ଭୋଜନ ପ୍ରଦାନ କରିପାରିଲୁ।
Every act of compassion creates a stronger and more caring society.
ପ୍ରତ୍ୟେକ ସେବାର ପଦକ୍ଷେପ ଏକ ସହୃଦୟ ଓ ସଶକ୍ତ ସମାଜ ଗଢ଼ିବାରେ ସହାୟକ ହୁଏ।
A heartfelt thank you to our Empower Squad, donors, and every supporter who stood with us in this mission.
ଏହି ମହତ୍ କାର୍ଯ୍ୟରେ ସହଯୋଗ କରିଥିବା ଆମର Empower Squad, ଦାତାବୃନ୍ଦ ଏବଂ ସମସ୍ତ ଶୁଭେଚ୍ଛୁଙ୍କୁ ହୃଦୟରୁ ଧନ୍ୟବାଦ।
Together, let's build a future where no one sleeps hungry.
ଆସନ୍ତୁ, ମିଶିକରି ଏମିତି ଏକ ଭବିଷ୍ୟତ ଗଢ଼ିବା, ଯେଉଁଠାରେ କେହି ଭୋକରେ ଶୋଇବେ ନାହିଁ।
💛 Aditya Aim Foundation
Empowering Lives. Inspiring Hope.